ବଡ଼ଭାଇଙ୍କ ଜୀବନ ନେଲେ ସାନ

ବାରିପଦା ଅଫିସ,୨୬ା୬: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ବଡ଼ ଭାଇଙ୍କ ଜୀବନ ନେଇଛନ୍ତି ସାନ ଭାଇ। ମୃତକ ଜଣକ ହେଉଛି ମେଘରାୟ ସରେନ(୪୫)। ହତ୍ୟାକାରୀ ଭାଇ ଲକ୍ଷ୍ମଣ ସରେନ ବୋଲି ଜଣାପଡ଼ିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ବଡ଼ ଭାଇ ମେଘରାୟ ପ୍ରାୟତଃ ଖାଇ ଘରକୁ ଆସି ପରିବାରର ସଦସ୍ୟଙ୍କୁ ଗାଳିଗୁଳଜ କରୁଥିଲେ। ଶନିବାର ରାତିରେ ବଡ଼ ଭାଇ ନିଶାଶକ୍ତ ଅବସ୍ଥାରେ ଆସିବା ପରେ ସାନ ଭାଇ ଲକ୍ଷ୍ମଣଙ୍କ ସହ କଳହ ହୋଇଥିଲା। ଏଥିରେ ଲକ୍ଷ୍ମଣ ରାଗି ଯାଇ ଏକ ମାଛ କଟା କଟୁରିରେ ବଡ଼ ଭାଇଙ୍କୁ ଚୋଟ ପକାଇଥିଲେ। ଫଳରେ ଘଟଣାସ୍ଥଳରେ ପହଞ୍ଚି ୧୦୦/୨୨ରେ ଏକ ମାମଲା ରୁଜୁ କରି ହତ୍ୟାକାରୀ ସାନଭାଇ ଲକ୍ଷ୍ମଣଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫିକା ପଡିଲା ପହିଲି ରଜ

ଭଦ୍ରକ ଅଫିସ, ୧୪ା୬-ଭଦ୍ରକ ଜିଲାରେ ସପ୍ତାହର ଦୁଇଦିନ ଶଟ୍‌ଡାଉନ ଥିବାରୁ ପହିଲି ରଜ ଫିକା ପଡ଼ିଛି । ଆଉ କିଏ ଘର ଭିତରେ ରଜ ପାଳିଛି...

ଆସିଲା ସୌମ୍ୟରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ

କଟକ ଅଫିସ,୨୬ା୭: ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ର ପୋଷ୍ଟମର୍ଟମ ରିପୋର୍ଟ ଆଜି ଆସିଛି। କଟକ ମର୍କତନଗର ଥାନାରୁ ସୌମଙ୍କ ପରିବାର...

ଷ୍ଟ୍ରେଚରରେ ବୁହାହେଉଛି ଫୁଲଗଛ

କେନ୍ଦୁଝର,୧୬ା୧ (ସ୍ବ.ପ୍ର.) : ସ୍ଥାନୀୟ କେନ୍ଦୁଝର ମେଡିକାଲ କଲେଜ ଓ ଡାକ୍ତରଖାନା ପରିସରରେ ସୋମବାର ଏକ ଷ୍ଟ୍ରେଚରରେ ଫୁଲ ଗଛ ବୁହାଯାଉଥିଲା। ଏହାର ଫଟୋ ଭାଇରାଲ...

ମନ୍ଦିର ରାସ୍ତା ମାଡ଼ି ବସୁଛନ୍ତି ବେପାରୀ

କବିସୂର୍ଯ୍ୟନଗର,୧୨।୨(ଡି.ଏନ.ଏ.): ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମହାମାୟୀ। ରାଜ୍ୟର କୋଣଅନୁକୋଣରୁ ଛୁଟି ଆସନ୍ତି ହଜାର ହଜାର ଭକ୍ତ। ବିଶେଷତଃ ଅମାବାସ୍ୟା, ସଂକ୍ରାନ୍ତି, ମଙ୍ଗଳବାର ଓ...

ମୋହନାରେ ବିଜେଡି ପ୍ରାର୍ଥୀ ଆଗୁଆ

ମୋହନା,୨୩।୫(ଡି.ଏନ୍‌.ଏ.)- ଗଜପତି ଜିଲା ମୋହନା ନିର୍ବାଚନ ମଣ୍ଡଳୀରେ ୮ମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡି ପ୍ରାର୍ଥୀ ପୂର୍ଣ୍ଣବାସୀ ନାୟକ ୧୪,୬୨୭ ଭୋଟ ପାଇ ଆଗୁଆ...

୪୮ ନୂଆ କରୋନା ପଜିଟିଭଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ସଂଗରୋଧରେ ଥିଲେ ୪୭ ଆକ୍ରାନ୍ତ

ଭୁବନେଶ୍ୱର, ୧୮।୫(ବ୍ୟୁରୋ): ରାଜ୍ୟରେ ସୋମବାର ପୂର୍ବାହ୍ନରେ ୪୮ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୮୭୬ରେ ପହଞ୍ଚିଛି। ତେବେ ଏହି...

କନିଅର ମଞ୍ଜି ଖାଇ ଦମ୍ପତି ଗୁରୁତର

କେନ୍ଦୁଝର,୧୧ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଖେଣ୍ଡେରା ଗ୍ରାମରେ ବିଷ (କନିଆ) ମଞ୍ଜି ଖାଇ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଦମ୍ପତି...

ନାଲକୋ ପ୍ଲାଣ୍ଟରେ ପୋଡ଼ି ହୋଇଯାଇଥିବା ଶ୍ରମିକଙ୍କ ମୃତ୍ୟୁ

ଅନୁଗୋଳ ଅଫିସ,୧।୮: ନାଲକୋ ସ୍ମେଲଟର ପ୍ଲାଣ୍ଟ ପରିସରରେ ଗତ୨୩ ତାରିଖରେ ଏକ ଦୁର୍ଘଟଣାରେ ଆହତ ହୋଇଥିବା ଶ୍ରମିକଙ୍କ ଗୁରୁବାର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୪ଜଣ...

Advertisement
Archives

Model This Week