ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା
ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି। ଏହାକୁ ଇ-ସିଗାରେଟ ବୋଲି ଦାବି କରାଯାଉଛି। ଭାଜପା ଆଇଟି ସେଲ ମୁଖ୍ୟ ଅମିତ ମାଲବ୍ୟ…
ବିହାର ଫଳାଫଳକୁ ନେଇ ମମତା ଶିବିରରେ ଛନକା! ପଦ୍ମ ଫୁଟିବା ଚର୍ଚ୍ଚା ମଧ୍ୟରେ TMC କହିଲା ଏମିତି…
କୋଲକାତା,୧୪।୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍ଡିଏ ମେଣ୍ଟର ବିଜୟ ସୁନିଶ୍ଚିତ ହୋଇଥିବା ବେଳେ ପଶ୍ଚିମବଙ୍ଗର ମମତା ଶିବିରର ଚିନ୍ତା ବଢ଼ିଥିବା ଚର୍ଚ୍ଚା ଜୋର ଧରିଛି। ଏମିତିରେ ତୃଣମୂଳ କଂଗ୍ରେସ(ଟିଏମ୍ସି) ଶୁକ୍ରବାର ବିହାର ଫଳାଫଳ ନେଇ ମତ ରଖିଛି। ଦଳ କହିଛି ଯେ…
ମହୁଆ ମୋଇତ୍ରାଙ୍କୁ ବିବାହ କଲେ ପିନାକୀ ମିଶ୍ର! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା
ନୂଆଦିଲ୍ଲୀ,୫।୬: କୁହାଯାଏ ପ୍ରେମ ଅନ୍ଧ। କାହାକୁ କେତେବେଳେ କେଉଁ ବୟସରେ ପ୍ରେମ ହୋଇଥାଏ ତାହା ଜଣାପଡେନାହିଁ। ଯାହାର ଗୋଟିଏ ଉଦାହରଣ ଆଜି ଦେଖିବାକୁ ମିଳିଛି। ଟିଏମସିର ଟାଣୁଆ ନେତ୍ରୀ ମହୁଆ ମୋଇତ୍ରାଙ୍କୁ ଲୁଚିଲୁଚି ବିବାହ କରିଛନ୍ତି ବିଜେଡି ନେତା ପିନାକୀ ମିଶ୍ର।…
ମୋଦିଙ୍କୁ ଏମିତି ଚ୍ୟାଲେଞ୍ଜ ଦେଲେ ମମତା ବାନାର୍ଜୀ: କହିଲେ, ଯଦି ସାହସ ଅଛି…
କୋଲକାତା,୨୯।୫: ପଶ୍ଚିମବଙ୍ଗ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିଏମସି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏହା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ବଙ୍ଗଳା ବିରୋଧରେ ବୟାନବାଜି ଠିକ ନୁହେଁ। ପ୍ରଧାନମନ୍ତ୍ରୀ ମୋଦି ଆଜି…
ମୁର୍ଶିଦାବାଦ ହିଂସା ପାଇଁ ମୋଦି, ଯୋଗୀ, ଶାହା ଦାୟୀ: ଟିଏମସି ବିଧାୟକ
ଚେନ୍ନାଇ,୧୩।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ନୂତନ ୱାକଫ ଆଇନ ବିରୋଧରେ ବଡ଼ ଧରଣର ହିଂସା ଘଟିଛି। ଯେଉଁଥିରେ ୩ ଜଣ ପ୍ରାଣ ହରାଇଥିଲା ବେଳେ ଅନେକ ଆହତ ହୋଇଛନ୍ତି। ହିଂସା ଘଟଣା ପାଇଁ ତୃଣମୂଳ କଂଗ୍ରେସ (ଟିଏମସି) ଭାଜପାକୁ ଦାୟୀ କରୁଛି। ଅନ୍ୟପଟେ…
ମହାରାଷ୍ଟ୍ର-ଦିଲ୍ଲୀରେ ଭାଜପା ଜିତିବା ନେଇ ମମତା ଆଣିଲେ ବଡ଼ ଅଭିଯୋଗ, କହିଲେ ନିର୍ବାଚନ କମିଶନ ନିରପେକ୍ଷ…
କୋଲକାତା,୨୭ା୨: ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସକ୍ରିୟ ହୋଇ ଉଠିଛନ୍ତି। ସେ ଗୁରୁବାର କୋଲକାତାର ନେତାଜୀ ଷ୍ଟାଡିୟମରେ ସମସ୍ତ ଏମ୍ପି ଏବଂ ବିଧାୟକଙ୍କ ସହିତ…
ଓଡ଼ିଶା ପ୍ରସଙ୍ଗରେ ବଡ଼ କଥା କହିଲେ ମମତା: କଡ଼ା ଜବାବ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୮: ଟ୍ରେନିଂ ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା ମାମଲାକୁ ରାଜନୀତିକରଣ କରି ଭାଜପା ରାଜ୍ୟରେ ହିଂସା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ରାଜନୈତିକ ଫାଇଦା ଉଦେଶ୍ୟରେ ଭାଜପା ଏପରି କରୁଥିବା କହି…
ମମତା ବନାର୍ଜୀଙ୍କୁ ଦେଖି କିମ୍ ଜୋଙ୍ଗ୍ ବି ଆଶ୍ଚର୍ଯ୍ୟ ହୋଇଯିବେ, ଏମିତି କାହିଁକି କହିଲା ଭାଜପା ?
