ଓଡ଼ିଶା: ଆଜିର ଫଟୋ (ଜୁଲାଇ ୧୬, ୨୦୨୨)

କାନ୍ଧରେ ଶିଶୁକୁ ଧରି କଟକ ଗଡ଼ଗଡ଼ିଆ ଘାଟ ମହାନଦୀରୁ ଜଳ ନେଇ ଶୈବ ପୀଠ କପିଳାସ ଅଭିମୁଖେ ଦମ୍ପତି

 

ସିଏମସି ପକ୍ଷରୁ କଟକ ନୟାବଜ଼ାରରୁ ପୋତାପୋଖରୀ ପର୍ଯ୍ୟନ୍ତ ଜବରଦଖଲ ଉଛେଦ

 

ଲଗାଣ ବର୍ଷାରେ କଟକର ବିଭିନ୍ନ ଅଞ୍ଚଳର ରାସ୍ତା ଅବସ୍ଥା ଶୋଚନୀୟ

 

କଟକ ସୁତାହାଟ ରାସ୍ତା ପାର୍ଶ୍ୱରେ ଉନ୍ମୁକ୍ତ ଥିବା ମୁଖ୍ୟ ଜଳ ଯୋଗାଣ ପାଇପରୁ ନିର୍ଗତ ହୋଇ ଅପଚୟ ହେଉଛି ଜଳ

 

ଭୁବନେଶ୍ୱର ରବୀନ୍ଦ୍ରମଣ୍ଡପରେ ନୃତ୍ୟ କରିବା ପୂର୍ବରୁ ଓଡ଼ିଶୀ ନର୍ତ୍ତକୀମାନେ ସଜବାଜ ହେଉଛନ୍ତି

 

 

ଭୁବନେଶ୍ୱର ରବୀନ୍ଦ୍ର ମଣ୍ଡପରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଗୁରୁ ଦେବ ପ୍ରସାଦ ଦାସଙ୍କ ୩୬ତମ ଶ୍ରାଦ୍ଧଉତ୍ସବରେ କଳାକାରଙ୍କ ଓଡ଼ିଶୀ ନୃତ୍ୟ ପରିବେଷଣ

 

 

ଭୁବନେଶ୍ୱର ସ୍ଥିତ ସଙ୍ଗୀତ ମହାବିଦ୍ୟାଳୟରେ ଗୁରୁ ଦେବ ପ୍ରସାଦ ଦାସଙ୍କ ୩୬ତମ ଶ୍ରାଦ୍ଧଉତ୍ସବରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଥିବା ବ୍ୟକ୍ତିବୃନ୍ଦ

 

ଭୁବନେଶ୍ୱରରେ ଲଘୁଚାପ ଜନିତ ଲଗାଣ ବର୍ଷା: ରସୁଲଗଡ଼ ଛକରେ ଛତା ଧରି ଯାଉଛନ୍ତି ଯୁବତୀ

 

 

ମହାନ ବିପ୍ଲବୀ ଚକ୍ରଧର ବେହେରାଙ୍କ ୧୨୯ତମ ଜୟନ୍ତୀରେ ଭୁବନେଶ୍ୱର ରାଜଭବନ ଛକରେ ଥିବା ପ୍ରତିମୂର୍ତ୍ତିରେ ଲୋକସୂଚନା ଓ ସମ୍ପର୍କ ବିଭାଗ ପକ୍ଷରୁ ଶ୍ରଦ୍ଧାଞ୍ଜଳି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୧୦ ଅକ୍ଟୋବର, ୨୦୨୬ )

ଛାତ୍ର ସଂସଦ ନିର୍ବାଚନରେ ପ୍ରାର୍ଥୀପତ୍ର ନାକଚ ହେବା ପ୍ରତିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ   ଛାତ୍ର ସଂସଦ ନିର୍ବାଚନରେ ନାମାଙ୍କନପତ୍ର ନାକଚ…

ଓଡ଼ିଶା: ଆଜିର ଫଟୋ ( ୭ ଅକ୍ଟୋବର, ୨୦୨୬ )

ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ କଟକ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକ ସମ୍ମୁଖରେ ଏବିଭିପିର ଛାତ୍ରୀ ପ୍ରତିନିଧିମାନେ     କଟକର ବିଭିନ୍ନ ଦେବୀପୀଠରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?