ନନ୍ଦନକାନନରେ ମାଈ ଶାବକ ମୃତ

ବାରଙ୍ଗ,୧୪।୪(ଡି.ଏନ୍‌.ଏ.): ନନ୍ଦନକାନନରେ ଧଳା ବାଘୁଣି ରୁପାଠାରୁ ଜନ୍ମିତ ଆଉ ଏକ ମାଈ ଶାବକ ପ୍ରାଣ ହରାଇଛି । ଛୁଆଟି ବୁଧବାର ଅସୁସ୍ଥ ହୋଇ ପଡିଥିବା ବେଳେ ଗୁରୁବାର ସକାଳେ ମୃତ୍ୟୁ ହୋଇଛି। ଏନେଇ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷରୁ ସୂଚନା ଦେଇଛନ୍ତି।
ମାର୍ଚ୍ଚ ୧୧ରେ ଧଳା ବାଘୁଣି ରୁପା ତିନୋଟି ଛୁଆ ଜନ୍ମ ଦେଇଥିଲା। ଏହା ରୁପାର ପ୍ରଥମ ଗର୍ଭ ହୋଇ ଥିବାରୁ ସେ ନିଜ ଛୁଆ ମାନଙ୍କର ଯତ୍ନ ଠିକ୍‌ରେ ନେଇ ପାରିନଥିଲା । ଏଥିପାଇଁ ତିନି ଛୁଆଙ୍କୁ ମା’ଠୁ ଅଲଗା ରଖାଯାଇଥିଲା। ଭେଟେନାରୀରେ କର୍ତ୍ତୃପକ୍ଷ ନିଜ ହେପାଜତରେ ପାଳନ କରୁଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

୬ ପୋଲିସ ବିଟ୍‌ ହାଉସ୍‌ରେ ତାଲା

ବାଲେଶ୍ୱର ଅଫିସ, ୯ା୬: ବାଲେଶ୍ୱର ସହରରେ ଅପରାଧକୁ ରୋକିବା ପାଇଁ ଆବଶ୍ୟକ ସ୍ଥାନରେ ପୋଲିସ ବିଟ୍‌ ହାଉସ ଖୋଲାଯାଇଥିଲା। ସେଥିମଧ୍ୟରୁ ସୁନହଟ, ଦାମୋଦରପୁର, ଫକୀରମୋହନ ମହାବିଦ୍ୟାଳୟ, ପରମିଟ୍‌...

ମିସେସ୍‌ ୱାଲର୍‌ଡ ପ୍ରତିଯୋଗିତାରେ ରାଜଗାଙ୍ଗପୁରର ନବଦୀପ

ରାଜଗାଙ୍ଗପୁର, ୨୯ା୧୨(ଡି.ଏନ.ଏ.): ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଅଞ୍ଚଳର ବୋହୂ ନବଦୀପ କୌର (୩୨) ମିସେସ୍‌ ଓ୍ବାଲର୍‌ଡ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ମନୋନୀତ ହୋଇଛନ୍ତି। ଆସନ୍ତା ଜାନୁୟାରୀ...

ବାଇକ୍‌ ଡିକି ଭାଙ୍ଗି ଦେଢ଼ଲକ୍ଷ ଟଙ୍କା ଲୁଟ୍‌

ପାଟଣା/ଢେଙ୍କିକୋଟ,୨୦।୯(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଏକ କମ୍ପାନୀ ଶୋ’ ରୁମ ନିକଟରୁ ଶୁକ୍ରବାର ଅପରାହ୍ନରେ ଜଣେ...

କ୍ଷେତରେ ନଷ୍ଟ ହେଉଛି ଟମାଟୋ: ଚାଷୀ ମୁଣ୍ଡରେ ଚଡ଼କ

ଠାକୁରମୁଣ୍ଡା,୩୦ା୩(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଭାରତରେ ଲକ୍‌ଡାଉନ ହୋଇଥିବାରୁ ଚାଷୀମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ବିଶେଷ କରି ଟମାଟୋ ଚାଷୀମାନଙ୍କର ଅବସ୍ଥା...

ସାପକାମୁଡାରେ ବୃଦ୍ଧଙ୍କ ଜୀବନଗଲା

ରାଜନଗର,୧୯।୭(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ବ୍ରାହ୍ମଣୀ ପଞ୍ଚାୟତ ଓଲସାହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ସାପକାମୁଡାରେ ଜଣଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଫକୀର...

ଅସହ୍ୟ ତାତି, ଖାଁ ଖାଁ ଭଦ୍ରକ ସହର

ଭଦ୍ରକ ଅଫିସ, ୨୯ ।୪ ଏବେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗରମ ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ସକାଳ ୧୦ଟା ପରେ...

ସ୍ତ୍ରୀ ହତ୍ୟା ଲାଗି ସୁପାରି

ନୟାଗଡ ଅଫିସ,୧୩।୨: ହତ୍ୟାର ୧୫ ଦିନ ପରେ ନୟାଗଡ ଜିଲା ଶରଣକୁଳ ଥାନା ସୁଆରସାହିର ସସ୍ମିତା ମହାପାତ୍ର ହତ୍ୟା ଘଟଣାର ଗୁମର ଫିଟିଛି । ସ୍ତ୍ରୀଙ୍କୁ...

ପୁଣି ବୁଡ଼ାଇବ: ସତର୍କ ରହିବାକୁ ଜିଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ବର୍ଷାଦିନ ଚାଲିଯିବା ପରେ ଗୋଟିଏ ପରେ ଗୋଟିଏ ଲଘୁଚାପ ରାଜ୍ୟକୁ ଭିଜେଇ ଚାଲିଛି। ସୋମବାର ସନ୍ଧ୍ୟା ସୁଦ୍ଧା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ...

Advertisement
Archives

Model This Week