ଅଫିସରେ ଅଧିକ ସମୟ ବସି ରହିଲେ ଦେଖାଦିଏ ଏହି ମାରାତ୍ମକ ସମସ୍ୟା

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଆଳସ୍ୟ ସମସ୍ୟା ବଢ଼ି ଚାଲିଛି। ଅନେକ ଥର ଦେଖାଯାଇଛି ଯେ, କାମ କରିବା ସମୟରେ ଲୋକମାନଙ୍କୁ ବହୁତ ନିଦ ଆସେ ଏବଂ ଏହି ସମସ୍ୟା ଯୋଗୁ ବହୁତ କଷ୍ଟ ପାଆନ୍ତି। ଏହା ଯୋଗୁ କାମ ବହୁତ ପ୍ରଭାବିତ ହୁଏ ଏବଂ ଧୀରେ ଧୀରେ ଉତ୍ପାଦକତା ମଧ୍ୟ ହ୍ରାସ ପାଏ। କେବଳ ଏତିକି ନୁହେଁ, ଅଫିସରେ ଅଧିକ ସମୟ ବସି ରହିବା ଦ୍ୱାରା ଶରୀର ଉପରେ ଚାପ ପଡ଼ିଥାଏ, ଯାହାଦ୍ୱାରା ଅନେକ ସମସ୍ୟା ସୃଷ୍ଟି ହୁଏ।

Sitting for Long Hours in the Office Can Be Harmful Learn How to Prevent Posture Issues and Nerve Damage.

ଅଫିସରେ ଦୀର୍ଘ ସମୟ ଧରି ବସି ରହିବା ଦ୍ୱାରା ମେରୁଦଣ୍ଡ, ବେକ ଏବଂ ସ୍ନାୟୁ ଉପରେ ନିରନ୍ତର ଚାପ ପଡ଼ିଥାଏ, ଯାହା ପୋଜିସନ ସମସ୍ୟା ଏବଂ ସ୍ନାୟୁ କ୍ଷତିର ଆଶଙ୍କା ବଢ଼ାଇପାରେ। ଜାଣନ୍ତୁ ଏହା ସ୍ବାସ୍ଥ୍ୟ ଉପରେ କି ପ୍ରକାର ପ୍ରଭାବ ପକାଏ…

ଭୁଲ ତରିକାରେ ବସିବା ଯୋଗୁ ମେରୁଦଣ୍ଡ ପ୍ରଭାବିତ ହୋଇଥାଏ। ଯଦି ଆପଣ ଜାକି ହୋଇ ବସିବେ ତେବେ ମେରୁଦଣ୍ଡର ବଙ୍କା ହୋଇଯିବ। ଏହା ସ୍ଲିପ ଡିସ୍କ, ସର୍ଭାଇକାଲ ଯନ୍ତ୍ରଣା ଏବଂ ପିଠି ଯନ୍ତ୍ରଣା ଭଳି ସମସ୍ୟା ସୃଷ୍ଟି କରିପାରେ।

Sitting for Long Hours in the Office Can Be Harmful Learn How to Prevent Posture Issues and Nerve Damage.

ସ୍ନାୟୁ ସଙ୍କୋଚନ ଏବଂ ରକ୍ତ ସଞ୍ଚାଳନ ଉପରେ ପ୍ରଭାବ ପଡ଼ିଥାଏ। ଦୀର୍ଘ ସମୟ ଧରି ସମାନ ସ୍ଥିତିରେ ବସିବା ଦ୍ୱାରା ସ୍ନାୟୁ ଉପରେ ଚାପ ବଢ଼ିପାରେ, ଯାହା ଫଳରେ ହାତ ଏବଂ ପାଦ ଝିମ୍‌ଝିମ୍‌ ହୋଇଯାଇ ଦୁର୍ବଳ ଲାଗେ। ଏହା ସାଇଟିକା ଏବଂ କମ୍ପ୍ୟୁଟର ନର୍ଭ ସିଣ୍ଡ୍ରୋମ ଭଳି ସମସ୍ୟା ସୃଷ୍ଟି କରିପାରେ।

Sitting for Long Hours in the Office Can Be Harmful Learn How to Prevent Posture Issues and Nerve Damage.

