ଅଭିନେତ୍ରୀଙ୍କ ଅଜବ ଇଚ୍ଛା ଶୁଣି ସ୍ବାମୀ ହେଲେ ଚକିତ

ପ୍ରସିଦ୍ଧ ଅଭିନେତ୍ରୀ ମୋନାଲିସା ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ହିନ୍ଦୀ ଟିଭି ଜଗତରେ ଏକ ଜଣାଶୁଣା ନାମ। ସେ ଫିଲ୍ମ ଅପେକ୍ଷା ସୋସିଆଲ ମିଡିଆରେ ଅଧିକ ସକ୍ରିୟ ଥିବା ଦେଖାଯାଏ। ମୋନାଲିସା ପ୍ରାୟତଃ ତାଙ୍କ ଫଟୋ ଏବଂ ଭିଡିଓ ଶେୟାର କରି ପ୍ରଶଂସକଙ୍କ ସହିତ ଯୋଡି ହୋଇ ରୁହନ୍ତି ଏବଂ ସେମାନଙ୍କ ମନୋରଞ୍ଜନ କରନ୍ତି। ନିକଟରେ ତାଙ୍କର ଏକ ଭିଡିଓ ପୋଷ୍ଟ ଭାଇରାଲ୍‌ ହୋଇଛି। ଏଥିରେ ତାଙ୍କ ସ୍ବାମୀ ବିକ୍ରାନ୍ତ କହିଛନ୍ତି ଯେ, ମୁଁ ତୁମର ସମସ୍ତ ଇଚ୍ଛା ପୂରଣ କରିବି। ଏହାର ଉତ୍ତରରେ ମୋନାଲିସା କହିଛନ୍ତି ଯେ, ମୋତେ ଗୋଲାପୀ ରଙ୍ଗର ସିଙ୍ଗଡା ଆଣି ଦିଅ। ଯାହା ପରେ ବିକ୍ରାନ୍ତ ଚକିତ ହୋଇପଡିଥିଲେ। ଏହି ମଜାଳିଆ ଭିଡିଓଟିକୁ ପାଖାପାଖି ୭୦ ହଜାର ଲୋକ ଦେଖି ସାରିଲେଣି।
ମୋନାଲିସା ଏବେ ହାଇଦ୍ରାବାଦରେ ତାଙ୍କ ଶୋ ‘ନମକ ଇଶ୍କ କା’ ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଲଗାତାର ସୋସିଆଲ ମିଡିଆରେ ସ୍ବାମୀଙ୍କ ସହ ପୁରୁଣା ଭିଡିଓ ଏବଂ ଫଟୋ ପୋଷ୍ଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପିକାଙ୍କ କାନ୍ସ ଲୁକ୍‌

ମୁମ୍ବାଇ,୨୩ା୫: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ସେଲିବ୍ରିଟିମାନେ ସେମାନଙ୍କ ଜଲ୍‌ଓ୍ବା ଦେଖାଇ ଚାଲିଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି। ତାଙ୍କର...

ପ୍ରେମରେ ପଡ଼ିଛନ୍ତି ବିଗ୍‌ ବିଙ୍କ ନାତୁଣୀ

ବମ୍ବେ: ପ୍ରେମରେ ପଡ଼ିଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନବେଲୀ ନନ୍ଦା। ଏପରି କିଛି ଚର୍ଚ୍ଚା ହେଉଛି ବଲିଉଡ୍‌ ଗଳିକନ୍ଦିରେ। ନୂଆ ସୂଚନାନୁଯାୟୀ...

ପ୍ରଥମଥର ପାଇଁ ସ୍ବାମୀଙ୍କ ସହ ନଜର ଆସିଲେ ଏହି ଅଭିନେତ୍ରୀ

ପୂର୍ବତନ ବିଗ ବସ ପ୍ରତିଯୋଗୀ ତଥା ହରିୟାଣୀ ନୃତ୍ୟଶିଳ୍ପୀ ସପନା ଚୌଧୁରୀ ପ୍ରଥମଥର ପାଇଁ ସ୍ବାମୀଙ୍କ ସହ କରଓ୍ବାଚୌଥ ପାଳନ କରିଛନ୍ତି। ସପନା ଭୀର ସାହୁଙ୍କୁ...

ପ୍ରେମିକାଙ୍କୁ ସର୍‌ପ୍ରାଇଜ୍‌ ଦେଲେ ଅର୍ଜୁନ

ନିକଟରେ ଅଭିନେତ୍ରୀ ମଲାଇକା ଆରୋରା ପ୍ରେମିକ ଅର୍ଜୁନ କପୁର ସହ ମାଳଦ୍ୱୀପ ଛୁଟିରୁ ଫେରିଛନ୍ତି। ଏଠାରେ ଦୁହେଁ ଖୋଲାଖୋଲି ଉପଭୋଗ କରିଥିଲେ। ସେଠାକୁ ଫେରିବା ପରେ...

ଏହି ଷ୍ଟାର କିଡ୍‌ସ ଦେଖିବାକୁ ଅବିକଳ ମାତାପିତାଙ୍କ ପରି

ବଲିଉଡ୍‌ର କିଛି ଅଭିନେତ୍ରୀ – ଅଭିନେତା ୯୦ ଦଶକରେ ବିବାହ କରି ମାତାପିତା ହେବାର ସୌଭାଗ୍ୟ ଅର୍ଜନ କରିସାରିଛନ୍ତି। ମେ ୨୭ ଅର୍ଥାତ ଆଜି ଶାହାରୁଖଙ୍କ...

ଶେଷ ହେଲା ଅଙ୍କିତାଙ୍କ ମେହେନ୍ଦି ସେରିମନି!

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ କିଛିଦିନ ହେବ ରହୁଛନ୍ତି ଚର୍ଚ୍ଚାରେ ପ୍ରଫେସନାଲଠାରୁ ପର୍ସନାଲ ଲାଇଫ୍ ପର୍ଯ୍ୟନ୍ତ କୌଣସି ନା କୌଣସି କାରଣ ପାଇଁ ସେ...

ସୁଶାନ୍ତ ସିଂଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ଫ୍ୟାନ୍ସ୍‌ଙ୍କୁ କଲା ଭାବୁକ

ମୁମ୍ବାଇ, ୭।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍‌ ବେଚାରା’ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ଏହାକୁ ଦେଖି ତାଙ୍କ ଫ୍ୟାନ୍ସ୍‌ମାନେ...

ଦିଲ୍ଲୀରେ ମାଡ଼ ଖାଇଥିଲେ ଶାହାରୁଖ: ସ୍ତ୍ରୀ ଗୌରୀଙ୍କୁ ଆଜି ବି କୁହନ୍ତି ଭାଉଜ, କାରଣ ଜାଣିଲେ ହେବେ..

ବମ୍ବେ: ସଂଘର୍ଷର ଅନ୍ୟନାମ ସଫଳତା। ଜୀବନରେ ଯିଏ ସଂଘର୍ଷ କରିଛି ସେ ଦିନେ ନା ଦିନେ ସଫଳତାର ସ୍ବାଦ ଚାଖିଛି। ସେଭଳି ଜଣେ ବଲିଉଡ ସୁପରଷ୍ଟାର...

Advertisement
Archives

Model This Week