ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର କରିଛନ୍ତି, ଯାହାକୁ ଦେଖିବା ପରେ ସମସ୍ତେ ଏହା ଉପରେ ଭଲପାଇବା ଅଜାଡ଼ି ଦେଉଥିବା ଦେଖିବାକୁ ମିଳିଛି। ଏହାସହ ଦୁହିଁଙ୍କ ମଧ୍ୟରେ ମନୋମାଳିନ୍ୟ ଚାଲିଥିବା ଗୁଜବର ମଧ୍ୟ ଅନ୍ତ ଘଟିଛି। ଏବେ ପ୍ରଶଂସକ ଏବଂ ୟୁଜର୍ସମାନେ ଅଭିନେତ୍ରୀଙ୍କ ଏହି ପୋଷ୍ଟକୁ ବେଶ ପସନ୍ଦ କରୁଛନ୍ତି।

ତ୍ରିଶା କୃଷ୍ଣନ ନିଜ ଇନଷ୍ଟାଗ୍ରାମରେ ଏକ ସଦ୍ୟତମ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ସିଏମ (CM) ବିଜୟଙ୍କ ସହ ନଜର ଆସୁଛନ୍ତି। ପୋଷ୍ଟ କରାଯାଇଥିବା ଫଟୋରେ ଦୁହେଁ ହସୁଥିବା ଦେଖିବାକୁ ମିଳୁଛି। ଏହା ସହିତ ତ୍ରିଶା ବହୁତ ଆଦରର ସହ ବିଜୟଙ୍କୁ ଚାହିଁ ରହିଛନ୍ତି। ବିଜୟ ତାଙ୍କ ସାମ୍ନାରେ ରଖାଯାଇଥିବା କେକ ଆଡ଼କୁ ଚାହୁଁଛନ୍ତି। ଏହି ଫଟୋଟି ଦେଖିବାକୁ ବହୁତ କ୍ୟୁଟ ଲାଗୁଛି।

 

View this post on Instagram

 

A post shared by Trish (@trishakrishnan)

ଏହି ଫଟୋ ସେୟାର କରିବା ସହ ତ୍ରିଶା କ୍ୟାପସନରେ ଲେଖିଛନ୍ତି ଯେ, “ଯେଉଁ ମଣିଷ ପାଇଁ ସବୁକିଛି ଏତେ ସ୍ପେଶାଲ (ଖାସ) ମନେହୁଏ, ତାଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା।” ଏହା ସହିତ ସେ ହାର୍ଟ (Love) ଏବଂ ନଜର ନ ଲାଗିବା ବାଲା ଇମୋଜି ସହ 00.00 ଲେଖିଛନ୍ତି। ଅଭିନେତ୍ରୀଙ୍କ ଏହି ପୋଷ୍ଟ ସାମ୍ନାକୁ ଆସିବା ମାତ୍ରେ ହିଁ ସମସ୍ତେ କମେଣ୍ଟ କରି ନିଜର ଭଲପାଇବା ଜଣାଇବା ଆରମ୍ଭ କରିଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଜୁନ ୨୨ ତାରିଖରେ ବିଜୟଙ୍କ ଜନ୍ମଦିନ ଥିଲା, ଏଭଳି ପରିସ୍ଥିତିରେ ତ୍ରିଶାଙ୍କ ପକ୍ଷରୁ ଅଭିନେତାଙ୍କ ପାଇଁ କୌଣସି ଶୁଭେଚ୍ଛା କିମ୍ୱା ପୋଷ୍ଟ ସେୟାର ନହେବା ଲୋକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରିଥିଲା। ଇଣ୍ଟରନେଟରେ ଏହି ଚର୍ଚ୍ଚା ଜୋର୍‌ ଧରିଥିଲା ଯେ ଅଭିନେତ୍ରୀ ଜଣକ ବିଜୟଙ୍କୁ ଜନ୍ମଦିନର ଶୁଭେଚ୍ଛା କାହିଁକି ଜଣାଇଲେ ନାହିଁ? ଲୋକଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ ବୋଧହୁଏ ଦୁହିଁଙ୍କ ମଧ୍ୟରେ କିଛି ଠିକ ଚାଲିନାହିଁ।

ତ୍ରିଶା କୃଷ୍ଣନ ପ୍ରତିବର୍ଷ ବିଜୟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥାନ୍ତି, ଏଭଳି ସ୍ଥିତିରେ ଏଥର ସେ ସମୟ ଅନୁସାରେ ପୋଷ୍ଟ ନକରିବା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହା ବ୍ୟତୀତ ଆପଣଙ୍କୁ ଜଣାଇଦେଉଛୁ ଯେ, ବିଜୟ ଏବଂ ତ୍ରିଶା ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରୁଥିବା ଗୁଜବକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି। ଇଣ୍ଟରନେଟରେ ଅନେକ ଥର ଆଲୋଚନା ହୋଇଛି ଯେ ଦୁହିଁଙ୍କ ମଧ୍ୟରେ କିଛି ତ ଚାଲିଛି, କିନ୍ତୁ ଦୁହିଁଙ୍କ ମଧ୍ୟରୁ କେହି ବି ଏହା ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ବ୍ଲକ ପ୍ରମୁଖ ଶୈବପୀଠରେ ହଜାର ହଜାର କାଉଡିଆଙ୍କ ଜଳାଭିଷେକ, ଆଉ ଦୁଇଟି ସୋମବାରରେ…

