Tag Archives: theft

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି। ଯାହାର ସିସିଟିଭି ଫୁଟେଜ ଭାଇରଲ ହେବାରେ ଲାଗିଛି। ସୂଚନାନୁଯାୟୀ, ଗତକାଲି ବିଳମ୍ବିତ ରାତିରେ…

ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି: ପିକ୍‌ଅପ୍‌ ଜବତ, ପୋଲିସ ୨ ଜଣଙ୍କୁ ଗିରଫ କରି…

ଦାରିଙ୍ଗବାଡ଼ି,୪ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡ଼ି ପଞ୍ଚାୟତ କାରିପାଙ୍ଗା ଗ୍ରାମର ଅରୁଣ ପ୍ରଧାନଙ୍କ ଓ୍ବାଟର ସର୍ଭିସ ସେଣ୍ଟରରୁ ଚୋରି ଘଟଣାରେ ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରି ହେବାର ମାତ୍ର ଅଧ ଘଣ୍ଟା ମଧ୍ୟରେ କ. ନୂଆଗାଁ ପୋଲିସ…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ ଶନିବାର ପୂର୍ବାହ୍ନରେ ରାସ୍ତାରୋକୋ କରିଥିଲେ। ସୂଚନାନୁଯାୟୀ, ଶୁକ୍ରବାର ରାତିରେ ବିଦେଇପୁର ଅଞ୍ଚଳର ୭ର…

ଥାନାଠାରୁ ୫୦ ମିଟର ଦୂରରେ ୯ ଦୋକାନରୁ ଚୋରି

ଧର୍ମଶାଳା,୨୬ା୧(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନାଠାରୁ ୫୦ମିଟର ଦୂରରେ ଥିବା ବଜାରରେ ଥିବା ଦୋକାନଗୁଡ଼ିକ ମଧ୍ୟରୁ ପାଖାପାଖି ୯ରୁ ଅଧିକ ଦୋକାନରୁ ଚୋରି ହୋଇଥିବା ସୋମବାର ସକାଳୁ ଦେଖିବାକୁ ମିଳିଛି। ତେବେ ଚୋରି କରୁଥିବା ବେଳେ ଜଣଙ୍କୁ ଧରି…

ଭାଜପା ଏମ୍‌ପି ମନୋଜ ତିଓ୍ବାରୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି, ଗିରଫ ହେଲେ ପୂର୍ବତନ କର୍ମଚାରୀ

ମୁମ୍ବାଇ,୧୮।୧: ଦିଲ୍ଲୀର ଉତ୍ତର-ପୂର୍ବ ଲୋକ ସଭା ନିର୍ବାଚନମଣ୍ଡଳୀର ଭାଜପା ଏମପି ଏବଂ ପ୍ରସିଦ୍ଧ ଗାୟକ ମନୋଜ ତିୱାରୀଙ୍କ ମୁମ୍ବାଇ ବାସଭବନରୁ ୫.୪୦ ଲକ୍ଷ ଟଙ୍କା ଚୋରି ହୋଇଥିବା ରିପୋର୍ଟ ହୋଇଛି। ଏହି ଘଟଣା ଅନ୍ଧେରୀ ପଶ୍ଚିମର ଶାସ୍ତ୍ରୀ ନଗର ଅଞ୍ଚଳର ସୁନ୍ଦରବନ…

ବୃଦ୍ଧାଶ୍ରମରୁ ଦୁର୍ବୃତ୍ତ ଚୋରି କରିନେଲେ ବିଭିନ୍ନ ସାମଗ୍ରୀ, ପୋଲିସର ତନାଘନା

ଛତ୍ରପୁର,୯ା୧(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଗୋଲାପଲ୍ଲୀସ୍ଥିତ ଯଶୋଦା ଫାଉଣ୍ଡେଶନ ଆଣ୍ଡ ଟ୍ରଷ୍ଟ ଆନୁକୂଲ୍ୟରେ ଥିବା ‘କସ୍ତୁରବା ବୃଦ୍ଧାଶ୍ରମ ଗୃହରୁ ବିଭିନ୍ନ ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଟ୍ରଷ୍ଟି ସାଗରିକା ପଣ୍ଡା ଲିଖିତ ଭାବେ ଛତ୍ରପୁର…

ଘରେ କେହି ନ ଥିବା ବେଳେ କଳାକନା ବୁଲାଇଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୭।୪,(ଗିରିଧାରୀ ପରିଛା): ଗଜପତି ଜିଲା ଗୋସାଣି ବ୍ଲକ ଗାରାବନ୍ଧ ଥାନା ଅଞ୍ଚଳରୁ ବଡ ଧରଣର ଚୋରି ହୋଇଛି। ଗାରାବନ୍ଧ କୁମୁଟି ସାହିର ଟି.ପ୍ରଦୀପ ସପରିବାର ତିରୁପତି ଦର୍ଶନ ପାଇଁ ଗତ ଶୁକ୍ରବାର ଯାଇଥିଲେ। ସେଠାରେ ସେ ଦର୍ଶନ ସାରି ରବିବାର ଘରକୁ…

ପୋଲିସ୍‌ ବାବୁଙ୍କ ଘରୁ ଚୋରି ହୋଇଗଲା ୧୫ ଲକ୍ଷ, ସିସିଟିଭିରେ ରେକର୍ଡ ହେଲା ଭିଡିଓ

ମୌନପୁରୀ, ୨୦।୦୮: ରାଜ୍ୟରେ ଏବେ ଅସୁରକ୍ଷିତ ପୋଲିସ୍‌ । କାରଣ ଖୋଦ୍‌ ପୋଲିସ୍‌ ବାବୁଙ୍କ ଘରେ କଳାକନା ବୁଲାଇଛନ୍ତି ଚୋର । ଉତ୍ତର ପ୍ରଦେଶର ମୌନପୁରୀରେ ଦୁଇଟି ଘରୁ ହୋଇଥିବା ଚୋରି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଦୁଇ…

ଗିରଫ ହେଲା କୋଟିପତି ଚୋର, ନାଁ ବଦଳାଇ କରିଥିଲା ବିବାହ

ମୁମ଼୍ବାଇ, ୬।୭: ବହୁଦିନ ଧରି ଚୋରି କରି ମୁମ଼୍ବାଇରେ ଅଏସ୍‌ କରୁଥିବା ଜଣେ କୋଟିପତି ଚୋରକୁ ଗିରଫ କରିଛି ଗୁଜୁରାଟ ପୋଲିସ । ଏହି ଚୋର ନାଁରେ ୧୯ଟି ଡକାୟତି ମାମଲା ରହିଛି । ବିଭିନ୍ନ ରାଜ୍ୟକୁ ଯାଇ ଚୋରି କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?