ଓଡ଼ିଶା: ଆଜିର ଫଟୋ (ଏପ୍ରିଲ ୧୯, ୨୦୨୨)

କଟକରେ ମହାନଦୀ ଜଳରାଶିରେ ଥିବା ଶିଳାଖଣ୍ଡ ଉପରେ ଖାଦ୍ୟ ଅନ୍ଵେଷଣରେ ବସିଥିବା ବଗ

 

ପ୍ରବଳ ଖରାରେ କଟକ କଲେଜ ଛକ ରାସ୍ତାରେ ଆଖୁରସ  ପିଇ ତୃଷ୍ଣା ମେଣ୍ଟାଇବାକୁ ଭିଡ

 

କଟକ କଚେରୀ ରିଙ୍ଗ ବନ୍ଧ ପାର୍ଶ୍ୱରେ ପୁଦିନା ପାଣି  ମାଠିଆକୁ ଥଣ୍ଡା ରଖିବା ପାଇଁ ପାଣି ସିଞ୍ଚନ

କଟକ ନିମପୁର ଖେଳ ପଡ଼ିଆ ରାସ୍ତା ପାର୍ଶ୍ୱରେ ବାଉଁଶରେ ବିଞ୍ଚଣା ପ୍ରସ୍ତୁତ କରୁଛନ୍ତି କାରିଗର

ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଏସପ୍ଲାନେଡ଼ ଶପିଂ ମଲରେ ଅଗ୍ନି ନିରାପତ୍ତା ମକ୍ ଡ୍ରିଲ୍

 

ଭୁବନେଶ୍ୱର ପଟିଆରେ ବିଗବଜାରଠାରୁ ରେଳଷ୍ଟେସନ ପର୍ଯ୍ୟନ୍ତ ରାସ୍ତା ପ୍ରଶସ୍ତିକରଣ ଲାଗି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ  ଉଚ୍ଛେଦ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୭ ଅକ୍ଟୋବର, ୨୦୨୬ )

ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏବିଭିପିର ଛାତ୍ରୀ ପ୍ରତିନିଧିମାନେ     କଟକର ବିଭିନ୍ନ ଦେବୀପୀଠରେ…

ଓଡ଼ିଶା: ଆଜିର ଫଟୋ ( ୬ ଅକ୍ଟୋବର, ୨୦୨୬ )

ଭୁବନେଶ୍ୱର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏବିଭିପି ପକ୍ଷରୁ କଲେଜ କ୍ୟାମ୍ପସରେ ପ୍ରଚାର ଅଭିଯାନ     କଟକର ବିଭିନ୍ନ ଦେବୀପୀଠରେ ବିଭିନ୍ନ ବେଶ     କଟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?