ଗୋରା ହେବା ପାଇଁ ଖାଆନ୍ତୁ ଏହି ଲଡ଼ୁ

ଚିନାବାଦାମ, କାହାକୁ ଭଜା ପସନ୍ଦ ତ କାହାକୁ କଞ୍ଚା। ତେବେ ଏହି ବାଦାମ ଲଡୁର ରହିଛି ଅନେକ ଉପକାରୀ ଗୁଣ। ଜାଣନ୍ତୁ ସେ ସମ୍ପର୍କରେ…
-ବାଦାମ ଲଡୁ ଖାଇବା ଦ୍ୱାରା ତ୍ୱଚା ଗୋରା ହୋଇଥାଏ। ଏଥିସହିତ କେଶରେ ମଧ୍ୟ ଚମକ ଆସିଥାଏ।
– ଗର୍ଭବତୀ ମହିଳାମାନେ ଏହି ଲଡ଼ୁ ଖାଇଲେ ତାହା ଲାଭଦାୟକ ହୋଇଥାଏ। ଏଥିରେ ଥିବା ଆଇରନ ଭ୍ରୂଣର ବିକାଶରେ ସହାୟ ହୋଇଥାଏ।

– ଏହା କୋଷ୍ଠକାଠିନ୍ୟ ଆଦି ସମସ୍ୟାରୁ ମୁକ୍ତି ଦେଇଥାଏ। ଏପରିକି ପାଚନକ୍ରିୟାକୁ ମଧ୍ୟ ସକ୍ରିୟ କରିଥାଏ।

– ପ୍ରୋଟିନ୍‌ ଓ କ୍ୟାଲ୍‌ସିିୟମ୍‌ ଏଥିରେ ଭରପୂର ମାତ୍ରାରେ ଥିବାରୁ ଦାନ୍ତ ଓ ହାଡ଼ ଶକ୍ତ କରିବାରେ ଏହା ସାହାଯ୍ୟ କରିଥାଏ।

– ଶରୀରରେ କୋଲେଷ୍ଟରଲ ପରିମାଣ କମ୍‌ କରିବା ସହ ହୃତ୍‌ପିଣ୍ଡକୁ ସୁସ୍ଥ ରଖିଥାଏ।

– ବାଦାମ ଲଡ଼ୁ ଆପଣଙ୍କୁ ପ୍ରଫୁଲ୍ଲ ରଖିବା ସହ ଆପଣଙ୍କ ମାନସିକ ଅବସାଦ ଦୂର କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କେବଳ ଛାତିରେ ଯନ୍ତ୍ରଣା ନୁହେଁ, ଏହିସବୁ ଲକ୍ଷଣ ଦେଖାଗଲେ ହୋଇପାରେ ହୃଦ୍‌ଘାତ

ପ୍ରତିବର୍ଷ ସେପ୍ଟେମ୍ବର ୨୯ରେ ସାରା ବିଶ୍ୱରେ ହୃଦୟ ଦିବସ ପାଳନ କରାଯାଏ। ଲୋକଙ୍କୁ ହୃଦରୋଗ ବିଷୟରେ ଅବଗତ କରାଇବା ହେଉଛି ଏହି ଦିନ ପାଳନ କରିବାର...

ହରମୋନସ୍ତର ନିୟନ୍ତ୍ରଣ କରେ ଏହି ପାଣି…

ଜୁଆଣି ପାଣି ପିଇଲେ ଅନେକ ଉପକାର ହୋଇଥାଏ। ଏହା ପେଟକୁ ଥଣ୍ଡା ରଖିବା ସହିତ ପାଚନ କ୍ରିୟାକୁ ସ୍ବାଭାବିକ କରିଥାଏ। ଏହା ହରମୋନସ୍ତରକୁ ନିୟନ୍ତ୍ରିତ କରିଥାଏ।...

ସୌନ୍ଦର୍ଯ୍ୟ ବଢ଼ାଏ ନଡ଼ିଆ ତେଲ

ବେଳେବେଳେ ମହିଳାମାନଙ୍କ ମୁହଁରେ ଦାଗ ଓ ଅନ୍ୟ କେତେକ ସମସ୍ୟା ଦେଖାଯାଇଥାଏ। ନିଜ ସୌନ୍ଦର୍ଯ୍ୟକୁ ଆହୁରି ଚମକଦାର କରିବାକୁ ସେମାନେ ବଜାରରୁ ଏମିତି କିଛି ବିଉଟି...

୨୦ ସେକେଣ୍ଡରେ ଚିହ୍ନଟ ହେବେ କରୋନା ପଜିଟିଭ୍‌ !

ପ୍ରୟାଗରାଜ, ୧୬।୬: କରୋନା ସଂକ୍ରମଣ ନେଇ ଭାରତରେ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ କରୋନା ପଜିଟିଭ୍‌ଙ୍କୁ କିଭଳି ଶୀଘ୍ର ଚିହ୍ନଟ କରାଯିବ ସେନେଇ ଉଦ୍ୟମ ଜାରି ରହିଛି।...

ଆରମ୍ଭ ହେଲା ନବରାତ୍ରି: ଜାଣନ୍ତୁ ଏହି ଦିନଗୁଡ଼ିକରେ କ’ଣ ଖାଇବା ଉଚିତ; କେଉଁଟି ନୁହେଁ

ରବିବାରଠାରୁ ଆରମ୍ଭ ହୋଇଛି ନବରାତ୍ରି। ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କ ଏହି ନବ ଦିନାତ୍ମକ ଯାତ୍ରା ଅବସରରେ ଭକ୍ତମାନେ ଉପବାସ କରିଥା’ନ୍ତି। ତେବେ ବ୍ରତ ରଖୁଥିବା ସମୟରେ...

ବ୍ୟାୟାମ କରିବା ପୂର୍ବରୁ…

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆମେ ନିୟମିତ ବ୍ୟାୟାମ କରିବା ଦରକାର। ହେଲେ କେତେକେ ଏହାକୁ ନିଜର ଦୈନନ୍ଦିନ ଜୀବନ ତାଲିକାରେ ସାମିଲ କରି ନ ଥାନ୍ତି...

ଏହି ୨ ଅକ୍ଷର ନାମଧାରୀ ମହିଳା ସର୍ବଦା ରହିଥାନ୍ତି ଚିନ୍ତାରେ

ରାଶି ଏବଂ ନାମର ପ୍ରଥମ ଅକ୍ଷରରୁ ଝିଅ ତଥା ମହିଳାଙ୍କ ସ୍ବଭାବ ବିଷୟରେ ଜଣାପଡ଼ିଥାଏ। ତେବେ ଏହି ୨ ଅକ୍ଷର ନାମଧାରୀ ମହିଳାମାନେ ସବୁବେଳେ ଚିନ୍ତାରେ...

ଗାଧୋଇବା ସମୟରେ କରୁଛନ୍ତି କି ଏସବୁ ଭୁଲ

ଦିନତମାମ କାର୍ଯ୍ୟବ୍ୟସ୍ତତା ଯୋଗୁ ଥକ୍କାପଣ ଓ ଦେହରେ ଜମା ହୋଇଥିବା ମଇଳାରୁ ମୁକ୍ତି ପାଇବା ଲାଗି ଗାଧୋଇବା ନିତାନ୍ତ ଜରୁରୀ। ତେବେ କିଛି ଲୋକ ଗାଧୋଇବା...

Advertisement
Archives

Model This Week