Posted inଫୁରସତ

India’s top 10 millionaire farmers: ଏମାନେ ହେଉଛନ୍ତି ଭାରତର ୧୦ କୋଟିପତି କୃଷକ, ପ୍ରଥମ ସ୍ଥାନରେ ଅଛନ୍ତି ମହିଳା…

ବର୍ତ୍ତମାନ ସମୟରେ ଜୈବିକ କୃଷି ପ୍ରତି ଆଗ୍ରହ ବୃଦ୍ଧି ପାଉଛି। କୃଷକମାନେ ମଧ୍ୟ ଏଥିରୁ ଭଲ ରୋଜଗାର କରୁଛନ୍ତି। ହେଲେ କ’ଣ ଆପଣ ଜାଣନ୍ତି କି ଭାରତରେ ଏପରି ଅନେକ କୃଷକ ଅଛନ୍ତି ଯେଉଁମାନେ କୋଟିପତି। ଆଶ୍ଚର୍ଯ୍ୟ ଲାଗୁଥିଲେ ହେଁ କଥାଟି ସତ। ଏହି ତାଲିକାରେ ପ୍ରଥମ ସ୍ଥାନରେ ଜଣେ ମହିଳା ଅଛନ୍ତି।

Top 10 Richest Millionaire Farmers In India - Nituben Patel

ଭାରତର କୋଟିପତି କୃଷକ ତାଲିକାର ପ୍ରଥମ ସ୍ଥାନରେ ଅଛନ୍ତି ନିତୁବେନ୍‌ ପଟେଲ। ସେ କୃଷିରୁ ବାର୍ଷିକ ୧୦୦ କୋଟି ଟଙ୍କା ରୋଜଗାର କରିଥାନ୍ତି। ସେ ଜୈବିକ କୃଷି ଲାଗି ଲୋକପ୍ରିୟତା ହାସଲ କରିଛନ୍ତି।

Top 10 Richest Millionaire Farmers In India - Yuvraj Parihar

ଦ୍ୱିତୀୟ ସ୍ଥାନରେ ଅଛନ୍ତି ଯୁବରାଜ ପରିହାର। ସେ ବାର୍ଷିକ ୫୦ କୋଟି ଟଙ୍କା ରୋଜଗାର କରୁଛନ୍ତି। ଯୁବରାଜ ଆଳୁ ଚାଷ କରିଥାନ୍ତି।

Top 10 Richest Millionaire Farmers In India - Harish Dhandev

ତୃତୀୟ ସ୍ଥାନରେ ହରିଶ ଧନଦେବ। ସେ ବର୍ଷକୁ ୨.୫ କୋଟି ଟଙ୍କା ରୋଜଗାର କରୁଛନ୍ତି। ସେ ପେସାରେ ଜଣେ ଇଞ୍ଜିନିୟର ଥିଲେ। ହେଲେ ପରେ ଆଲୋଭେରା ଚାଷ କରି କୋଟିପତି ସାଜିଛନ୍ତି।

Top 10 Richest Millionaire Farmers In India - Geena Bhai Patel

କୋଟିପତି କୃଷକ ତାଲିକାର ଚତୁର୍ଥ ସ୍ଥାନରେ ଅଛନ୍ତି ଗୀନା ଭାଇ ପଟେଲ। ବର୍ଷକୁ ସେ ୨ କୋଟି ଟଙ୍କା ରୋଜଗାର କରନ୍ତି। ସେ ଅଙ୍ଗୁର ଚାଷ କରୁଛନ୍ତି।

Top 10 Richest Millionaire Farmers In India - Sachin Kale

ସଚିନ କାଳେ ହେଉଛନ୍ତି ଭାରତର ୫ମ ଧନୀ କୃଷକ ସେ ୨ କୋଟି ଟଙ୍କା ରୋଜଗାର କରୁଛନ୍ତି। ସଚିନ ଧାନ ବ୍ୟତିତ ଋତୁଭିତ୍ତିକ ଚାଷ କରିଥାନ୍ତି।

Top 10 Richest Millionaire Farmers In India - Ram Saran Verma

୬ଷ୍ଠ ସ୍ଥାନରେ ଅଛନ୍ତି ସରନ୍‌ ବର୍ମା। ବର୍ଷକୁ ୨ କୋଟି ଟଙ୍କା ରୋଜଗାର କରନ୍ତି। ସେ ଟମାଟୋ, ଆଳୁ, କଦଳୀ ଚାଷ କରିଥାନ୍ତି।

