Tag Archives: War

‘ଟ୍ରମ୍ପଙ୍କୁ ହତ୍ୟା କରିବାକୁ ଥିଲା ଯୋଜନା’, ଇରାନୀ ଗୁପ୍ତଚର ଏଜେଣ୍ଟଙ୍କ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ

ଓ୍ବାଶିଂଟନ,୫।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ, ଜଣେ ପାକିସ୍ତାନୀ ନାଗରିକ ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି। ସେ ଦାବି କରିଛନ୍ତି ଯେ ଇରାନୀ ଗୁପ୍ତଚର ଏଜେଣ୍ଟମାନେ ତାଙ୍କୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ପୂର୍ବତନ ରାଷ୍ଟ୍ରପତି…

ଟ୍ରମ୍ପ ନା ନେତାନ୍ୟାହୁ, କାହାପାଇଁ ହେଲା ଯୁଦ୍ଧ, ଜାଣନ୍ତୁ କ’ଣ କହୁଛନ୍ତି ଆମେରିକା-ଇସ୍ରାଏଲ

ଓ୍ବାଶିଂଟନ,୩।୩: ଇସ୍ରାଏଲ ଏବଂ ଆମେରିକା ଇରାନ ଉପରେ ଆକ୍ରମଣ ଜାରି ରଖିଛନ୍ତି। ମଙ୍ଗଳବାର ଆକ୍ରମଣର ଚତୁର୍ଥ ଦିନ। ଇସ୍ରାଏଲ ଏବଂ ଇରାନ ଶନିବାର ମିଳିତ ଭାବରେ ଇରାନ ଉପରେ ଆକ୍ରମଣ କରିଥିଲେ, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ…

ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ସୁରକ୍ଷିତ ଘରକୁ ଫେରିଛନ୍ତି ପିଭି ସିନ୍ଧୁ, ଏକ ଭାବପ୍ରବଣ ପୋଷ୍ଟରେ ଦେଲେ ସୂଚନା

ବେଙ୍ଗାଲୁରୁ,୩।୩: ଇସ୍ରାଏଲ-ଇରାନ ଯୁଦ୍ଧ ମଧ୍ୟରେ ବିଦେଶରେ ଥିବା ବ୍ୟାଟମିଣ୍ଟନ ତାରକା ପିଭି ସିନ୍ଧୁଙ୍କୁ ନେଇ ଆସିଛି ଏକ ଖୁସି ଖବର। ଦୁବଇରେ ଫସି ରହିଥିବା ଏହି ସଟଲର ଏବେ ସୁରକ୍ଷିତ ଭାବେ ସ୍ବଦେଶ ଫେରିଛନ୍ତି। ଏହାକୁ ନେଇ ସେ ଏକ ଇମୋଶନାଲ…

ସୁଡ଼ଙ୍ଗରେ ଭରି ରହିଛି ଇରାନର ବିପୁଳ ଯୁଦ୍ଧାସ୍ତ୍ର

ତେହରାନ୍‌,୩ା୩: ଇରାନ ଗପ୍ତରେ ଏହାର ଭୂତଳ ଅସ୍ତ୍ର ଭଣ୍ଡାର ଏବଂ ସୁଡ଼ଙ୍ଗରେ ବିପୁଳ ଅସ୍ତ୍ରଶସ୍ତ୍ର ମହଜୁଦ ରଖିଛି। ସୋମବାର ଇରାନ ସେନା(ଆଇଆର୍‌ଜିସି) ପକ୍ଷରୁ ଏହାର ଏକ ଭିଡିଓ ଫୁଟେଜ୍‌ ଜାରି କରାଯାଇଛି। ଏହି ଫୁଟେଜ୍‌ରେ ଅନେକ ଶହ ଡ୍ରୋନ୍‌ ଏବଂ କ୍ଷେପଣାସ୍ତ୍ର…

ଶେଷ ହେଲା ରୁଷିଆ-ୟୁକ୍ରେନ ଯୁଦ୍ଧ! ଟ୍ରମ୍ପ କହିଲେ ଯୁଦ୍ଧବିରତିର ଚୁକ୍ତି ଖୁବ ନିକଟତର…

ମସ୍କୋ/କ୍ୱିଭ,୧୬।୧୨: ଡିସେମ୍ବର ୧୫ରେ ହ୍ବାଇଟ ହାଉସର ଓଭାଲ ଅଫିସରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଥିଲେ, ‘ମୁଁ ବିଶ୍ୱାସ କରେ ଯେ ଆମେ ଯୁଦ୍ଧ ବନ୍ଦ କରିବା ପାଇଁ ପୂର୍ବ ଅପେକ୍ଷା ଅଧିକ ନିକଟତର।’ ସେ…

ଭାରତ-ପାକିସ୍ତାନ ଯୁଦ୍ଧ ବିରତିକୁ ନେଇ ଆଉ ଏକ ନୂଆ ଦାବି କଲେ ଟ୍ରମ୍ପ, କହିଲେ…

ଓ୍ବାଶିଂଟନ,୨୦।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଦାବି କରିଛନ୍ତି ଯେ ସେ ମେ ମାସରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦକୁ ସମାଧାନ କରିଛନ୍ତି। ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ ସେ ଉଭୟ ଦେଶ ଉପରେ ୩୫୦ ପ୍ରତିଶତ…

