Posted inUncategorized

ବୁଗୁଡା ଏନ୍‌ଏସିରେ ଥର୍ମାଲ ସ୍କ୍ରିନିଂ ଜୋରଦାର

ବୁଗୁଡା,୧୦।୭(ଡି.ଏନ୍‌. ଏ.): ଗଞ୍ଜାମ ଜିଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ବୁଗୁଡ଼ା
ଏନ୍‌ଏସିର ବିଭିନ୍ନ ସାହିରେ ଥର୍ମାଲ ସ୍କ୍ରିନିଂ ଜୋରଦାର ଚାଲିଛି। ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ ଅଭିଯାନ ଆରମ୍ଭ ହୋଇଛି। ସହରରେ ଲାଗୁହୋଇଥିବା ଶଟଡାଉନ ସମୟରେ ଡାକ୍ତରଙ୍କ ସମେତ ମହିଳା ସ୍ବାସ୍ଥ୍ୟ କର୍ମୀ, ଅଙ୍ଗନଓ୍ବାଡିକର୍ମୀ, ଆଶା କର୍ମୀ, ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନେ ଘର ଘର ବୁଲି ଲୋକଙ୍କର ଥର୍ମାଲ ସ୍କ୍ରିନିଂ କରି ସ୍ବାସ୍ଥ୍ୟ ଯାଞ୍ଚ କରୁଛନ୍ତି। ଏହାସହ ସେମାନଙ୍କ କାଶ, ଥଣ୍ଡା, ଜ୍ବର ଆଦି ସମ୍ପର୍କରେ ପଚାରି
ବିସ୍ତୃତ ବିବରଣୀ ପ୍ରସ୍ତୁତ କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ବିଡିଓ ତନ୍ମୟ ପାତ୍ର ,ତହସିଲଦାର ସଂଗ୍ରାମ କେଶରୀ ଜେନା, ଏନ୍‌ଏସି ନିର୍ବାହୀ ରଶ୍ମି ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ପରିସ୍ଥିତି ନିରୀକ୍ଷଣ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ଚକା ପମ୍ପଚର ଅଛି କହି ଅଧା ରାସ୍ତାରେ ଶ୍ରମିକଙ୍କୁ ଛାଡି ଚାଲିଗଲା ବସ୍‌

ଜି.ଉଦୟଗିରି,୧୦।୬(ଡି.ଏନ.ଏ.)-ପଞ୍ଜାବ ଲୁଧିୟନାରୁ ରାୟଗଡା କାଶୀପୁରକୁ ୨୦ଜଣ ଶ୍ରମିକଙ୍କୁ ନେଇ ଆସୁଥିବା ଏକ ବସ୍‌ ବୁଧବାର କାଳିଙ୍ଗା ଜି. ଉଦୟଗିରି ମଝି ରାସ୍ତାରେ ଛାଡି ପଳାଇଛି। ଚକା...

ବାର୍ଷିକ ପରୀକ୍ଷାକୁ ଆଉ ୪ମାସ ବାକି: ଏଯାଏ ପୁସ୍ତକ ଯୋଗାଇ ପାରିଲେନି ସରକାର

ମାଲକାନଗିରି,୧୯।୧୦ (ଡି.ଏନ୍‌.ଏ.)- ଚଳିତବର୍ଷ ମାଲକାନଗିରି ଜିଲାର ୪୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରୀକ୍ଷା ଫଳାଫଳ ନୈରାଶ୍ୟଜନକ ଥିବାରୁ ସରକାର ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ...

ଲିଙ୍ଗରାଜ ମନ୍ଦିରରେ ବସିଲା ଚିଲ: ସେବାୟତ ଆତଙ୍କିତ

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ମହାପ୍ରଭୁ ଲିଙ୍ଗରାଜ ମନ୍ଦିର ଉପରେ ହଠାତ ଏକ ମାଟିଆ ଚିଲ ବସି ରହିବା ଘଟଣାକୁ ନେଇ ସେବାୟତମାନେ ଆତଙ୍କିତ ହୋଇଛନ୍ତି ।...

ତେଜଗାମ ଏକ୍ସପ୍ରେସରେ ନିଆଁ

କରାଚି,୩୧।୧୦: ପାକିସ୍ତାନର କରାଚି-ରାଓ୍ବଲପିଣ୍ଡି ତେଜଗ୍ରାମ ଏକ୍ସପ୍ରେସରେ ଗୁରୁବାର ସକାଳେ ନିଆଁ ଲାଗିଯାଇଛି। ରହିମ୍‌ ୟାର ଖାନ୍‌ ନିକଟ ଲିଆକତପୁରର ତାଲଓ୍ବାରି ଷ୍ଟେଶନଠାରେ ଉକ୍ତ ଟ୍ରେନରେ ଭୟଙ୍କର...

ଭାରତର ରେଟିଂ ଉପରେ ଚାପ ଆସିପାରେ

ନୂଆଦିଲ୍ଲୀ,୨୯।୪: ଭାରତର ସୋଭରେନ ରେଟିଂ ଉପରେ ଚଳିତ ବର୍ଷ ଚାପ ଆସିପାରେ। ଭାରତ ଚଳିତ ବର୍ଷ ନିମ୍ନ ଅଭିବୃଦ୍ଧି ହାସଲ କରିବ ବୋଲି ଆକଳନ କରାଯାଇଛି।...

ଭିଜିଲାନ୍ସ ଜାଲରେ କପ୍ତିପଦା ଫରେଷ୍ଟର

କପ୍ତିପଦା,୬ା୨(ଡି.ଏନ୍‌.ଏ)- ଏକ ପୁରୁଣା ମାମଲାରେ ଦୋଷୀଙ୍କୁ ଗିରଫ ନ କରିବା ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମୟୂରଭଞ୍ଜ ଜିଲା କପ୍ତିପଦା ଫରେଷ୍ଟର...

ଆଇସିୟୁ ପାଇଁ ଏମ୍‌ପି ପାଣ୍ଠିରୁ ୧କୋଟି ଦେଲେ ଭର୍ତ୍ତୃହରି

କଟକ ଅଫିସ, ୨୮ା୩: କଟକ ଏମ୍‌ପି ଭର୍ତ୍ତୃହରି ମହତାବ ରାଜ୍ୟରେ ‘କରୋନା’ ମୁକାବିଲା ପାଇଁ ଏମ୍‌ପି ପାଣ୍ଠିରୁ ୧କୋଟି ଟଙ୍କା ଏବଂ ୩ ମାସର ଦରମା...

ଜୁନ୍‌ ୩୦ରେ ପ୍ରଚାରିତ ହେବ ମୋଦିଙ୍କ ‘ମନ କି ବାତ’ର ପ୍ରଥମ ଏପିସୋଡ଼

ନୂଆଦିଲ୍ଲୀ,୧୧।୬: ଦ୍ୱିତୀୟ ଥର ଭାବେ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳି ଥିବା ନରେନ୍ଦ୍ର ମୋଦି ପୁଣି ଥରେ ତାଙ୍କର ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ...

Coronavirus Update

Archives

Model This Week

Why Dharitri