ଦୀର୍ଘ ସମୟ ପର୍ଯ୍ୟନ୍ତ ସମାନ ଢଙ୍ଗରେ ବସିବା ଦ୍ୱାରା ବେକ, କାନ୍ଧ ଏବଂ ପିଠିର ମାଂସପେଶୀ ଟାଣ ହୋଇଯାଏ, ଯାହା ସ୍ପଣ୍ଡିଲୋସିସ୍‌ ଏବଂ ଆର୍ଥ୍ରାଇଟିସ୍‌ ଭଳି ସମସ୍ୟା ସୃଷ୍ଟି କରିପାରେ।

ଦୀର୍ଘ ସମୟ ଧରି ବସି ରହିବା ଦ୍ୱାରା ଶରୀରର କ୍ୟାଲୋରୀ-ବର୍ଣ୍ଣ କ୍ଷମତା ହ୍ରାସ ପାଇଥାଏ, ଯାହା ଓଜନ ବୃଦ୍ଧି କରିପାରେ। ଏହା ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦ୍‌ରୋଗ ଭଳି ମାରାତ୍ମକ ରୋଗର ଆଶଙ୍କା ବଢ଼ାଇପାରେ ବୋଲି ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ଚର୍ଚ୍ଚାରେ ନୀତା ଅମ୍ବାନୀଙ୍କ ହାର, ତିଆରି କରିବାକୁ ଲାଗିଥିଲା ୩ ବର୍ଷ, ଗଢ଼ିଛନ୍ତି ୧୪ କାରିଗର, ଦାମ୍‌ ଜାଣିଲେ…

ମୁମ୍ବାଇ,୧୯ା୯: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ମାଲିକ ମୁକେଶ ଅମ୍ବାନୀଙ୍କ ସ୍ତ୍ରୀ ନୀତା ଅମ୍ବାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ୬୦ ବର୍ଷ ବୟସରେ ନୀତା ଅମ୍ବାନୀ ତାଙ୍କର ପ୍ରତ୍ୟେକ…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

୨୦୦୦ରୁ ଅଧିକ UPI ପେମେଣ୍ଟ ବନ୍ଦ? ପେଟ୍ରୋଲ ପମ୍ପ ଆଗରେ ଝୁଲିଲା ନୋଟିସ, ବଢ଼ିଲା ହଟଚମଟ!

ନୂଆଦିଲ୍ଲୀ,୧୯।୯: ଯଦି ଆପଣଙ୍କ ପକେଟରେ ମଧ୍ୟ କ୍ୟାସ (ନଗଦ ଟଙ୍କା) ରହୁନାହିଁ ଏବଂ ଆପଣ ୫ ଟଙ୍କାର ଚା’ଠାରୁ ଆରମ୍ଭ କରି ୫୦୦୦ ଟଙ୍କାର ସପିଂ କିମ୍ୱା…

‘ସଚେତନତା ବଢ଼ିଲେ ରୋକି ହେବ ଏଡ୍‌ସ ମହାମାରୀ’

ଭଞ୍ଜନଗର,୧୯ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶନିବାର ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌)…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ବଡ଼ ଦୁର୍ଘଟଣା: ବାଗଳାମୁଖୀରୁ ଫେରୁଥିବା ବେଳେ ନାଳରେ ଭାସିଯାଇ ୭ ଓଡ଼ିଆ ଶ୍ରଦ୍ଧାଳୁଙ୍କ ସମେତ ୮ମୃତ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶର ନାଲଖେଡା ସ୍ଥିତ ମା’ ବଗଳାମୁଖୀ ମନ୍ଦିର ନିକଟରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାରକୁ ଏକ ନାଳ ଭସାଇ ନେଇଥିଲା। ଏହି ଘଟଣାରେ କାରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?