ଶେଷ ଧାଡ଼ିର ସ୍ବର ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ ଆସିଛି। ବ୍ୟାଙ୍କ ଅଧିକାରୀଙ୍କ ପ୍ରକ୍ରିୟାକୁ ସେ ବୁଝିପାରିନି ବା ବୁଝିବାର କ୍ଷମତା ରଖିନି।…