ମହମ୍ମଦ ସାମିଙ୍କୁ ନେଇ ଏମିତି କହିଲେ ଟିମ ଇଣ୍ଡିଆର ବୋଲିଂ କୋଚ, ଯାହା ହେଲାଣି ଭାଇରାଲ
ନୂଆଦିଲ୍ଲୀ,୯।୧୧: ଭାରତର ଦ୍ରୁତ ବୋଲର ମହମ୍ମଦ ସାମି ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି; ସେ ଗତ ଶୁକ୍ରବାର ନିଜର ଏହି ନିଷ୍ପତ୍ତି ଘୋଷଣା କରିଥିଲେ। ଏହାର ଦୁଇ ଦିନ ପରେ, ରବିବାର ଭାରତୀୟ ଦଳର ବୋଲିଂ କୋଚ ମୋର୍ନେ ମର୍କେଲ ସାମିଙ୍କ…

