ଏହି ନାମଧାରୀ ଯୋଡି ହୁଅନ୍ତି ସର୍ବୋତ୍ତମ ଦମ୍ପତି: ଜାଣନ୍ତୁ କେଉଁ ନାମକ ଝିଅ ସହ ଆପଣଙ୍କର ହେବ ବିବାହ

ନାମର ପ୍ରଥମ ଅକ୍ଷର ଜଣେ ବ୍ୟକ୍ତିର ସ୍ବଭାବ ଏବଂ ବ୍ୟକ୍ତିତ୍ୱ ଉପରେ ପ୍ରଭାବ ପକାଇଥାଏ। ତେଣୁ ଜଣେ ବ୍ୟକ୍ତିର ନାମ କେଉଁ ଅକ୍ଷରରୁ ଆରମ୍ଭ ହେଉଛି ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ସବୁ ନାମର କିଛି ନା କିଛି ଅର୍ଥ ରହିଛି। ଏହି କାରଣରୁ ମା’ ବାପା ଭାବିଚିନ୍ତି ନିଜ ପିଲାର ନାମକରଣ କରିଥାନ୍ତି। କିନ୍ତୁ କେଉଁ ଅକ୍ଷରରୁ ଶିଶୁର ନାମ ଆରମ୍ଭ ହେବ ତାହା ତା’ର ରାଶିଫଳରୁ ଜଣାପଡ଼େ। ଯାହାକି ଜନ୍ମ ସମୟରୁ ନିର୍ଦ୍ଧାରିତ ହୋଇଥାଏ। ତେବେ କେଉଁ ନାମଧାରୀ ଥିବା ଯୋଡି ସର୍ବୋତ୍ତମ ଜାଣିଷ ସେ ବିଷୟରେ…
‘ଏ’ ନାମଧାରୀ ବ୍ୟକ୍ତି: ଏ ନାମଧାରୀ ବ୍ୟକ୍ତିଙ୍କ ପ୍ରତି ଅନ୍ୟମାନେ ସହଜରେ ଆକୃଷ୍ଟ ହୋଇଥାନ୍ତି। ଯେଉଁମାନଙ୍କ ନାମ ‘ଅ’ ବା ‘ଏ’ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ପରିଶ୍ରମୀ ଏବଂ ଧର୍ଯ୍ୟବାନ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ‘ଏ’ ନାମଧାରୀ ବ୍ୟକ୍ତିମାନେ ସଚ୍ଚୋଟ ହୋଇଥାନ୍ତି। ଏମାନଙ୍କର ବିବାହ ‘ପି’ କିମ୍ବା ‘କେ’ ନାମଧାରୀଙ୍କ ସହ ସର୍ବୋତ୍ତମ ହୋଇଥାଏ।

‘ବି’ ନାମଧାରୀ ବ୍ୟକ୍ତି: ଯେଉଁମାନଙ୍କ ନାମ ‘ବି’ରୁ ଆରମ୍ଭ ହୋଇଥାଏ ସେମାନେ ସେତେଟା ରୋମାଣ୍ଟିକ୍‌ ନୁହନ୍ତି। କିନ୍ତୁ ରୋମାନ୍ସ ସେମାନଙ୍କର ପସନ୍ଦ। କେହି ରୋମାଣ୍ଟିକ୍‌ ଡେଟ୍‌ ପ୍ଲାନ୍‌ କରୁ, ଏମାନଙ୍କ ସହ କେହି ସମୟ ବିତାଉ ତାହା ଏମାନଙ୍କର ପସନ୍ଦ। ଏହି ନାମଧାରୀ ବ୍ୟକ୍ତିଙ୍କ ପାଇଁ ‘ଆର୍‌’ ନାମଧାରୀ ବ୍ୟକ୍ତି ସର୍ବୋତ୍ତମ।

