ନିଲାମରେ ଇତିହାସ ରଚିଲା ଭାନ୍ ଗଗ୍ଙ୍କ ଚିତ୍ରକଳା, ଭାଙ୍ଗିଲା ୨୦୨୨ର ରେକର୍ଡ
ନ୍ୟୁୟର୍କ,୨୦।୧୧(ପି.ଟି.): ବିଶ୍ୱପ୍ରସିଦ୍ଧ ଡଚ୍ (ନେଦରଲାଣ୍ଡସ୍ ନାଗରିକ) ଚିତ୍ରଶିଳ୍ପୀ ଭିନ୍ସେଣ୍ଟ ଭାନ୍ ଗଗ୍ଙ୍କ ଏକ ଦୁର୍ଲଭ ଚିତ୍ରକଳା ନିଲାମ ଇତିହାସରେ ସମସ୍ତ ପୁରୁଣା ରେକର୍ଡ ଭାଙ୍ଗି ୧୯୦.୪ ନିୟୁତ ଡଲାର (ପ୍ରାୟ ୧୯.୦୪ କୋଟି ଡଲାର) ମୂଲ୍ୟରେ ବିକ୍ରି ହୋଇଛି। ବୁଧବାର ନ୍ୟୁୟର୍କଠାରେ…

