କରୋନାକୁ ହରାଇ ପୁଣି କାର୍ଯ୍ୟରେ ଯୋଗଦେଲେ ୧୨ ପୋଲିସ କର୍ମଚାରୀ; ଆମେ ଗର୍ବିତ : ଗଞ୍ଜାମ ଏସ୍‌ପି

ଛତ୍ରପୁର,୨୧।୭(ଡି.ଏନ୍‌.ଏ.): ଗଞ୍ଜାମ ପୋଲିସ ଅଧୀନ ଆସିକା ଓ ବୁଗୁଡ଼ା ଥାନା ଅଞ୍ଚଳରେ କୋଭିଡ -୧୯ ମୁକାବିଲା କରୁଥିବା ବେଳେ ୧୨ ଜଣ ପୋଲିସ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଥିଲେ। ବର୍ତ୍ତମାନ ସେମାନେ କରୋନାକୁ ହରାଇ ସାମବାର ସୁସ୍ଥ ହେବା ସହ ପୁଣି କର୍ଯ୍ୟରେ ଯୋଗ ଦେଇଛନ୍ତି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ଟୁଇଟ କରି ଏହି ସୂଚନା ଦେଇଛନ୍ତି। ଏ ନେଇ ସେ କହିଛନ୍ତି, ଗଞ୍ଜାମ ପୋଲିସ ଏମାନଙ୍କୁ ସ୍ବାଗତ କରୁଛି ଏବଂ ସେମାନଙ୍କ ଉତ୍ସରଗ ମନୋଭାବକୁ ନେଇ ଆମେ ଗର୍ବିତ।


Enter your email to get our daily news in your inbox.

All Right Reserved By Dharitri.Com

ସାମାଜିକ ଦୂରତ୍ୱ ନ ଥିଲେ ୧ ହଜାର ଜରିମାନା ଦେବେ ଦୋକାନୀ: ଜିଲାପାଳ

ଛତ୍ରପୁର,୨୩ା୪(ଡି.ଏନ୍‌.ଏ.): କରୋନା ସଂକ୍ରମଣ ପ୍ରତିହତ ପାଇଁ ଦୋକାନ ସମ୍ମୁଖରେ ଗ୍ରାହକମାନେ ନିଜ ମଧ୍ୟରେ ୨ ମିଟର ସାମାଜିକ ଦୂରତ୍ୱ ଅବଲମ୍ବନ କରିବା ବାଧ୍ୟତାମୂଳକ। ଦୋକାନୀମାନେ ଏପରି...

ଏଯାଏ ଆସିନାହିଁ ବୋର୍ଡ ସାର୍ଟିଫିକେଟ: ଯୁକ୍ତ ୨ ନାମଲେଖା ନେଇ ଛାତ୍ରୀଛାତ୍ର ଚିନ୍ତିତ

କଣିହାଁ,୧୨।୬(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଥିବା କୌଣସି ହାଇସ୍କୁଲକୁ ୧୦ମ ବୋର୍ଡ ପରୀକ୍ଷା ଦେଇ ପାସ କରିଥିବା ଛାତ୍ରୀଛାତ୍ରଙ୍କ ବୋର୍ଡ ସାର୍ଟିଫିକେଟ ଆସିନାହିଁ। ଏଥିଯୋଗୁ...

ଚାଷୀଙ୍କୁ ଦୁର୍ବ୍ୟବହାର କରି ପରିବା ଛଡାଇନେଲା ପୋଲିସ

ରତ୍ନଗିରି, ୧ା୫ (ଡି.ଏନ.ଏ.): ଲକ୍‌ଡାଉନ ଜାରି ରହିଥିବାବେଳେ ସରକାରୀ ନିର୍ଦ୍ଦେଶ ମୁତାବକ ସବୁ ଜିଲାର ସୀମା ସିଲ୍‌ କରିଦିଆଯାଇଛି। ଏ ସମୟରେ ଦୋକାନବଜାର ବନ୍ଦ ରହିଥିଲେ...

ଅସହାୟଙ୍କୁ ମୁହଁରେ ହସ ଫୁଟାଉଛନ୍ତି ପୁରାତନ ଛାତ୍ର

ବରଗଡ଼ ଅଫିସ୍‌,୧୦।୪: ଲକ୍‌ ଡାଉନ୍‌ ପରେ ଅନେକ ଗରୀବ ପରିବାର ଅସହାୟ ହୋଇ ପଡ଼ିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଭୋକିଲା କିମ୍ବା ଅର୍ଦ୍ଧାହାରରେ ରହିବାକୁ...

ଜମି ଦେବା ନାଁରେ ଠକେଇ : ଅଭିଯୁକ୍ତ କୋର୍ଟଚାଲାଣ

ବ୍ରହ୍ମପୁର ଅଫିସ,୧୬ା୫: ଜମି ଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ସଦର ଥାନା ପୋଲିସ ବୁଧବାର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଜଣଙ୍କ ଲୋଚପଡ଼ା...

ରାସ୍ତାକଡ଼ରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜମନକିରା, ୨୭।୯(ଡି.ଏନ୍‌.ଏ.) : ସମ୍ବଲପୁର ଜିଲା ଜମନକିରା ବ୍ଲକ୍‌ ଭୋଜପୁର ପଞ୍ଚାୟତ କୁଇଲାରିଯୋର ରାଜରାସ୍ତା ୨୦୦ କଡ଼ରୁ ଶନିବାର ଭୋର୍‌ ସମୟରେ ଜଣେ ଯୁବକଙ୍କ ମୃତଦେହକୁ...

୭ ମାସ ହେଲା ଅଙ୍ଗନୱାଡି କେନ୍ଦ୍ରରେ ମିଳିନି ରନ୍ଧାଖାଦ୍ୟ

ଜଗନ୍ନାଥପ୍ରସାଦ,୧୮ା୭(ଡି.ଏନ.ଏ.)-ଶିଶୁ ଓ ପ୍ରସୂତିଙ୍କ ପୃଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି।ଏଥିପାଇଁ ବ୍ଲକରେ ସମନ୍ବିତ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟ କାର୍ଯ୍ୟ...

ଜାତୀୟସ୍ତରରେ ଜୟଦୁର୍ଗା ହାଇସ୍କୁଲ ବିଜ୍ଞାନ କ୍ଲବ ସମ୍ମାନିତ

ଭବାନୀପାଟଣା,୧୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ନର୍ଲା ରୋଡରେ ଥିବା ଜୟଦୁର୍ଗା ହାଇସ୍କୁଲର ପଠାଣୀ ସାମନ୍ତ ବିଜ୍ଞାନ କ୍ଲବ ଜାତୀୟସ୍ତରରେ ସମ୍ମାନିତ ହୋଇଛି। ୨୦୧୮ ବର୍ଷ ପାଇଁ ଓଡ଼ିଶାର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *