ଡ୍ୟାନ୍ସ ବେଳେ ଏହି ଅଭିନେତ୍ରୀଙ୍କ ଖସିଗଲା ଟପ୍‌, ଆଉ ତାପରେ…

ଅଭିନେତ୍ରୀ ଉର୍ଫି ଜାଭେଦ ତାଙ୍କ ନିଆରା ଫ୍ୟାସନ ସେନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଥାଆନ୍ତି । ଅନେକ ସମୟରେ ତାଙ୍କ ଫଟୋ ଓ ଭିଡିଓ ଭାଇରାଲ ହୋଇଥାଏ। ଯେଉଁ ଭିଡିଓରେ ତାଙ୍କର ବୋଲ୍ଡ ଦୃଶ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ଏଥର ଉର୍ଫି ଏମିତି ଡ୍ରେସ ପିନ୍ଧିଥିଲେ ଯେଉଁଥିପାଇଁ ସେ କ୍ୟାମେରା ସାମ୍ନାରେ ପରିହାସ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଭାଇରାଲ ଭିଡିଓରେ ଉର୍ଫି ଜାଭେଦ ଟ୍ୟୁବ୍‌ ଟପ ପିନ୍ଧିଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ ଦିଲବର୍‌ ଗୀତରେ ଡ୍ୟାନ୍ସ କରିବା ସମୟରେ ତାଙ୍କ ଟପ ତଳକୁ ଖସିଯାଉଛି। ଯେତେବେଳେ ଉର୍ଫିଙ୍କୁ ଏ ବିଷୟରେ ଜଣାପଡେ ସେ ଡ୍ୟାନ୍ସ ବନ୍ଦ କରି ନିଜ ଡ୍ରେସ୍‌କୁ ଉପରକୁ ଉଠାଇ ହସିବାକୁ ଲାଗିଥିଲେ । ଏହାପରେ ସେ ପୁଣି ଥରେ ଡ୍ୟାନ୍ସ କରିବାକୁ ଲାଗିଥିଲେ । ପୁଣି ଥରେ ତାଙ୍କ ଟପ ତଳକୁ ଖସିଯାଇଥିଲା । ଏଥର କିନ୍ତୁ ତାଙ୍କ ଟପ ଅଧିକ ତଳକୁ ଖସିଯାଇଥିଲା । ସେ ତାକୁ ଧରି ନେଇଥିଲେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିତାଙ୍କୁ ହରାଇଲେ ବଲିଉଡ ଅଭିନେତା

ନୂଆଦିଲ୍ଲୀ,୩।୧୦: ବଲିଉଡ଼ ଅଭିନେତା ମନୋଜ ବାଜପେୟୀଙ୍କ ବାପା ରାଧାକାନ୍ତ ବାଜପେୟୀଙ୍କ ରବିବାର ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ୮୩ ବର୍ଷ...

ଫିଲ୍ମକୁ ଦେଖିବା ପାଇଁ ଆସାମରେ ସରକାରୀ କର୍ମଚାରୀ ନେଇପାରିବେ ଅଧା ଦିନ ଛୁଟି

ଦିସପୁର,୧୬।୩: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ଫିଲ୍ମ ରିଲିଜ...

ବିବାଦରେ ଫସିଥିଲେ ପଦ୍ମିନୀ

ମୁମ୍ବାଇ: ବଲିଉଡ୍‌ର ବିଗତ ଦିନର ନାୟିକା ପଦ୍ୱିନୀ କୋହ୍ଲାପୁରୀ ରବିବାର ୫୫ ବର୍ଷରେ ପଦାର୍ପଣ କରିଛନ୍ତି । ଶିଶୁ କଳାକାର ଭାବେ ବଲିଉଡ୍‌ରେ ନିଜର କ୍ୟାରିୟର...

୬ ମାସରେ ବିଦାୟ ନେଇଛନ୍ତି ଏହି ୧୨ କଳାକାର

ବମ୍ବେ: ଚଳିତ ବର୍ଷ ବଲିଉଡ୍‌ ପାଇଁ ଏକ ଖରାପ ବର୍ଷ କହିଲେ ଭୁଲ ହେବ ନାହିଁ। ଏହି ୬ ମାସ ମଧ୍ୟରେ ବଲିଉଡ୍‌ ୧୩ଜଣ ଅଭିନେତାଙ୍କୁ...

ଟ୍ରାଫିକ ପୋଲିସଙ୍କ ସହ ଫଟୋ ଉଠାଇ ଟ୍ରୋଲ ହେଲେ ମଲାଇକା

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ତଥା ଫିଟ୍‌ନେସ୍ କୁଇନ୍ ମଲାଇକା ଆରୋରା କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଆସିଯାଆନ୍ତି ଚର୍ଚ୍ଚାକୁ । ସୋସିଆଲ...

ଜାହ୍ନବୀଙ୍କଠୁ ବି ହଟ୍‌ ଶ୍ରୀଦେବୀଙ୍କ ଏହି ପାକିସ୍ତାନୀ ଝିଅ

ମୁମ୍ବାଇ: ଶ୍ରୀଦେବୀଙ୍କ ଫିଲ୍ମ ‘ମମ୍‌’ରେ ତାଙ୍କ ଝିଅ ଭୂମିକାରେ ଅଭିନୟ କରିଥିବା ପାକିସ୍ତାନୀ ଅଭିନେତ୍ରୀ ସାଜଲ ଅଲୀ ସୋସିଆଲ ମିଡିଆରେ ବେଶ୍‌ ଲୋକପ୍ରିୟ ଅଟନ୍ତି। ଇନ୍‌ଷ୍ଟାଗ୍ରାମରେ...

ଗରିବଙ୍କ ପାଇଁ ଭଗବାନ ସାଜିଥିବା ସୋନୁ ସୁଦଙ୍କ ବିଷୟରେ ଜାଣନ୍ତି କି

ସୋନୁ ସୁଦ, ଏହି ନାମଟି ଏବେ ସାରା ଦେଶରେ ଏକ ପରିଚିତ ନାମ। ଯଦିଓ ରିଲ୍‌ ଲାଇଫରେ ସେ କାହା ପାଇଁ ଭିଲିଆନ୍‌ ହୋଇପାରନ୍ତି କିନ୍ତୁ...

ଏମ୍‌ବିଏ ପରେ ବ୍ୟବସାୟ କରିବାକୁ ଚାହୁଁଥିଲେ, ହେଲେ କମେଡିଆନ୍‌; ଜାଣନ୍ତୁ କ’ଣ କରନ୍ତି ସେହି ‘ବଚ୍ଚା ଯାଦବ’ଙ୍କ ସ୍ତ୍ରୀ

ବମ୍ବେ: କିକୁ ଶାରଦା। କମେଡି ଦୁନିଆର ଜଣେ ପରିଚିତ ନାମ। ଗତ କିଛି ବର୍ଷ ଧରି ସେ ଦର୍ଶକଙ୍କୁ ହସାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।...

Advertisement
Archives

Model This Week