Top 10 Richest Millionaire Farmers In India - Ramesh Chaudhary

ସବୁଠାରୁ ଧନୀ ଭାରତୀୟ କୃଷକ ତାଲିକାରେ ରମେଶ ଚୌଧୁରୀ ୭ମ ସ୍ଥାନରେ ଅଛନ୍ତି। ସେ ବର୍ଷକୁ ୨ କୋଟି ଟଙ୍କା ରୋଜଗାର କରନ୍ତି। ରମେଶ ଫୁଲ, ଟମାଟୋ ଏବଂ କାକୁଡ଼ି ଚାଷ କରନ୍ତି।

ବିଶ୍ୱନାଥ ବୋବୋଡେ ୮ମ ସ୍ଥାନରେ ଅଛନ୍ତି। ପ୍ରତିବର୍ଷ ଚାଷରୁ ସେ ୧.୭୫ କୋଟି ଟଙ୍କା ରୋଜଗାର କରିଥାନ୍ତି।

Top 10 Richest Millionaire Farmers In India - Pramod Gautam

୯ମ ସ୍ଥାନରେ ପ୍ରମୋଦ ଗୌତମ ଅଛନ୍ତି। ସେ ବର୍ଷକୁ କୋଟିଏ ଟଙ୍କା ରୋଜଗାର କରନ୍ତି। ଗହମ, ବାଜରା, ସେରିଷ ବ୍ୟତିତ ଅନେକ ପ୍ରକାର ଫସଲ ସେ କରିଥାନ୍ତି।

ସେହିଭଳି ୧୦ମ ସ୍ଥାନରେ ରାଜୀବ ବିଟ୍ଟୁ ଅଛନ୍ତି। ସେ ୧୫ରୁ ୧୬ ଲକ୍ଷ ଟଙ୍କା ବାର୍ଷିକ ରୋଜଗାର କରିଥାନ୍ତି। ଚାଷରେ ସେ ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ସନ୍ଧ୍ୟା ହେଲେ ଗାଁରେ ପଶୁଛନ୍ତି, ନଷ୍ଟ କରୁଛନ୍ତି ଧାନ ଫସଲ: କଲ୍ୟାଣସିଂହପୁରରେ ୧୩ ଟିକିଆ ହାତୀପଲଙ୍କ ଉପଦ୍ରବ, ଭୟରେ…

କଲ୍ୟାଣସିଂହପୁର,୧୫।୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ସିଙ୍ଗାରି ପଞ୍ଚାୟତରେ ପୁଣି ଥରେ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଏକ ୧୩ ଟିକିଆ ହାତୀପଲ…

ଏଣିକି ପେଟ୍ରୋଲ ଓ ବିଜୁଳି ବିଲ ପେମେଣ୍ଟ କଲେ ଲାଗିବ ୫ଟଙ୍କା ଏକ୍ସଟ୍ରା ଚାର୍ଜ; ସାଧାରଣ ଲୋକଙ୍କୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୫।୯: ବଢ଼ୁଥିବା ମହଙ୍ଗା ମାଡ଼ ମଧ୍ୟରେ ଏବେ UPI ପେମେଣ୍ଟ ଉପରେ ଦେବାକୁ ପଡ଼ିବ ଚାର୍ଜ। ଅର୍ଥାତ ଆପଣଙ୍କର UPI ଆଉ ମାଗଣା ରହିଲା ନାହିଁ। ଏହି…

UPI ପେମେଣ୍ଟ ଉପରେ ନୂଆ ଚାର୍ଜ: ୫୦୦୦ରେ ୨୦ ଓ ୧୦,୦୦୦ରେ କଟିବ ୪୦ ଟଙ୍କା, ଜାଣନ୍ତୁ…

ନୂଆଦିଲ୍‌ଲୀ,୧୫।୯: ଡିଜିଟାଲ କାରବାର ଉପରେ ଶୁଳ୍କ ଲାଗୁ ନେଇ ବିରୋଧ ମଧ୍ୟରେ ସରକାର UPI ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ (MDR)କୁ ନେଇ ଏକ ନୂଆ ନିଷ୍ପତ୍ତି…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?