ରାଜି ହେଲେ ତମନ୍ନା

ପ୍ରଥମେ ଏହି ଫିଲ୍ମଟି ସାଇନ୍‌ କରିବାକୁ ସେ ଅମଙ୍ଗ ହେଉଥିଲେ। ସେ ଭାବୁଥିଲେ ଯେ ତାଙ୍କ ଭୂମିକାଟି ଆହୁରି ଦମ୍‌ଦାର ହେଲେ ଭଲ ହୁଅନ୍ତା। ଯାହାହେଉ ତାଙ୍କର ଅନୁରୋଧ ରଖି ‘ପ୍ଲାନ୍‌ ଏ ପ୍ଲାନ୍‌ ବି’ର ନିର୍ଦ୍ଦେଶକ ଶଶାଙ୍କ ଘୋଷ ତାଙ୍କ ଭୂମିକାରେ କିଛି ପରିବର୍ତ୍ତନ ଆଣିଛନ୍ତି। ଆଉ ତା’ପରେ ଏଥିରେ ଅଭିନୟ କରିବାକୁ ରାଜି ହୋଇଥିଲେ ସେ। ଅଭିନେତ୍ରୀ ଜଣକ ହେଲେ ତମନ୍ନା ଭାଟିଆ। ‘ଯେତେବେଳେ ଏହି ଫିଲ୍ମରେ ଅଭିନୟ କରିବାକୁ ମୋତେ ଅଫର ଦିଆଗଲା ସେତେବେଳେ ମୋ ରୋଲ୍‌ର କିଛି ପରିବର୍ତ୍ତନ ପାଇଁ ନିର୍ଦ୍ଦେଶକଙ୍କୁ କହିଥିଲି। ଯାହାହେଉ ସେ ପୁଣି ଥରେ ତର୍ଜମା କରି ମୋ ଭୂମିକାକୁ ନୂଆ ରୂପ ଦେଇଛନ୍ତି ବୋଲି କହନ୍ତି ତମନ୍ନା।’ ଖାସ୍‌ କଥା ହେଲା, ବେଶ୍‌ କିଛିବର୍ଷର ଗ୍ୟାପ୍‌ ପରେ ଏହି ଫିଲ୍ମର ନାୟକ ସାଜୁଛନ୍ତି ରିତେଶ ଦେଶମୁଖ। ଏଥିରେ ସେ ଜଣେ ଓକିଲ ଭୂମିକାରେ ଅଭିନୟ କରିବେ। ତ୍ରିଲୋକ ମାଲହୋତ୍ରା ଏବଂ କେ.ଆର. ହରିଶଙ୍କ ପ୍ରଯୋଜିତ ଉକ୍ତ ଫିଲ୍ମର କାହାଣୀ ରଚନା କରିଛନ୍ତି ରଣଜିତ ଆରୋରା। ତେବେ ତମନ୍ନାଙ୍କ ଭୂମିକା ଦର୍ଶକଙ୍କୁ କେତେ ପ୍ରଭାବିତ କରୁଛି ତାହା ଫିଲ୍ମଟି ରିଲିଜ ହେଲେ ହିଁ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ସୁବ୍ରମଣ୍ୟମ ସ୍ବାମୀ ମନ୍ଦିରରେ ପହଞ୍ଚିଲେ ରାହୁଲ-ଆଥିୟା

ବେଙ୍ଗାଲୁରୁ,୪।୯: ଟିମ ଇଣ୍ଡିଆର କ୍ରିକେଟର କେ.ଏଲ ରାହୁଲ ଏବଂ ସ୍ତ୍ରୀ ଆଥିୟା ଶେଟ୍ଟୀ ବେଙ୍ଗାଲୁରୁର ପ୍ରସିଦ୍ଧ ଘାଟି ସୁବ୍ରମଣ୍ୟମ ସ୍ବାମୀ ମନ୍ଦିରରେ ପହଞ୍ଚିଛନ୍ତି। ଦୁହିଁଙ୍କ ମନ୍ଦିର...