‘ଡି’ ନାମଧାରୀ ବ୍ୟକ୍ତି: ‘ଡି’ ନାମଧାରୀ ବ୍ୟକ୍ତିଙ୍କୁ ଲୋକଙ୍କ ସହ ମିଳାମିଶା, କଥାବାର୍ତ୍ତା ହେବା, ନୂଆ ବନ୍ଧୁ ବନାଇବା ବହୁତ ପସନ୍ଦ। ଏହି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ହେଲେ ବିନା କିଛି ଭାବି ହଁ କରିଦେବା ଉଚିତ୍‌। ସାଥୀଙ୍କ ଧ୍ୟାନ ରଖିବା, ସମସ୍ତ ଇଚ୍ଛା ପୂରଣ କରିବାକୁ ଏମାନେ ଭଲ ପାଆନ୍ତି। ବିବାହ ପୂର୍ବରୁ ପ୍ରେମ ପ୍ରସଙ୍ଗକୁ ଏମାନେ ସେତେ ଗୁରୁତ୍ୱ ଦେଇ ନ ଥାନ୍ତି। ଏମାନଙ୍କର ଆର୍ଥିକ ସ୍ଥିତି ଭଲ ଥାଏ, ତେଣୁ ଏମାନେ ନିଜ ସାଥୀଙ୍କୁ ସବୁବେଳେ ଖୁସିରେ ରଖିଥାନ୍ତି। ‘କେ’ ଏବଂ ‘ଏସ୍‌’ ନାମଧାରୀ ବ୍ୟକ୍ତିଙ୍କ ସହ ଏମାନଙ୍କର ଯୋଡି ଭଲ ଜମିଥାଏ।
‘ଏଚ୍‌’ ନାମଧାରୀ ବ୍ୟକ୍ତି: ଯେଉଁମାନଙ୍କ ନାମ ‘ଏଚ୍‌’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିଜ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି। ଏମାନେ ରୋମାଣ୍ଟିକ୍‌ ନୁହନ୍ତି, ହେଲେ ନିଜ ସାଥୀଙ୍କର କେଉଁଥିରେ ଅଭାବ ରଖନ୍ତି ନାହିଁ। ତାହା ପ୍ରେମ ଜନିତ ହେଉ ଅବା ଶାରୀରିକ ସମ୍ପର୍କ। ଏହି କାରଣରୁ ସାଥୀ ଏମାନଙ୍କ କମ୍ପାନିକୁ ପସନ୍ଦ କରନ୍ତି। ଏମାନଙ୍କ ସମ୍ପର୍କ ‘ଏମ୍‌’ ଏବଂ ‘ଏଲ୍‌’ ନାମଧାରୀ ବ୍ୟକ୍ତିଙ୍କ ସହ ଭଲ ଜମିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ର ପ୍ରଧାନଙ୍କ ବିରୋଧରେ ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ ନୋଟିସ: ଅପମାନଜନକ ମନ୍ତବ୍ୟ ଦେଇ…

ନୂଆଦିଲ୍ଲୀ,୧୮ା୫:ଏନ୍‌ଇଇଟି-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି ହୋଇଥିବାବେଳେ ଏବେ ତାଙ୍କୁ ରାଜ୍ୟ ସଭାରେ ସ୍ବାଧିକାର ଭଙ୍ଗର ସମ୍ମୁଖୀନ…

IPL 2026 ମଧ୍ୟରେ ପୂର୍ବତନ ଅଧିନାୟକଙ୍କ ପରଲୋକ: କ୍ରିକେଟ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୧୮।୫: ଆଇପିଏଲ ୨୦୨୬ ମଧ୍ୟରେ ଇଂଲଣ୍ଡରୁ ଏକ ଦୁଃଖଦ ଖବର ଆସିଛି। ପୂର୍ବତନ ଇଂଲଣ୍ଡ ଅଧିନାୟକ ମାଇକ ସ୍ମିଥ ୯୨ ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି।…

ଇରାନର ଏହି ବଡ଼ ଦାବି ଆମେରିକା ପୂରଣ କଲେ ଭାରତ ହେବ ଲାଭବାନ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୫: ଆମେରିକା-ଇରାନ ଉତ୍ତେଜନା ମଧ୍ୟରେ, କିଛି ଆଶ୍ୱସ୍ତି ମିଳିଛି। ଇରାନର ସରକାରୀ ସମାଚାର ଏଜେନ୍ସି ଅନୁଯାୟୀ, ଆମେରିକା ଇରାନର ଏକ ପ୍ରମୁଖ ଦାବି ପୂରଣ କରିବାକୁ…

