କରୋନା ଭାଇରସ ପରେ ଏବେ ଆମେରିକାବାସୀଙ୍କ ଚିନ୍ତା ବଢାଇଲାଣି ଏମିବା

ୱାଶିଂଟନ,୨୭ ।୯: କରୋନା ଭାଇରସ ସଂକ୍ରମଣ ଯୋଗୁ ଆମେରିକାବାସୀ ଭୟଭିତ ହୋଇଯାଇଥିବା ବେଳେ ଏବେ ପାନୀୟ ଜଳରେ ମସ୍ତିସ୍କକୁ କ୍ଷତି ପହଞ୍ଚାଉଥିବା ଏମିବା ଦେଖିବାକୁ ମିଳିଛି । ଏବେ ଏହାକୁ ନେଇ ୮ ସହରରେ ଆଲର୍ଟ ଜାରି କରାଯାଇଥିବା ଜଣାପଡିଛି । ଏହି ଏମିବା ଦକ୍ଷିଣ ପୂର୍ବ ଟେକ୍ସାସର ପାନୀୟ ଜଳରେ ମିଳିଥିବା କୁହାଯାଉଛି । ସେଠାକାର ଲୋକଙ୍କୁ ଟ୍ୟାପ ପାଣି ବ୍ୟବହାର ନ କରିବାକୁ କୁହାଯାଇଛି । ଏହି ଏମିବାର ନାଁ ନାଗଲେରିୟା ଫାଉଲେରି ବୋଲି କୁହାଯାଉଛି । ଏହା ମଣିଷର ମସ୍ତିସ୍କୁ ନଷ୍ଟ କରି ଦେଇଥାଏ । ଶୁକ୍ରବାର ପ୍ରଥମ କରି ଏହା ପାନୀୟ ଜଳରେ ଦେଖାଯାଇଥିଲା । ତେବେ ଏହି ସମସ୍ୟାର ସମାଧାନ ଶୀଘ୍ର୍ର କରିବାକୁ ଚେଷ୍ଟା କରାଯାଉଥିବା କୁହାଯାଉଛି । ଏହି ଏମିବା ମାଟି, ଗରମ ହ୍ରଦ, ନଦୀ ଓ ଗରମ ଜଳଧାରାରେ ଦେଖାଯାଇଥାଆନ୍ତି । ଆହୁରି ମଧ୍ୟ ଅନେକ ଦିନ ଧରି ବ୍ୟବହାର କରାଯାଉ ନ ଥିବା ସ୍ୱିମିଂ ପୁଲ ଓ ଫ୍ୟାକ୍ଟ୍ରିରୁ ବାହାରୁଥିବା ଗରମ ପାଣିରେ ବି ରହିଥାଆନ୍ତି । ତେବେ ପ୍ରଶାସନ ପକ୍ଷରୁ ଏବେ ଏହି ମଇଳା ପାଣିକୁୁ ନିଷ୍କାସନ କରିବାକୁ ଚେଷ୍ଟା କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ରୋକିବାକୁ ଅନ୍ତିମ ଉଦ୍ୟମ

କ୍ୱିଭ,୨୦।୨: ୟୁକ୍ରେନ ଓ ଋଷ ମଧ୍ୟରେ ହେବାକୁ ଯାଉଥିବା ଯୁଦ୍ଧକୁ ରୋକିବା ପାଇଁ ରବିବାର ଆରମ୍ଭ ହୋଇଛି ଅନ୍ତିମ କୁଟନୈତିକ ପ୍ରୟାସ। ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ...

ଚାଇନାରେ ବେକାବୁ କରୋନା

ବେଜିଂ,୧୫।୪: କରୋନା ମହାମାରୀର ଏନ୍ତୁଡ଼ିଶାଳ କୁହାଯାଉଥିବା ଚାଇନାରେ ଏବେ କୋଭିଡ ପରିସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଚାଇନାର ଆର୍ଥିକ ରାଜ୍ୟ କୁହାଯାଉଥିବା ସାଂଘାଇରେ କରୋନା ବେକାବୁ...

