ଦୀପାବଳିରେ ପୁଅ ବିହାନଙ୍କ ମୁହଁ ଦେଖାଇଲେ କ୍ୟାଟ୍ରିନା-ଭିକି, କ୍ୟୁଟ୍ ଲୁକ୍ରେ ଫ୍ୟାନ୍ସଙ୍କ ମନ ଜିଣିଲେ ଷ୍ଟାର୍କିଡ୍!
ମୁମ୍ବାଇ,୮ା୧୧: ବଲିଉଡ୍ର ଚର୍ଚ୍ଚିତ ଷ୍ଟାର୍ କପଲ୍ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ଦୀପାବଳି ଅବସରରେ ନିଜ ପ୍ରଶଂସକଙ୍କୁ ଦେଇଛନ୍ତି ଏକ ବଡ଼ ସରପ୍ରାଇଜ୍ । ଦୀର୍ଘ ଦିନ ଧରି ପୁଅର ମୁହଁ ଦେଖାଇ ନଥିବା ଏହି ଦମ୍ପତି ପ୍ରଥମ ଥର…

