Posted inଜାତୀୟ

କୁଖ୍ୟାତ ଆତଙ୍କବାଦୀ ଏଜାଜ ଅହଂଗରଙ୍କୁ ଜେଲରୁ ମୁକୁଳାଇଲା ତାଲିବାନ, ସୁରକ୍ଷା ଏଜେନ୍ସି ଆଲର୍ଟ

ନୂଆଦିଲ୍ଲୀ,୨୦ ।୯: ଆଫଗାନିସ୍ତାନରେ ତାଲିବାନ ଶାସନ ପରେ ଭାରତୀୟ ସୁରକ୍ଷା ଏଜେନ୍ସି ପାଇଁ ସୁରକ୍ଷା ଚିନ୍ତା ବଢି ଯାଇଛି । ଆମେରିକା ସେନା ଫେରିଯିବା ପରେ ତାଲିବାନ ଜେଲରେ ଥିବା କଏଦୀଙ୍କୁ ମୁକୁଳାଇ ଦେଉଛି । ଏମାନଙ୍କ ମଧ୍ୟରେ ବହୁ ଆତଙ୍କବାଦୀ ଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଆଫଗାନିସ୍ତାନ ଜେଲରେ ଥିବା କୁଖ୍ୟାତ ଆତଙ୍କବାଦୀ ଏଜାଜ ଅହଂଗରଙ୍କୁ ତାଲିବାନ ମୁକ୍ତ କରିଦେଇଛି । ଏହାପରେ ଭାରତୀୟ ସୁରକ୍ଷା ଏଜେନ୍ସି ଆଲର୍ଟ ହୋଇଯାଇଛି । ଏଜାଜଙ୍କୁ କୁଖ୍ୟାତ ଆତଙ୍କବାଦୀ କୁହାଯାଉଥିବା ବେଳେ ସେ ଜମ୍ମୁ-କଶ୍ମୀରରେ ଭାରତୀୟ ସୁରକ୍ଷା ଏଜେନ୍ସି ବିରୋଧରେ ଲଢିବା ସହ ବହୁ ଆତଙ୍କବାଦୀ ଘଟଣାରେ ସାମିଲ ଥିଲେ । ଏଜାଜ ପିଓକେ ବାସିନ୍ଦା ହୋଇଥିବା ବେଳେ ମଝିରେ ମଝିରେ ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ସହ କଶ୍ମୀରର ସ୍ୱାଧିତା ପାଇଁ ଲଢି ଆସୁଥିଲେ । ସେ ଆଇଏସ୍‌କେପିର ଆତଙ୍କବାଦୀ ।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି ପୁଣି ହେବେ ପ୍ରଧାନମନ୍ତ୍ରୀ: ଖୁସିରେ ମାଗଣାରେ ବୁଟ୍‌ ପଲିସ୍‌ କଲେ ଲଣ୍ଡ୍ରି ମାଲିକ

ଇନ୍ଦୋର,୩୦।୫: ନୂଆ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦେଶର ଶାସନ ଡୋର ଧରୁଥିବାରୁ ମଧ୍ୟପ୍ରଦେଶ ଇନ୍ଦୋରର ରେଡିଶନ ଛକରେ ଜଣେ ଲଣ୍ଡ୍ରି ମାଲିକ ମାଗଣାରେ ବୁଟ୍‌...

କାର୍‌ରେ ଜୀବନ ବିତାଉଛନ୍ତି ଏହି ଡାକ୍ତର

ଭୋପାଳ,୮।୪: ସାରା ଦେଶରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି। ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ କର୍ମୀ, ପୋଲିସ କର୍ମଚାରୀ ଓ ସଫେଇ କର୍ମୀଙ୍କ ଭୂମିକା ଅତ୍ୟନ୍ତ...

୭୫,୦୦୦ ହିତାଧିକାରୀଙ୍କୁ ଘର ଚାବି ଦେଲେ ପ୍ରଧାନମନ୍ତ୍ରୀ…

ଲକ୍ଷ୍ନୌ,୫।୧୦: ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏପରି ସ୍ଥଳେ ମିଶନ-୨୦୨୨ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟର ୭୫ ଜିଲାର ୭୫,୦୦୦ହିତାଧିକାରୀଙ୍କୁ ସେମାନଙ୍କ...

କମିଶନି ଫେରାଇବାକୁ କହି ଅଡୁଆରେ ମମତା

କୋଲକାତା,୨୪ା୬: ୨୦୧୧ରୁ ବିଭିନ୍ନ କଲ୍ୟାଣକାରୀ ଯୋଜନାରେ ହିତାଧିକାରୀଙ୍କୁ ଶୋଷଣ କରି ଆଦାୟ କରିଥିବା କମିଶନ ଅର୍ଥ ଫେରାଇଦେବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଦଳୀୟ ନେତା...

ଚାର୍‌ ଧାମ ଯାତ୍ରା ବାତିଲ

ଡେରାଡୁନ୍‌,୨୯ା୪: କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡ ସରକାର ଗଙ୍ଗୋତ୍ରୀ, ଯମୁନୋତ୍ରୀ, କେଦାରନାଥ ଏବଂ ବଦ୍ରିନାଥକୁ ୪ ଧାମ୍‌ ଯାତ୍ରା ବାତିଲ କରିଛନ୍ତି। ଗୁରୁବାର ସରକାରଙ୍କ...

କଂଗ୍ରେସରେ ବିଦ୍ରୋହର ସ୍ବର

ନୂଆଦିଲ୍ଲୀ,୧୨।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ କଂଗ୍ରେସରେ ବିଦ୍ରୋହ ସ୍ବର ଉଠିଛି। ମହାମେଣ୍ଟର ପରାଜୟ ପାଇଁ କଂଗ୍ରେସ ଦାୟୀ ବୋଲି ଦଳରେ...

ଜୀବିତ ବ୍ୟକ୍ତିଙ୍କ ଡେଥ୍‌ ସାର୍ଟିଫିକେଟ…

ପାଟନା,୧୨।୪: ଦେଶରେ କରୋନା ଆତଙ୍କ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଶ୍ମଶାନ ଘାଟରେ ମଧ୍ୟ ଏହାର ଲମ୍ବା ଲାଇନ୍‌ ଦେଖିବାକୁ ମିଳୁଛି। କରୋନାକୁ ନେଇ...

ବିହାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ନଭେମ୍ବର ୭ରେ ୧୫ ଜିଲାର ୭୮ ବିଧାନସଭା ଆସନରେ ଭୋଟିଂ

ପାଟନା,୪।୧୧: ନଭେମ୍ବର ୭ରେ ବିହାର ବିଧାନସଭା ନିର୍ବାଚନର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଅନୁଷ୍ଠିତ ହେବ। ୧୫ ଜିଲାର ୭୮ଟି ଆସନରେ ଏଥିପାଇଁ ଭୋଟିଂ କରାଯିବ।...

Advertisement
Archives

Model This Week