ଗାଜାରେ ପୁଣି ଆରମ୍ଭ ହେଲା ଯୁଦ୍ଧ! ହମାସ ଉପରେ ବୋମା ବର୍ଷା କଲା ଇସ୍ରାଏଲ

ଜେରୁଜେଲମ,୧୯।୧୦: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜାରେ ଅସ୍ତ୍ରବିରତି ପରେ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଶତ୍ରୁତା ପୁଣି ଥରେ ଆରମ୍ଭ ହୋଇଛି। ଏହି ସମୟରେ, ଇସ୍ରାଏଲୀ ସେନା ରବିବାର (୧୯ ଅକ୍ଟୋବର, ୨୦୨୫) ଗାଜାରେ ଏକ ବିମାନ ଆକ୍ରମଣ କରିଥିଲା।…

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲାଣି ପାକିସ୍ତାନ! ଆଫଗାନିସ୍ତାନକୁ ଧମକ ଦେଲେ ଶହବାଜ

ଇସଲାମାବାଦ,୧୨।୧୦: ପାକିସ୍ତାନର ପଶ୍ଚିମ ସୀମାରେ ଉତ୍ତେଜନା ଜାରି ରହିଛି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ହୋଇଥିବା ବିମାନ ଆକ୍ରମଣ ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଅନେକ ସୈନିକଙ୍କ ମୃତ୍ୟୁ ସତ୍ତ୍ୱେ, ପାକିସ୍ତାନ ହାର ମାନିବାକୁ ପ୍ରସ୍ତୁତ ନାହିଁ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଆଫଗାନିସ୍ତାନର…

ଭାରତ-ପାକିସ୍ତାନ ମଧ୍ୟରେ ପୁଣି ହେବ ଯୁଦ୍ଧ! ଆମେରିକା ଦେଲା ବଡ଼ ସଙ୍କେତ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୮: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ଦିନ ଧରି ଚାଲିଥିବା ଉତ୍ତେଜନାକୁ ନେଇ ଆମେରିକାରୁ ପୁଣି ଥରେ ଏକ ବଡ଼ ବୟାନ ଆସିଛି। ପ୍ରକୃତରେ, ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି ଯେ ଆମେ ଭାରତ ଏବଂ ପାକିସ୍ତାନ…

ୟୁକ୍ରେନ ଉପରେ ସବୁଠାରୁ ବଡ଼ ଆକ୍ରମଣ କଲା ରୁଷିଆ, ଇରାନର ଡ୍ରୋନ-ଘାତକ ମିଶାଇଲ ଉଡାଇଲା ହୋସ୍‌

ମସ୍କୋ,୧୨।୭: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକି କହିଛନ୍ତି ଯେ ଶୁକ୍ରବାର ରାତିରେ ରୁଷିଆ ୟୁକ୍ରେନ ଉପରେ ୫୯୭ ଡ୍ରୋନ ଏବଂ 26 କ୍ଷେପଣାସ୍ତ୍ର ମାଡ଼ କରିଛି। ସେ କହିଛନ୍ତି ଯେ ଏହା ସାମ୍ପ୍ରତିକ ସମୟରେ ରୁଷିଆର ସବୁଠାରୁ ବଡ଼ ଆକ୍ରମଣ। ଜେଲେନ୍ସକିଙ୍କ…

ଏହିଦେଶ ସହ ଭାରତ କରିବ ବଡ଼ ଯୁଦ୍ଧାଭ୍ୟାସ, ମହାଶକ୍ତି ଦେଖି କାବା!

ନୂଆଦିଲ୍ଲୀ/ଉଲାନବାତର,୨୮।୫: ଅପରେସନ ସିନ୍ଦୂର ପରେ ଭାରତୀୟ ସେନା ମଙ୍ଗୋଲିଆ ସହିତ ଏକ ବଡ଼ ଯୁଦ୍ଧାଭ୍ୟାସ କରିବାକୁ ଯାଉଛି। ଏହି ସଂଯୁକ୍ତ ସୈନ୍ୟ ଅଭ୍ୟାସ ୩୧ ମେ’ରୁ ୧୩ ଜୁନ ପର୍ଯ୍ୟନ୍ତ ମଙ୍ଗୋଲିଆର ରାଜଧାନୀ ଉଲାନବାତରରେ ଅନୁଷ୍ଠିତ ହେବ। ଏହି ଅଭ୍ୟାସର ନାମ…

ଯୁଦ୍ଧ ବଲିଉଡ୍‌ ସିନେମା ନୁହେଁ: ପୂର୍ବତନ ସେନାଧ୍ୟକ୍ଷ

ପୁଣେ,୧୩ା୫: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦକୁ ନେଇ ଅନେକେ ପ୍ରଶ୍ନ ଉଠାଇଥିବାବେଳେ ଭାରତୀୟ ସେନାର ପୂର୍ବତନ ମୁଖ୍ୟ ଜେନେରାଲ ମନୋଜ ନରଭନେ ଏହାକୁ ସମାଲୋଚନା କରିଛନ୍ତି। ଯୁଦ୍ଧ କୌଣସି ପ୍ରେମସମ୍ପର୍କ କିମ୍ବା ବଲିଉଡ୍‌ ଚଳଚ୍ଚିତ୍ର ନୁହେଁ ବୋଲି ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?