Tag Archives: Sports News

ବର୍ତ୍ତମାନ ସମୟରେ ଦୁନିଆର ୨ ସର୍ବଶ୍ରେଷ୍ଠ ଲେଗ୍‌ ସ୍ପିନର କିଏ? ଇମରାନ ତାହିର କହିଲେ…

ନୂଆଦିଲ୍ଲୀ,୧୦।୧: ଦକ୍ଷିଣ ଆଫ୍ରିକା ପୂର୍ବତନ ସ୍ପିନର୍‌ ଇମରାନ୍‌ ତାହିର ବିଶ୍ୱର ୨ ସର୍ବଶ୍ରେଷ୍ଠ ସ୍ପିନରଙ୍କୁ ନେଇ ନିଜର ରାୟ ଦେଇଛନ୍ତି। ଭାରତର କୁଲଦୀପ ଯାଦବ ଏବଂ ଦକ୍ଷିଣ ଆଫ୍ରିକା ତବରେଜ ଶମ୍‌ସିଙ୍କୁ ସେ ଶ୍ରେଷ୍ଠ ବୋଲି ବାଛିଛନ୍ତି। ପିଟିଆଇ ସହ ସାକ୍ଷାତକାରରେ…

ଚର୍ଚ୍ଚାରେ ବିରାମ! ଘରକୁ ଫେରିବା ପରେ ଆଇପିଏଲ୍‌ ୨୦୨୪ର ପ୍ରସ୍ତୁତି ଆରମ୍ଭ କଲେ ଧୋନୀ

ନୂଆଦିଲ୍ଲୀ,୧୦।୧: ଆଇପିଏଲ୍‌ ୨୦୨୪ରେ ମହେନ୍ଦ୍ର ସିଂ ଧୋନୀ ଖେଳିବେ କି ନାହିଁ ସେନେଇ ନାନାଦି ଚର୍ଚ୍ଚା ଲାଗି ରହିଥିଲା। ଏବେ ସମସ୍ତ ଆଲୋଚନା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଧୋନୀଙ୍କ ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ଅଭ୍ୟାସ କରୁଥିବା…

‘ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି, କେବଳ ମୋତେ ବଦ୍‌ନାମ କରାଗଲା’

ନୂଆଦିଲ୍ଲୀ,୧୦।୧: ଟିମ୍‌ ଇଣ୍ଡିଆର ସମସ୍ତ ଖେଳାଳି ମଦ୍ୟପାନ କରନ୍ତି। ହେଲେ ତାଙ୍କ ଛବିକୁ ମଳିନ କରିବାକୁ ପ୍ରଚେଷ୍ଟା କରାଯାଇଥିବା ଅଭିଯୋଗ କରିଛନ୍ତି ଦଳର ପୂର୍ବତନ ଦ୍ରୁତ ବୋଲର୍‌ ପ୍ରବୀଣ କୁମାର। ନାଁ ନନେଇ ଜଣେ ବରିଷ୍ଠ ଖେଳାଳି ତାଙ୍କୁ ବଦନାମ କରିବାକୁ…

IND Vs AFG: ଭାରତ ବିପକ୍ଷ ସିରିଜ ଲାଗି ଦଳ ଘୋଷଣା କଲା ଆଫଗାନିସ୍ତାନ,ରଶିଦ ଦଳରେ ଥିବା ସତ୍ତ୍ୱେ ଏହି କ୍ରିକେଟର ନେବେ ନେତୃତ୍ୱ

ନୂଆଦିଲ୍ଲୀ,୬।୧: ଭାରତ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ ଲାଗି ଆଫଗାନିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ଶନିବାର ୧୯ଜଣିଆ ଟିମ୍‌ ଘୋଷଣା କରାଯାଇଛି। ଜାନୁଆରୀ ୧୧ରୁ ଆରମ୍ଭ ହେବାକୁ ଥିବା ଏହି ସିରିଜ ଲାଗି ଆଫଗାନିସ୍ତାନ ଟିମ୍‌ ଏକ ଚକିତ…