ଆହୁରି ବଢିବ ପେଟ୍ରୋଲ-ଡିଜେଲର ଦାମ୍‌! ସରକାର କହିଲେ…

ନୂଆଦିଲ୍ଲୀ, ୧୮।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ହର୍ମୁଜ ପ୍ରଣାଳୀ ଅବରୋଧ କରାଯାଇଛି। ଫଳସ୍ବରୂପ, ଆମେରିକା ଇରାନରୁ ଅଶୋଧିତ ତୈଳ କ୍ରୟ ଉପରେ…

ବୈଠକରେ ଜିଲାପାଳଙ୍କ ବଡ଼ ସୂଚନା: ଜୁନ ୧ ତାରିଖଠୁ ଆରମ୍ଭ ହେବ…

ଛତ୍ରପୁର ,୧୮।୫(ଦିଲ୍ଲୀପ ସାମଲ) : ଛତ୍ରପୁରରେ ମେ’ ୪ ତାରିଖ ଠାରୁ ଚାଲିଛି ଆରାଧ୍ୟ ଦେବୀ ମା ରାମାୟାଣାମ୍ମା ଠାକୁରାଣୀ ଯାତ୍ରା । ଏହାକୁ ଆହୁରୀ ଆକର୍ଷଣ…

ବିଦ୍ୟାଳୟରୁ ରାଶନ ଚୋରି କରୁଥିଲେ ପ୍ରଧାନଶିକ୍ଷକ, ସଭାପତି: ହଠାତ୍‌ ପହଞ୍ଚିଗଲେ ଗ୍ରାମବାସୀ, ଆଉ ତା’ପରେ…

ବୁଗୁଡ଼ା, ୧୮।୫(କାଳିଚରଣ ଦାଶ ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ କରସିଙ୍ଗି ଗ୍ରାମର ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଚୋରି କରୁଥିବାବେଳେ ପ୍ରଧାନଶିକ୍ଷକ , ସଭାପତିଙ୍କୁ ମାଡ଼ିବସିଲେ ଗ୍ରାମବାସୀ।…

ବ୍ଳକ ପ୍ରଶାସନ ବିରୋଧରେ ସରପଞ୍ଚ ସଂଘର ରଣ ହୁଙ୍କାର: ଆନ୍ଦୋଳନ ପାଇଁ ଦେଲେ ଚେତାବନୀ, ବିଧାୟକ,ଏମ୍‌ପିଙ୍କୁ..

ଦିଗପହଣ୍ଡି,୧୮।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା -ଦିଗପହଣ୍ଡି ବ୍ଳକ କାର୍ଯ୍ୟାଳୟରେ ଅବସ୍ଥାପିତ ପ୍ରଶାସନିକ ଅଧିକାରୀମାନଙ୍କ ମନମୁଖୀ କାର୍ଯ୍ୟକଳାପରେ ବିଭିନ୍ନ ପଞ୍ଚାୟତର ସରପଞ୍ଚ , ସମିତିସଭ୍ୟ, ଜିଲା ପରିଷଦ…

କଂଗ୍ରେସ ମହିଳାଙ୍କ ମଶାଲ ଶୋଭାଯାତ୍ରା: ଜିଲାପାଳ ଅଫିସଠାରେ ବିକ୍ଷୋପ ପ୍ରଦର୍ଶନ, ଏହି କାରଣ ପାଇଁ…

ବଲାଙ୍ଗୀର,୧୮।୫ (ସୁନୀଲ କୁମାର ମହାନ୍ତି ) : ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ସୋମବାର ସାରେ ଏକ ମଶାଲ ଶୋଭାଯାତ୍ରା କରାଯାଇ ଜିଲାପାଳ ଅଫିସ ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri