Posted inVideo

This is where cyclone Bulbul will make landfall । କେଉଁଠି ଲ୍ୟାଣ୍ଡଫଲ କରିବ ବୁଲବୁଲ୍

Featured Video Play Icon

Cyclone Bulbul will make landfall between Sagar Islands (West Bengal) and Khepupara (Bangladesh), across the Sunderban delta during the early hours of November 10 as a severe cyclonic storm with maximum sustained wind speed of 110-120 kmph gusting to 135 kmph. Several districts of coastal Odisha including Puri, Jagatsinghpur, Kendrapara, Bhadrak and Balasore are expected to receive intense rainfall and heavy winds. Two teams of ODRAF and one of the NDRF are on standby in each of these districts, while adequate fire services personnel have also been deployed.

ପଶ୍ଚିମବଙ୍ଗ ଓ ବାଂଲାଦେଶ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବ ସାମୁଦ୍ରିକ ଝଡ ବୁଲବୁଲ । ୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ । କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଜିଲାରେ ପବନ ହେବ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ପ୍ରଭାବିତ ହେବାକୁ ଥିବା ୯ଟି ଜିଲାର ପ୍ରଶାସନ ସଜାଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inVideo View All

Featured Video Play Icon

ପୁଣି ଗୀତ ଗାଇଲେ ରାନୁ ମଣ୍ଡଳ

ଆଜିର ଏପିସୋଡରେ ଦେଖିବା: ଅର୍ଜୁନ ରାମପାଳଙ୍କୁ ଏନସିବି ର ପଚରାଉଚରା, ଡ୍ରଗ୍ସ ମାମଲାରେ ସାମ୍ନାକୁ ଆସିଥିଲା ନାଁ,ପୁଣି ଥରେ ବାହା ହେବ ପ୍ରସିଦ୍ଧ କୋରିଓଗ୍ରାଫର ପ୍ରଭୁ...

Featured Video Play Icon

Fulfilled my father’s dreams: Yuvraj

Hero of 2007 T-20 World Cup and 2011 ICC World Cup Yuvraj Singh Monday announced his retirement from international...

Featured Video Play Icon

ଭୁବନେଶ୍ୱର ଶଟଡାଉନ୍

ଆଜିଠାରୁ ପୁଣି ରାଜ୍ୟର ସମସ୍ତ ସହରାଞ୍ଚଳରେ ଆରମ୍ଭ ହୋଇଛି ସପ୍ତାହାନ୍ତ ଶଟଡାଉନ୍। ସକାଳ ୬ ଟାରୁ ଶଟଡାଉନ୍ ଆରମ୍ଭ ହୋଇଛି । ସହରାଞ୍ଚଳରେ ପୋଲିସ ପକ୍ଷରୁ...

Featured Video Play Icon

ବାବୁ ମହଲ: ସନିଆର ଭାଲେଣ୍ଟାଇନ୍ସ ଡେ | Babu Mahal #21 “Saniara Valentine’s Day”

ଆଜିକାଲି ଫେକ୍ କଲ୍ ମାଧ୍ୟମରେ ସରଳ ଲୋକଙ୍କୁ ଫସେଇ ସେମାନଙ୍କଠୁଁ ପଇସା ହଡ଼ପ ହେଉଥିବାର ବହୁତ ଘଟଣା ନଜରକୁ ଆସୁଛି। କିଏ ନିଜକୁ ବ୍ୟାଙ୍କ କର୍ମଚାରୀ...

Featured Video Play Icon

ବାବୁ ମହଲ: ସନିଆର କୁସ୍ତି ଲଢେଇ | Babu Mahal #23 ‘Saniara Kusti Ladhei’

କିଛି ଲୋକ ଲୋଭର ବଶବର୍ତ୍ତୀ ହୋଇ ଅନେକ ଦୁଃସାଧ୍ୟ କାର୍ଯ୍ୟ କରିବାକୁ ଆଗଭର ହୁଅନ୍ତି, ମାତ୍ର ଉପଯୁକ୍ତ ପ୍ରଶିକ୍ଷଣ ବିନା ଏହା ବିପଦପୂର୍ଣ୍ଣ। ଯେକୌଣସି ପ୍ରତିଯୋଗିତାରେ...

Featured Video Play Icon

Amitabh turns 77 । ୭୭ ବର୍ଷରେ ବିଗ୍ ବି

Country’s most famous movie star Amitabh Bachchan turns 77 today. The lesser said about the legendary Big B, the...

Featured Video Play Icon

ଅମ୍ଫନ ପ୍ରଭାବ: ଭୁବନେଶ୍ବରରୁ ଗ୍ରାଉଣ୍ଡ ରିପୋର୍ଟ

ବାତ୍ୟା ଅମ୍ଫନ ପ୍ରଭାବରେ ଉପକୂଳବର୍ତ୍ତୀ ଜିଲା ମାନଙ୍କରେ ବର୍ଷା ସାଙ୍ଗକୁ ପବନ ଲାଗି ରହିଛି । ତେବେ ରାଜଧାନୀ ଭୁବନେଶ୍ବରରେ ଅମ୍ଫନର ପ୍ରଭାବ କଣ ରହିଛି...

Featured Video Play Icon

ଆରପାରିରେ ଶାନ୍ତନୁ

ଆଉ ଶୁଭିବନି ଶାନ୍ତନୁଙ୍କ ସ୍ୱର । କି ଶାନ୍ତନୁଙ୍କ ସ୍ୱରରେ ହଜିବେନି ଦର୍ଶକ । ସୁବଦିନ ପାଇଁ ଶାନ୍ତ ହୋଇଗଲେ ଶାନ୍ତନୁ । ଶେଷରେ ଆମ...

Advertisement
Archives

Model This Week