ଡ୍ରଗ୍ସ ମାମଲା: ଜାମିନ ପାଇଁ ଆବେଦନ କଲେ ରିଆଙ୍କ ଭାଇ

ମୁମ୍ବାଇ,୭ ।୧୧: ଡ୍ରଗ୍ସ ମାମଲାରେ ଜେଲ୍‌ରେ ବନ୍ଦୀ ଥିବା ଅଭିନେତ୍ରୀ ରିଆ ଚକ୍ରବର୍ତ୍ତିଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତି ଶନିବାର ଜାମିନ ଆବେଦନ କରିଛନ୍ତି । ମୁମ୍ବାଇର...

ରିଲିଜ୍ ହେଲା ହଙ୍ଗାମା ୨ ର ଟ୍ରେଲର

ମୁମ୍ବାଇ: ବଲିଉଡ୍‌ର ଆଗଧାଡିର ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ହଙ୍ଗାମା ୨’ର ଟ୍ରେଲର ରିଲଜ୍ ହୋଇଛି । ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ...

୨୦୨୨ରେ ଆସିବେ ଜୁନିଅର୍‌ ଧିର୍‌

ମୁମ୍ବାଇ: ଟେଲି ଅଭିନେତ୍ରୀ କ୍ରାତିକା ସାଙ୍ଗର ଏକ ଖୁସି ଖବର ପ୍ରଶଂସକଙ୍କ ସହ ବାଣ୍ଟିଛନ୍ତି। ଖୁବ୍‌ ଶୀଘ୍ର ତାଙ୍କ ଘରକୁ ଏକ ନୂଆ ଅତିଥି ଆସିବ।...

ବଦଳିଗଲେଣି ଟେଲି ପରଦାର ‘ସଂସ୍କାରୀ ପୁଅ’

ବମ୍ବେ: ବଦଳିଗଲେଣି ଟେଲି ପରଦାର ସଂସ୍କାରୀ ପୁଅ ଅନସ ରଶିଦ। ଦିନ ଥିଲା ମହିଳା ପ୍ରଶଂସକମାନେ ତାଙ୍କ ପାଇଁ ପାଗଳ ଥିଲେ। ହେଲେ ଏବେ ଅନସ...

‘ବାଲା’ ପରେ ଫିଲ୍ମରୁ ଲମ୍ବା ବ୍ରେକ୍‌ ନେବେ ଆୟୁଷ୍ମାନ

ମୁମ୍ବାଇ: ଲଗାତାର ଭାବେ ଦର୍ଶକଙ୍କୁ ହିଟ୍‌ ଚଳଚ୍ଚିତ୍ର ଭେଟି ଦେଉଥିବା ସୁପରଷ୍ଟାର ଆୟୁଷ୍ମାନ ଖୁରାନ୍ନା ଥକି ଗଲେଣି। ଆପଣ ଭାବୁଥିବେ କାହିଁକି। ଗୋଟିଏ ପରେ ଗୋଟିଏ...

କ୍ୟାନସର ପୀଡିତ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏମିତି ମେସେଜ୍‌ ଦେଲେ କ୍ରିକେଟର

ଅଭିନେତା ସଞ୍ଜୟ ଦତ୍ତ କ୍ୟାନ୍‌ସରରେ ପୀଡିତ ହୋଇଥିବା ଖବର ସାମ୍ନାକୁ ଆସିବା ପରେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ଶୁଭଚିନ୍ତକ। ଫିଲ୍ମ ଇଣ୍ଡଷ୍ଟ୍ରୀର ଅନେକ କଳାକାର...

ତୁଟିଲା ବିବାଦ, କପିଲଙ୍କ ଶୋ’ରେ ନଜର ଆସିବେ ଅକ୍ଷୟକୁମାର

ମୁମ୍ବାଇ: ସୁପରଷ୍ଟାର ଅକ୍ଷୟ କୁମାର ଏବଂ କମେଡି କିଙ୍ଗ୍‌ କପିଲ ଶର୍ମାଙ୍କ ମଧ୍ୟରେ ତିକ୍ତତା ଥିବା ଖବର ଶୁଣିବାକୁ ମିଳିଥିଲା। କିନ୍ତୁ ଅକ୍ଷୟ କୁମାରଙ୍କୁ ପୁଣି...

Advertisement
Archives

Model This Week