ଗଞ୍ଜାମ,୧୦।୮ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କାଇଁଚ ପୁର ପଞ୍ଚାୟତ ମାଳୀ ଜଗନ୍ନାଥ ପୁର ନିକଟସ୍ଥ ବାବା ବାଲୀ ଲୋକନାଥ, ପାଳିବନ୍ଧ ପଞ୍ଚାୟତ କଣ୍ଟିଆଗଡ଼…

୯୦ ବର୍ଷ ବୟସରେ ବୃଦ୍ଧଙ୍କୁ ଚଢିଲା ବିବାହ ନିଶା: ଆଉ ତା’ପରେ ଘଟିଗଲା ଏମିତି କିଛି…

ଜୟପୁର,୧୦।୮: ରାଜସ୍ଥାନର ରାଜଧାନୀ ଜୟପୁରରୁ ସାଇବର ଠକେଇ ଏବଂ ଡିଜିଟାଲ ବ୍ଲାକମେଲ୍ର ଏକ ଆଶ୍ଚର୍ଯ୍ୟଜନକ ଏବଂ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚତୁର ସାଇବର ଅପରାଧୀମାନେ…

ଶ୍ରାବଣ ଶିବରାତ୍ରିରେ ୪ ଦୁର୍ଲଭ ରାଜଯୋଗର ମହାସଂଯୋଗ: ବୃଷ ସମେତ ୪ ରାଶିକୁ ମିଳିବ ଅପାର ଲାଭ

ଶ୍ରାବଣ ଶିବରାତ୍ରି ଅବସରରେ ଗଠିତ ହେଉଥିବା ଚାରିଟି ରାଜଯୋଗ ବୃଷ, କର୍କଟ, ତୁଳା ଓ କୁମ୍ଭ ରାଶି ପାଇଁ ବେଶ ଶୁଭ ସାବ୍ୟସ୍ତ ହେବ। ଏହି ରାଶିର…

ଜିଲାପାଳଙ୍କ ଶୁଣାଣିରେ ବିଷପିଇ ଜୀବନ ହାରିବାକୁ ଉଦ୍ୟମ: କାବୁ କରି…

ରାଜନଗର,୧୦।୮(ଭାସ୍କର ରାଉତ ରାୟ): ବିଷ ପିଇବାକୁ ଉଦ୍ୟମ ବେଳେ କାବୁ କରିନେଲା ପୋଲିସ। ଏଭଳି ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଓ ଢୋଲମରା…

ଚିନ୍ତାରୁ ମୁକ୍ତି ପାଇବାକୁ ହେଲେ…

ଆଜିକାଲି ଅତ୍ୟଧିକ କାମର ଚାପ ହେଉ ଅବା କେତେକ କାରଣରୁ ଅନେକେ ଚିନ୍ତାଗ୍ରସ୍ତ ହେଉଛନ୍ତି। ତେବେ ଏଥିରୁ କେତେକାଂଶରେ ମୁକୁଳିବାର ଏକ ସହଜ ଉପାୟ ରହିଛି। ତାହା…

ଚାଷଜମିକୁ ଜଳସେଚନର ହେବ ସୁବିଧା : ଖୋଲିଲା ଜୟ ମଙ୍ଗଳ ଓ ଋଷିକୂଳ୍ୟାର ୧୫ ନମ୍ବର କେନାଲ

ଛତ୍ରପୁର,୧୦।୮, (ଦିଲ୍ଲୀପି ସାମଲ/ଦ୍ୱାରିକା ପଟ୍ଟନାୟକ) : ଚଳିତ ଖରିଫ ଚାଷ ଋତୁରେ ଚାଷୀଙ୍କୁ ଆବଶ୍ୟକ ଜଳସେଚନ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜୟ ମଙ୍ଗଳ କେନାଲରେ ଜଳ ଛଡ଼ାଯାଇଛି।…

ଶଶ୍ମାନ, ଠାକୁରାଣୀ ଶାଳରୁ ଜବରଦଖଲ ଉଚ୍ଛେଦ ଦାବି

ପାଟଣା,୧୦ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବୁଢ଼ୀ କାପୁଡ଼ି ଗାଁ ତେନ୍ତେଳା ଗ୍ରାମର ଶ୍ମଶାନ ଓ ଠାକୁରାଣୀ ଶାଳରେ ଉକ୍ତ ଗ୍ରାମର ସୁଦାମ ମହାନ୍ତ ଓ…

ଝାଡୁ ଧରିଲେ ମହାବିଦ୍ୟାଳୟର ଛାତ୍ରୀଛାତ୍ର, ଲକ୍ଷ୍ୟ ପୂରଣ ପାଇଁ ସମସ୍ତେ ଏକାଠି ହୋଇ…

ଭଞ୍ଜନଗର,୧୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ସୋମବାର ସ୍ବଚ୍ଛତା ପଖଓ୍ବାଡ଼ା ଅବସରରେ ଜାତୀୟ ସେବା ଯୋଜନା (NSS) କୋ-ୟୁନିଟ୍‌ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri