Posted inଫୁରସତ

ଦିଆସିଲି କାଠିର ସଂସାର

କଳାକାରଙ୍କ ଦୁନିଆ ଅଲଗା। ଆଉ ସେମାନେ ସବୁ ଜିନିଷକୁ ଭିନ୍ନ ଏକ ନଜରରେ ବି ଦେଖନ୍ତି। ଏଇ ଯେମିତି କେରଳ, କୋଚିର ବିଭିନ୍‌ ଲାଲ। ସେ ଜଣେ ଫଟୋଗ୍ରାଫର ସହ ଜଣେ ଦିଆସିଲି କାଠି କଳାକାର। ସେ ଦିଆସିଲି କାଠିରେ ଆଖପାଖର ଦୃଶ୍ୟ ଓ ଘଟଣାବଳୀକୁ ତିଆରି କରନ୍ତି। ସେ ସୁଖି ପରିବାରର ହେଉକି ଗରିବର ଦୁଃଖ, ଯୁଦ୍ଧଭୂମିରେ ଲଢୁଥିବା ଭାରତୀୟ ସେନା ଅବା ଦେବୀଦେବତାଙ୍କ ପ୍ରତିକୃତୀ, ସବୁକିଛିକୁ ସେ ଖୁବ୍‌ ସୁନ୍ଦରଭାବେ ଦିଆସିଲି କାଠିରେ ରୂପ ଦେଇପାରନ୍ତି। ଆଉ ତାଙ୍କର ପ୍ରତ୍ୟେକ ପ୍ରତିକୃତୀ କହେ କିଛି କାହାଣୀ। ବିଭିନ୍‌ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯେକି ମ୍ୟାଚ୍‌ଷ୍ଟିକ ଭିଡିଓ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଏକ ସୁନ୍ଦର କାହାଣୀ ରହିଛି। ଏହି ଭିଡ଼ିଓ ୟୁଆର୍‌ଏଫ ଓ୍ବାର୍ଲଡ ରେକର୍ଡରେ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱ ସିଂହ ଦିବସ: ସୁରକ୍ଷା ପାଇଁ ସଚେତନତା ଜରୁରୀ

ପ୍ରତିବର୍ଷ ଅଗଷ୍ଟ ୧୦ରେ ପାଳନ କରାଯାଇଆସୁଛି ‘ବିଶ୍ୱ ସିଂହ ଦିବସ’। ଜଙ୍ଗଲର ରାଜା କୁହାଯାଉଥିବା ସିଂହର ସୁରକ୍ଷା, ବଂଶ ବୃଦ୍ଧି ଏବଂ ସେମାନଙ୍କର ହ୍ରାସ ପାଉଥିବା ବାସସ୍ଥଳୀ…

୧୨ ତାରିଖରେ ମହାକାଶରେ ଦେଖାଯିବ ୪ ବିରଳ ଦୃଶ୍ୟ, ସୂର୍ଯ୍ୟୋଦୟ ପୂର୍ବରୁ…

ଓ୍ବାଶିଂଟନ,୧୦ା୮: ଆସନ୍ତା ୧୨ ତାରିଖରେ ୨୪ ଘଣ୍ଟା ମଧ୍ୟରେ ମହାକାଶରେ ୪ଟି ଅଲଗା ବିରଳ ମହାକାଶୀୟ ଦୃଶ୍ୟ ଦେଖିବାକୁ ମିଳିବ। ଯଦିଓ ଏହିସବୁ ଘଟଣା ନିଜସ୍ବ କ୍ୟାଲେଣ୍ଡର…

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

ଗରମରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଏମିତି ନିର୍ଦ୍ଦେଶ ଦେଲେ କିମ୍‌ ଜୋଙ୍ଗ୍‌ ଉନ୍‌, ସାରା ବିଶ୍ୱ ଜାଣି ଆଶ୍ଚର୍ଯ୍ୟ…

ପ୍ୟୋଙ୍ଗୟାଙ୍ଗ,୭ା୮: ଉତ୍ତର କୋରିଆରେ ବର୍ତ୍ତମାନ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ଗରମ ଯୋଗୁ ସେଠାକାର ଲୋକମାନଙ୍କୁ ଏମିତି ନିର୍ଦ୍ଦେଶ ଦିଆଯାଇଛି ଯାହା ଆଶ୍ଚର୍ଯ୍ୟଜନକ। ଉତ୍ତର କୋରିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri