Tag Archives: tmc

ମମତା ବନାର୍ଜୀଙ୍କୁ ଦେଖି କିମ୍‌ ଜୋଙ୍ଗ୍‌ ବି ଆଶ୍ଚର୍ଯ୍ୟ ହୋଇଯିବେ, ଏମିତି କାହିଁକି କହିଲା ଭାଜପା ?

ନୂଆଦିଲ୍ଲୀ, ୧୭।୦୮: କୋଲକାତାର ଆର୍‌ଜି ମେଡିକାଲ୍‌ କଲେଜ୍‌ରେ ହୋଇଥିବା ଲୋମହର୍ଷଣକାରୀ ଘଟଣା ପରେ ସାରାଦେଶରେ ଡାକ୍ତରମାନେ ଷ୍ଟ୍ରାଇକ୍‌ କରିଛନ୍ତି। ମହିଳା ଡାକ୍ତରଙ୍କୁ ଅତି ଅମାନୁଷିକ ଭାବେ ବଳାତ୍କାର ଏବଂ ହତ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି ସତ୍ତାରୂଢ଼ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍‌…

ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ- କ୍ଷମା ମାଗ, ନହେଲେ ଇସ୍ତଫା ଦିଅ

କୋଲକାତା, ୦୪।୦୮: ପଶ୍ଚିମବଙ୍ଗ ସରକାରରେ ଥିବା ମନ୍ତ୍ରୀ ଅଖିଲ ଗିରିଙ୍କ ମୁସ୍କିଲ୍‌ ଏବେ ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଖିଲଙ୍କ ମନ୍ତବ୍ୟକୁ ନେଇ ଆପତ୍ତି ଉଠାଇଛନ୍ତି । ମିଳିଥିବା ସୂଚନା ଅନୁସାରେ ସେ ଏନେଇ ବିନା କୌଣସି ସର୍ତ୍ତରେ…

‘ବଙ୍ଗଳା ହିଁ ଭାରତର ଅସ୍ତିତ୍ୱକୁ ସୁରକ୍ଷିତ କରିପାରିବ’

କୋଲକାତା,୨୧ା୭: ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତାରେ ଶହୀଦ ଦିବସ ସମାବେଶକୁ ରବିବାର ସମ୍ବୋଧିତ କରିଛନ୍ତି। ମମତା ବାଂଲାଦେଶରେ ଚାଲିଥିବା ହିଂସା ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ‘ବାଂଲାଦେଶର ସାମ୍ପ୍ରତିକ ପରିସ୍ଥିତି ଆମକୁ ଉତ୍ତେଜିତ…

ଗୋଟିଏ ମଞ୍ଚରେ ନଜର ଆସିବେ ମମତା-ଅଖିଳେଶ

କୋଲକାତା,୨୦ା୭: ଦେଶର ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତଙ୍କ ବିବାହ ପରେ ମୁମ୍ବାଇରେ ଇଣ୍ଡିଆ ମିଳିତ ମେଣ୍ଟ ଏକାଠି ହୋଇଥିଲେ। ଏବେ ପୁଣି ଥରେ ସମାନ ପ୍ଲାଟ୍‌ଫର୍ମରେ ଇଣ୍ଡିଆ ମେଣ୍ଟର ଦୁଇଟି ବଡ଼ ଦଳକୁ ଦେଖିବାକୁ ମିଳିବ। ତୃଣମୂଳ କଂଗ୍ରେସ…

ଆସିଲା ବଡ଼ ରିପୋର୍ଟ, ସବୁଠାରୁ ଅଧିକ ଆୟ କରିଛି ଏହି ରାଜନୈତିକ ଦଳ

ନୂଆଦିଲ୍ଲୀ, ୨୦ା୭: ନିର୍ବାଚନ ଆୟୋଗଙ୍କ ଏଡିଆର ରିପୋର୍ଟରୁ ଏକ ତଥ୍ୟ ସାମ୍ନାକୁ ଆସିଛି । ଆର୍ଥିକ ବର୍ଷ ୨୦୨୨-୨୩ ରେ ଭାରତ ରାଷ୍ଟ୍ର ସମିତି ବା ବିଆର୍‌ଏସ୍‌ର ଆୟ ଦେଶର କ୍ଷେତ୍ରୀୟ ରାଜନୈତିକ ଦଳମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ରହିଛି ।…

ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ, ୮ ବିଲ୍‌ ଖାରଜକୁ ନେଇ ସୁପ୍ରିମ୍‌କୋର୍ଟ ଗଲେ ସରକାର

ନୂଆଦିଲ୍ଲୀ, ୧୨।୦୭: ପଶ୍ଚିମବଙ୍ଗରେ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ସିବି ଆନନ୍ଦ ବୋଷଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଛି । ମମତାଙ୍କ ସରକାର ଦେଇଥିବା ୮ ପ୍ରସ୍ତାବକୁ ଖାରଜ କରିବା ନେଇ ବିବାଦ ତେଜିଛି । ତୃଣମୂଳ କଂଗ୍ରେସ…

ଭାଜପା ଏମ୍‌ପିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ଅଧଘଣ୍ଚା ଧରି ଚାଲିଲା ଆଲୋଚନା

କୋଲକାତା, ୧୮।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଭାରତୀୟ ଜନତା ଦଳର ଏମ୍‌ପି ଅନନ୍ତ ମହାରାଜ ଓରଫ୍‌ ନାଗେନ୍‌ ରାୟଙ୍କୁ ତାଙ୍କ କୁଚବିହାର ସ୍ଥିତ ଘରେ ଭେଟିଛନ୍ତି । ନାଗେନ୍‌ ମମତାଙ୍କୁ ପାରମ୍ପରିକ ପୋଷାକ ଏବଂ ପାନପତ୍ର ଦେଇ ସ଼୍ବାଗତ…

ଭାଙ୍ଗିଯିବ ଏନ୍‌ଡିଏ ସରକାର, ମୋଦି ଶପଥ ନେବା ପୂର୍ବରୁ କହିଲେ ମମତା ବାନାର୍ଜୀ

କୋଲକାତା,୮ା୬: ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ରବିବାର ଅର୍ଥାତ୍‌ ଜୁନ୍‌ ୯ରେ ତାଙ୍କର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ତେବେ ମୋଦିଙ୍କ ଶପଥ ଗ୍ରହଣ ପୂର୍ବରୁ ଟିଏମ୍‌ସି ମୁଖ୍ୟ…

‘ଟିଏମସି ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ’ କହିଲେ ଅଧୀର ରଞ୍ଜନ ଚୌଧୁରୀ, କଂଗ୍ରେସ ଦେଲା ପ୍ରତିକ୍ରିୟା

କୋଲକାତା,୧ା୫: କଂଗ୍ରେସର ବରିଷ୍ଠ ନେତା ଆଧୀର ରଂଜନ ଚୌଧୁରୀ ବୁଧବାର ପଶ୍ଚିମବଙ୍ଗରେ ଏକ ନିର୍ବାଚନ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାବେଳେ ତୃଣମୂଳ କଂଗ୍ରେସକୁ ଭୋଟ୍ ଦେବା ଅପେକ୍ଷା ଭାଜପାକୁ ଭୋଟ୍ ଦେବା ଭଲ। ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ତଥା ବ୍ରହ୍ମପୁର ଲୋକ ସଭା…

‘ମମତା ଆଉ ଦିଦି ନୁହନ୍ତି, ଏଥର ଆଣ୍ଟି’

କୋଲକାତା,୨୫ା୨: ପଶ୍ଚିମବଙ୍ଗ ଭାଜପା ମୁଖ୍ୟ ଶୁଭେନ୍ଦୁ ଅଧିକାରୀ ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶେଖ୍‌ ଶାହାଜାହାନଙ୍କୁ ଗିରଫ କରିବାରେ ବିଳମ୍ବକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଟାକ୍ଷ କରିଛନ୍ତି। ଶେଖ୍‌ ଶାହାଜାହାନଙ୍କୁ ଗିରଫ କରିବାରେ ବିଫଳ ହୋଇଥିବାରୁ ମମତାଙ୍କୁ ତେର୍ଚ୍ଛାବାଣ ମାରିଛନ୍ତି…

ମୋ ଦ୍ୱାରା ରାଜନୀତି ସମ୍ଭବ ନୁହେଁ କହି ଏମ୍‌ପି ପଦରୁ ଇସ୍ତଫା ଦେଇଥିବା ମିମି ଚକ୍ରବର୍ତ୍ତୀଙ୍କ ମୋଟ ସମ୍ପତ୍ତି କେତେ ଜାଣନ୍ତି

ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମସି) ନେତା ମିମି ଚକ୍ରବର୍ତ୍ତୀ ଯାଦବପୁର ନିର୍ବାଚନମଣ୍ଡଳୀରୁ ଏମ୍‌ପି ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୧୯ରେ ନିର୍ବାଚନରେ ଜିତିଥିଲେ। ସେ ରାଜ୍ୟ ବିଧାନସଭାରେ ପହଞ୍ଚି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟି ତାଙ୍କ…

ଖବରଦାତା ସାଗରିକା ଘୋଷଙ୍କୁ ରାଜ୍ୟ ସଭା ପଠାଇବ ଟିଏମସି, ୪ ଆଶାୟୀଙ୍କ ନାଁ ଘୋଷଣା କଲା ପାର୍ଟି

ନୂଆଦିଲ୍ଲୀ,୧୧।୨: ରାଜ୍ୟସଭା ନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ(ଟିଏମସି) ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ସୁସ୍ମିତା ଦେବଙ୍କୁ ପୁଣି ଥରେ ଟିଏମସି ରାଜ୍ୟସଭାକୁ ପଠାଇବ। ଏହା ବ୍ୟତୀତ ଖବରଦାତା ସାଗାରିକା ଘୋଷ, ମମତା ବାଲା ଠାକୁର ଏବଂ ଏମପି ନାଡିମୁଲ ହକଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?