Posted inଫୁରସତ

ଦିନକୁ ଦିନ ବଦଳୁଛି ଏହି ବ୍ୟକ୍ତିଙ୍କ ରଙ୍ଗ, କାରଣ ଖୋଜି ପାଉନାହାନ୍ତି ଡାକ୍ତର

ପ୍ରତ୍ୟେକ ବ୍ୟକ୍ତିଙ୍କ ଚର୍ମର ନିଜସ୍ବ ରଙ୍ଗ ଥାଏ। ଯଦିଓ ଖରାତରାରେ ରଙ୍ଗରେ ସାମାନ୍ୟ ପାର୍ଥକ୍ୟ ଆସିଥାଏ କିନ୍ତୁ ଏହା ସ୍ଥାୟୀ ପରିବର୍ତ୍ତନ ହୋଇ ନ ଥାଏ। କିନ୍ତୁ ଜଣେ ବ୍ୟକ୍ତିଙ୍କ କ୍ଷେତ୍ରରେ ଏପରି ଘଟିଛି।

ଲୁସିଆନାରେ ରହୁଥିବା ଜଣେ ରୋଗୀ ଚିକିତ୍ସା ବିଜ୍ଞାନ ପାଇଁ  ଏକ ଆହ୍ବାନ ପାଲଟିଛନ୍ତି। ଏହି ରୋଗୀଙ୍କ ଶରୀରର ରଙ୍ଗ ଧିରେ ଧିରେ ଗୋରାରୁ କଳାକୁ ବଦଳୁଛି। ଡାକ୍ତରମାନେ ଏହାର କୌଣସି କାରଣ ବୁଝି ପାରୁନାହାନ୍ତି। ୩୪ ବର୍ଷୀୟ ଟାଇଲର ମୋଙ୍କଙ୍କ ରଙ୍ଗ ବହୁତ ବଦଳିଛି। ଆଣ୍ଟି-ଡିପ୍ରେସାଣ୍ଟ ଔଷଧ ଯୋଗୁ ହୋଇଥିବା କହିଛନ୍ତି।

ବୃତ୍ତି ଅନୁଯାୟୀ କୀଟନାଶକ ନିୟନ୍ତ୍ରଣ କ୍ଷେତ୍ର ଇନ୍ସପେକ୍ଟର ଟାଇଲର ଉଦାସୀନତା ଏବଂ ଚାପରେ ରହୁଥିଲେ। ସେ ଜାନୁୟାରୀ ୨୦୨୧ରେ ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କ ସହ ପରାମର୍ଶ କରିଥିଲେ। ପ୍ରୋଜାକ ନାମକ ଏକ ସାଧାରଣ ଆଣ୍ଟି-ଡିପ୍ରେସାଣ୍ଟ ଔଷଧ ଦିଆଯାଇଥିଲା। ଏହି ଔଷଧ ସହିତ ତାଙ୍କର ଚାପ ଏବଂ ମନୋବଳରେ କୌଣସି ପରିବର୍ତ୍ତନ ହୋଇ ନ ଥିଲା, କିନ୍ତୁ କିଛି ମାସ ପରେ ସେ ଏକ ଭିନ୍ନ ପ୍ରକାରର ପାର୍ଥକ୍ୟ ଦେଖିବା ଆରମ୍ଭ କରିଥିଲେ। ଦୁଇ ପିଲାଙ୍କ ପିତା ଟାଇଲର ତାଙ୍କ ଚର୍ମ ଧିରେ ଧିରେ କଳା ପଡ଼ିବାକୁ ଲାଗିଲା।

ଟିକଟୋକ ଭିଡିଓ ମାଧ୍ୟମରେ ତାଙ୍କ କାହାଣୀ ସାମ୍ନାକୁ ଆସିଛି। ଯେଉଁଥିରେ ଟାଇଲର ନିଜେ କହିଛନ୍ତି, ଡାକ୍ତରମାନେ ମଧ୍ୟ ଏହି ରହସ୍ୟର ସମାଧାନ କରିବାରେ ଅସମର୍ଥ। ପ୍ରଥମେ ଏହାକୁ ଟ୍ୟାନିଂ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ସୂର୍ଯ୍ୟଙ୍କୁ ଏଡ଼ାଇବା ପରେ ମଧ୍ୟ ରଙ୍ଗ କଳା ହେବାକୁ ଲାଗିଲା। ତାଙ୍କର ଏହି ପୋଷ୍ଟରେ ଲୋକମାନେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି। କିଛି ଲୋକ ଥଟ୍ଟା କରି ତାଙ୍କୁ ମାଇକେଲ ଜ୍ୟାକସନଙ୍କ ରିଭର୍ସ ମୋଡ ବୋଲି ଡାକିଲେ। ତା’ପରେ କିଛି ଲୋକ ଏହାର କାରଣ ବୁଝିବାକୁ ଚେଷ୍ଟା କରିଥିଲେ। ବର୍ତ୍ତମାନ ଟାଇଲରଙ୍କୁ ବିଶେଷଜ୍ଞ ଦଳ ଦେଖାଇବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?