ନୂଆଦିଲ୍ଲୀ, ୧୭।୦୮: କୋଲକାତାର ଆର୍ଜି ମେଡିକାଲ୍ କଲେଜ୍ରେ ହୋଇଥିବା ଲୋମହର୍ଷଣକାରୀ ଘଟଣା ପରେ ସାରାଦେଶରେ ଡାକ୍ତରମାନେ ଷ୍ଟ୍ରାଇକ୍ କରିଛନ୍ତି। ମହିଳା ଡାକ୍ତରଙ୍କୁ ଅତି ଅମାନୁଷିକ ଭାବେ ବଳାତ୍କାର ଏବଂ ହତ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି ସତ୍ତାରୂଢ଼ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍…
ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ- କ୍ଷମା ମାଗ, ନହେଲେ ଇସ୍ତଫା ଦିଅ
କୋଲକାତା, ୦୪।୦୮: ପଶ୍ଚିମବଙ୍ଗ ସରକାରରେ ଥିବା ମନ୍ତ୍ରୀ ଅଖିଲ ଗିରିଙ୍କ ମୁସ୍କିଲ୍ ଏବେ ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଖିଲଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଏନେଇ ବିନା କୌଣସି ସର୍ତ୍ତରେ…
‘ବଙ୍ଗଳା ହିଁ ଭାରତର ଅସ୍ତିତ୍ୱକୁ ସୁରକ୍ଷିତ କରିପାରିବ’
କୋଲକାତା,୨୧ା୭: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଶହୀଦ ଦିବସ ସମାବେଶକୁ ରବିବାର ସମ୍ବୋଧିତ କରିଛନ୍ତି। ମମତା ବାଂଲାଦେଶରେ ଚାଲିଥିବା ହିଂସା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ‘ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ଆମକୁ ଉତ୍ତେଜିତ…
ଗୋଟିଏ ମଞ୍ଚରେ ନଜର ଆସିବେ ମମତା-ଅଖିଳେଶ
କୋଲକାତା,୨୦ା୭: ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହ ପରେ ମୁମ୍ବାଇରେ ଇଣ୍ଡିଆ ମିଳିତ ମେଣ୍ଟ ଏକାଠି ହୋଇଥିଲେ। ଏବେ ପୁଣି ଥରେ ସମାନ ପ୍ଲାଟ୍ଫର୍ମରେ ଇଣ୍ଡିଆ ମେଣ୍ଟର ଦୁଇଟି ବଡ଼ ଦଳକୁ ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ…
ଆସିଲା ବଡ଼ ରିପୋର୍ଟ, ସବୁଠାରୁ ଅଧିକ ଆୟ କରିଛି ଏହି ରାଜନୈତିକ ଦଳ
ନୂଆଦିଲ୍ଲୀ, ୨୦ା୭: ନିର୍ବାଚନ ଆୟୋଗଙ୍କ ଏଡିଆର ରିପୋର୍ଟରୁ ଏକ ତଥ୍ୟ ସାମ୍ନାକୁ ଆସିଛି । ଆର୍ଥିକ ବର୍ଷ ୨୦୨୨-୨୩ ରେ ଭାରତ ରାଷ୍ଟ୍ର ସମିତି ବା ବିଆର୍ଏସ୍ର ଆୟ ଦେଶର କ୍ଷେତ୍ରୀୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ରହିଛି ।…

