Posted inଫୁରସତ

ବୋହୂଙ୍କ ଫେସ୍‌ବୁକ ପୋଷ୍ଟରେ ଶାଶୁ ଦେଲେ ଏମିତି କମେଣ୍ଟ, ଭାଙ୍ଗିଗଲା ସମ୍ପର୍କ

ଜଣେ ମହିଳା ସୋସିଆଲ ମିଡିଆ ଜରିଆରେ ତାଙ୍କ ଶାଶୁ-ଶ୍ୱଶୁରଙ୍କ ଉପରେ ରାଗିଥିବା ଜଣାଇଛନ୍ତି। ସେ ଲେଖିଛନ୍ତି, ମୋ ଶାଶୁ-ଶ୍ୱଶରୁର ଏମିତିରେ ବହୁତ ଭଲ। ମାତ୍ର ସୋସିଆଲ ମିଡିଆରେ ସେମାନଙ୍କ ବ୍ୟବହାର ବହୁତ ଅଜବ। ଯାହା ତାଙ୍କୁ ଖରାପ ଲାଗିଛି।

ମହିଳା ଜଣକ ଲେଖିଛନ୍ତି, ମୋ ଶାଶୁ-ଶ୍ୱଶୁର ଫେସ୍‌ବୁକରେ ମୋ ଫ୍ରେଣ୍ଡଲିଷ୍ଟରେ ଥିଲେ। ମୋ’ର ସବୁ ପୋଷ୍ଟରେ ସେ କମେଣ୍ଟ ଦିଅନ୍ତି। ମୁଁ ତାଙ୍କ ପୁଅ ଫଟୋ ପୋଷ୍ଟ କରେ ତ ବହୁତ ଖୁସି ହୁଅନ୍ତି। ଯଦି ମୁଁ ମୋ କୌଣସି ସାଙ୍ଗଙ୍କ ଫଟୋ ଶେୟାର କରେ ସେ ମୋତେ ବହୁତ ଅପମାନିତ କରନ୍ତି। ସେ ଲେଖିଛନ୍ତି, ମୁଁ ଏବେ ପର୍ଯ୍ୟନ୍ତ ୪୦ ବର୍ଷର ବି ହୋଇନି। ୬୮ ବର୍ଷ ପର୍ଯ୍ୟନ୍ତ ଡ୍ରେସ ପିନ୍ଧିପାରିବି। ମାତ୍ର ମୋ ଶାଶୁ ଶ୍ୱଶୁର ମୋ’ ଫଟୋରେ କମେଣ୍ଟ ଲେଖିଛନ୍ତି, ତୁମ ପିଲମାନେ ବି ତୁମର ଏ ଫଟୋ ଦେଖିବେ ନାହିଁ। ତାଙ୍କ କହିବା କଥା ମୁଁ ଯେଉଁ ଫଟୋ ଶେୟାର କରିଥିଲି ନିଶାରେ ଥିଲି। ଶ୍ୱଶୁର ମଧ୍ୟ ମୋତେ ସୋସିଆଲ ମିଡିଆରେ ମୋତେ ଏଣୁତେଣୁ କମେଣ୍ଟ ଦିଅନ୍ତି। ଯାହା ମୋତେ ବହୁତ ଖରାପ ଲାଗେ। ତେଣୁ ମୁଁ ତାଙ୍କୁ ଫେସବୁକରୁ ଅନ୍‌ଫ୍ରେଣ୍ଡ କରିଦେଲି। ଏହା ପରେ ଦୁଇଜଣ ମୋ ଉପରେ ରାଗିଗଲେ।

ମୋ ଶାଶୁ ମୋତେ ମେସେଜ କରି ପଚାରିଲେ ମୁଁ ତାଙ୍କୁ କାହିଁକି ଅନ୍‌ଫ୍ରେଣ୍ଡ କଲି। ମୁଁ ତାଙ୍କୁ ସଫା ସଫା କହିଲି ସେମାନଙ୍କ କମେଣ୍ଟ ମୋତେ ଭଲ ଲାଗୁନାହିଁ। ତେଣୁ କିଛି ସାଙ୍ଗମାନଙ୍କକୁ ମୋ ଫେସବୁକରେ ରଖିଛି। ଶାଶୁ ଏହି କଥା ଶ୍ୱଶୁରଙ୍କୁ କହିବାରୁ ଦୁଇଜଣ ମୋ ସହ କଥା ବନ୍ଦ କରିଦେଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri