ଗୋପାଳପୁର ବନ୍ଦରରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ
ଛତ୍ରପୁର,୨୭ା୧୧(ଦିଲ୍ଲୀପ ସାମଲ): ଭାରତୀୟ ନୌସେନାର ଯୁଦ୍ଧଜାହାଜ ‘ଆଇଏନଏସ ଦୁନାଗିରି’ ବିଶାଖାପାଟଣାରୁ ଆସି ଗୋପାଳପୁର ବନ୍ଦରରେ ପହଞ୍ଚିଛି। ଏହି ଅବସରରେ ଆସନ୍ତା ଦୁଇଦିନ ଧରି ସାଧାରଣ ଜନତାଙ୍କୁ ଯୁଦ୍ଧଜାହାଜଟିକୁ ଦେଖିବାର ସୁଯୋଗ ମିଳିବ। ନୌସେନାର ଏହି ଅତ୍ୟାଧୁନିକ ଯୁଦ୍ଧଜାହାଜକୁ ନିକଟରୁ ଦେଖିବା ପାଇଁ…