କରୋନା ସଂକ୍ରମିତଙ୍କ ଗୁରୁତର ଅବସ୍ଥା ସମ୍ପର୍କରେ ପୂର୍ବରୁ ସୂଚିତ କରିବ ବାୟୋମାର୍କର

ଓ୍ବାଶିଂଟନ,୨୮।୪: କରୋନା ସଂକ୍ରମିତଙ୍କ ଅବସ୍ଥା ଗୁରୁତର ହେବ କି ନାହିଁ ସେନେଇ ପୂର୍ବରୁ ଜଣାପଡ଼ିବ। ଏନେଇ ଇଣ୍ଟରନ୍ୟାଶନାଲ ଇମ୍ୟୁନୋ ଫାର୍ମାକୋଲୋଜି ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ...

ତାଳି, ବାସନ ବଜାଇ ଏକଜୁଟ ହୋଇ କରୋନାର ମୁକାବିଲା ଲାଗି ସଚେତନତା ସୃଷ୍ଟି କରୁଛନ୍ତି ଲୋକେ

ମାଦ୍ରିଦ୍‌,୧୮।୩: କରୋନା ସଂକ୍ରମଣ ଯୋଗୁ ସ୍ପେନ୍‌ରେ ସ୍ଥିତି ସଙ୍କଟ ଜନକ ହୋଇଛି। ସରକାରଙ୍କ ପକ୍ଷରୁ ଲୋକଙ୍କ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛନ୍ତି। ଏପରିସ୍ଥଳେ ଲୋକେ...

ଆମେରିକାରେ ଗ୍ରୀଷ୍ମ ପ୍ରବାହ: ୧୫୦ ନିୟୁତ ଲୋକେ ପ୍ରଭାବିତ

ଓ୍ବାଶିଂଟନ,୨୧।୭: ଆମେରିକାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାଦ୍ୱାରା ୧୫୦ ନିୟୁତରୁ ଅଧିକ ଲୋକ ବ୍ୟତିବ୍ୟସ୍ତ ହେଉଥିବା କୁହାଯାଉଛି। ନ୍ୟୁୟର୍କ, ଫିଲାଡେଲଫିହା ତଥା ଓ୍ବାଶିଂଟନରେ ତାପମାତ୍ରା...

ବୋମା ବିସ୍ଫୋରଣରେ ଭାଙ୍ଗିଲା ଜିନ୍ନାଙ୍କ ପ୍ରତିମୂର୍ତ୍ତି…

କରାଚି,୨୭।୯: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ପାଇଁ ଏବେ ଏହା ବୁମେରାଂ ପାଲଟିଛି। ଧୀରେଧୀରେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ସ୍ଥାନୀୟ ଗ୍ବାଦରଠାରେ ଥିବା...

ରୁଷିଆ ଉପରେ ୟୁଟ୍ୟୁବର ଆଉ ଏକ ଆକ୍ରମଣ

ୱାଶିଂଟନ,୧୨ ।୩: ୟୁଟ୍ୟୁବ ରୁଷିଆକୁ ନେଇ ତା’ର ପ୍ରତିବନ୍ଧକକୁ ଆହୁରି କଡା କରିଦେଇଛି । ଏବେ କମ୍ପାନୀ ତତ୍କାଳ ପ୍ରଭାବ ମାଧ୍ୟମରେ ସେହି ସମସ୍ତ ଚ୍ୟାନେଲକୁ...

ଇନ୍ଧନ ସଙ୍କଟରୁ ପାକ୍‌ରେ ବିଦ୍ୟୁତ କାଟ୍‌

ଇସ୍‌ଲାମାବାଦ, ୧୯ା୪: ବିଦେଶରୁ କୋଇଲା, ପ୍ରାକୃତିକ ଗ୍ୟାସ୍‌ କିଣିବା ପାଇଁ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଦେଖାଦେଇଛି। ଫଳରେ କଳାକାରଖାନା ସମେତ...

Advertisement
Archives

Model This Week