୨୪ ଅଗଷ୍ଟରୁ ୧୪ ସେପ୍ଟେମ଼୍ବର ମଧ୍ୟରେ ୫୨ ଟ୍ରେନ୍ ବାତିଲ୍ କଲା ରେଳ ବିଭାଗ ନୂଆଦିଲ୍ଲୀ, ୨୧।୦୮: ଭାରତୀୟ ରେଳ କେତେକ ଟ୍ରେନ୍ ବାତିଲ୍ କରିଛି । ଏନେଇ ବିଭାଗ ବାତିଲ୍ ଟ୍ରେନ୍ ଗୁଡ଼ିକର ଲିଷ୍ଟ୍ ଜାରି କରିଛି । ଏହି ଲିଷ୍ଟରେ ଭୋପାଳରୁ ବିଳାଶପୁର ଯାତାୟତ କରୁଥିବା କିଛି ଟ୍ରେନ୍ ମଧ୍ୟ ରହିଛି ।...