Posted inଜାତୀୟ

ହସ୍ପିଟାଲରେ ଭର୍ତ୍ତି ହେଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ଜୟପୁର,୨୭।୮:ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ସ୍ବସ୍ଥ୍ୟାବସ୍ଥା ବିଗିଡିଯାଇଛି। ତାଙ୍କୁ ଜୟପୁରର ସଓ୍ବାଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ବିଟାଲରେ ଭର୍ତ୍ତି ହୋଇଥିବା ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, କାଲିଠାରୁ କୋଭିଡ ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଅସୁସ୍ଥ ଅନୁଭବ କରୁଛି। ମୋ ଛାତିରେ ପ୍ରବଳ ଯନ୍ତ୍ରଣା ହେଉଛି। ଏସଏମଏସ ହସ୍ପିଟାଲରେ ସିଟି ଏନଜିଓ କରାଇଛି। ମୁଁ ଠିକ୍‌ ଅଛି ଖୁବ୍‌ଶୀଘ୍ର ଫେରିବି। ଆପଣ ସମସ୍ତଙ୍କ ପ୍ରାର୍ଥନା ଏବଂ ଆଶୀର୍ବାଦ ମୋ ସହ ଅଛି ବୋଲି ସେ କହିଛନ୍ତି।Image


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ ଗେହଲଟ, ସୋନିଆଙ୍କୁ ମାଗିଲେ କ୍ଷମା

ନୂଆଦିଲ୍ଲୀ,୨୯।୯: ଶେଷରେ ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ଗୁରୁବାର ସ୍ପଷ୍ଟ...

ମଙ୍ଗଳବାରଠାରୁ ଜାରି ହେଲା ୧୪ ଦିନିଆ ଲକ୍‌ଡାଉନ୍‌…

ବେଙ୍ଗାଲୁରୁ,୨୬।୪: କର୍ନାଟକରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏଭଳିସ୍ଥଳେ ସଂକ୍ରମଣ ରୋକିବା ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ସରକାରଙ୍କ ପକ୍ଷରୁ ୧୪...

ଚିନି ମିଲ ଉଦ୍‌ଘାଟନ ପାଇଁ ଆସିଲେ ଅଜୟ ମିଶ୍ରାଙ୍କୁ କରାଯିବ ବିରୋଧ: ଟିକାଏତ

ଲଖିମପୁର,୨୩ ।୧୧: କେନ୍ଦ୍ର ସରକାର ୩ କୃଷି ଆଇନକୁ ପ୍ରତ୍ୟାହର କରିନେବା ପରେ ଏବେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରା ‘ଟେନି’ଙ୍କୁ ଗିରଫ କରିବାକୁ...

ଝାଡ଼ଖଣ୍ଡ ଭିଡ଼ହିଂସା: ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ରିପୋର୍ଟରୁ ଫିଟିଲା ଗୁମର:ତବ୍‌ରେଜ୍‌ଙ୍କୁ ଚିକିତ୍ସା ପାଇଁ ମନାକରିଥିଲା ପୋଲିସ

ନୂଆଦିଲ୍ଲୀ,୨୮।୬:ଝାଡ଼ଖଣ୍ଡ ଭିଡ଼ହିଂସାରେ ପ୍ରାଣ ହରାଇଥିବା ମୁସ୍‌ଲିମ୍‌ ଯୁବକ ତବ୍‌ରେଜ୍‌ ଅନ୍‌ସାରୀଙ୍କୁ ଆକ୍ରମଣ ପରେ ପୋଲିସ ଚିକିତ୍ସା କରାଇ ନ ଥିଲା। ରାତିସାରା ମାଡ଼ଖାଇବା ପରେ ଲହୁଲୁହାଣ...

ଭୂସ୍ଖଳନରେ ଫସିଥିବା ବ୍ୟକ୍ତିଙ୍କୁ ଉଦ୍ଧାର କଲେ ଯବାନ

ଶ୍ରୀନଗର,୩୧।୭: ଜମ୍ମୁ-କଶ୍ମୀରର ଶ୍ରୀନଗର ହାଇଓ୍ବେ ନିକଟରେ ଭୂସ୍ଖଳନରେ ଫସିଥିବା ଜଣେ ଯୁବକଙ୍କୁ ବୁଧବାର ସିଆରପିଏଫ୍‌ର ୭୨ ବାଟାଲିୟନ ଯବାନ ଉଦ୍ଧାର କରିଛନ୍ତି। ମଙ୍ଗଳବାର ଲଗାଣ ବର୍ଷା...

ଜେଲେନସ୍କିଙ୍କ ଆମେରିକା ଗସ୍ତ ପୂର୍ବରୁ ରୁଷିଆ-ଚାଇନା ଏକଜୁଟ…

ଓ୍ବାଶିଂଟନ,୨୧।୧୨ : ଫେବୃଆରୀରେ ରୁଷିଆର ଆକ୍ରମଣ ଆରମ୍ଭ ହେବା ଦିନଠାରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କର ପ୍ରଥମ ବିଦେଶ ଗସ୍ତରେ ଯାଉଛନ୍ତି। ସେ ଆମେରିକା...

ଆସନ୍ତା ମେ’ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ

ନୂଆଦିଲ୍ଲୀ,୨୨।୧: କଂଗ୍ରେସର କାର୍ଯ୍ୟକାରିଣୀ କମିଟି (ସିଡବ୍ଲୁସି) ବୈଠକରେ ଶୁକ୍ରବାର ଏକ ବଡ ନିଷ୍ପତ୍ତି ନିଆଯାଇଛି। ଆସନ୍ତା ମେ’ରେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ବୋଲି...

ରାହୁଲ ଗାନ୍ଧୀ ଜଣେ ମହାମୂର୍ଖ: ଭାଜପା ଏମ୍‌ପି

କୁରୁକ୍ଷେତ୍ର,୩୧।୧୨:ସିଏଏ ନେଇ କେନ୍ଦ୍ର ସରକାର ଏବଂ ବିରୋଧି ଦଳଙ୍କ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଏହି ମର୍ମରେ କୁରୁକ୍ଷେତ୍ର ଭାଜପା ଏମ୍‌ପି ନାୟବ ସୈନି...

Advertisement
Archives

Model This Week