କ୍ରିକେଟରୁ ସନ୍ନ୍ୟାସ ନେଇ ରାଜନୀତିକୁ ବାଛିଥିଲେ, ମାତ୍ର ୯ ଦିନରେ ଦଳରୁ ଇସ୍ତଫା ଦେଇ ଚମକାଇଲେ ଧୋନୀଙ୍କ ବନ୍ଧୁ…

ଅମରାବତୀ,୬।୧: ପୂର୍ବତନ ଭାରତୀୟ କ୍ରିକେଟର ଅମ୍ବାତି ରାୟୁଡ଼ୁ ଡିସେମ୍ବର ୨୮ରେ ବଡ଼ ନିଷ୍ପତ୍ତି ନେଇଥିଲେ। ସମସ୍ତ ପ୍ରକାର କ୍ରିକେଟରୁ ଅବସର ଘୋଷଣା କରି ସେ ରାଜନୀତିରେ ପାଦ ରଖିବେ ବୋଲି କହିଥିଲେ। ସେ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିରେ…

T20 World Cup 2024: ବିଶ୍ୱକପ୍‌ରେ କେଉଁ ଦିନ-କେଉଁଠି ଖେଳାଯିବ ଭାରତ-ପାକିସ୍ତାନ ମହାମୁକାବିଲା, ଜାଣନ୍ତୁ…

ନୂଆଦିଲ୍ଲୀ, ୫ା୧: ଟି୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ ପହିଲାରୁ ଆରମ୍ଭ ହେବ। ୟୁଏସ୍‌ଏ ଏବଂ ଓ୍ବେଷ୍ଟଇଣ୍ଡିଜର ମିଳିତ ସଂଯୋଜନାରେ ଏହାର ଆୟୋଜନ କରାଯାଉଛି। ଟୁର୍ନାମେଣ୍ଟରେ ମୋଟ ୨୦ ଦଳ ଭାଗ ନେଉଥିଲେ ହେଁ କ୍ରିକେଟ ପ୍ରଶଂସକଙ୍କ ନଜର ଭାରତ ଏବଂ ପାରମ୍ପରିକ…

କେ ଏଲ୍‌ ରାହୁଲଙ୍କୁ ଆଖି ଦେଖାଇଲେ ଦକ୍ଷିଣ ଆଫ୍ରିକା ବୋଲର୍‌, ମିଳିଲା କଡ଼ା ଜବାବ

ସେଞ୍ଚୁରିଅନ୍‌,୨୭।୧୨: ଟିମ୍‌ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଘରୋଇ ବୋଲରମାନେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଅଡୁଆରେ ପକାଇଥିଲେ। ତେବେ ଲୋକେଶ ରାହୁଲ ୭୦ରନ୍‌ରେ ଅପରାଜିତ ରହି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ।…

ରୋହିତଙ୍କ ସ୍ଥାନ ନେବା ପରେ ହାର୍ଦ୍ଦିକଙ୍କୁ କରାଗଲା ମହାରାଜାଙ୍କ ଭଳି ସ୍ବାଗତ, Video ଦେଖିଲେ…

ନୂଆଦିଲ୍ଲୀ,୨୭।୧୨: ଆଇପିଏଲ୍‌ ୨୦୨୪ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ ଭାବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦାୟିତ୍ୱ ମିଳିଛି। ଏହାପରଠାରୁ ସେ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କୁ ଭବ୍ୟ ସ୍ବାଗତ କରାଯିବାର ଭିଡିଓ ଭାଇରାଲ ହେଉଛି। ୨୦୧୫ରୁ ଆଇପିଏଲ୍‌ ଖେଳୁଛନ୍ତି ପାଣ୍ଡ୍ୟା। ସେତେବେଳେ…

ଦକ୍ଷିଣ ଆଫ୍ରିକାକୁ ଝଟ୍‌କା: ଅଧିନାୟକ ବଭୁମାଙ୍କ ଖେଳିବା ନେଇ ବଢ଼ିଲା ଆଶଙ୍କା

ସେଞ୍ଚୁରିଅନ, ୨୬ା୧୨: ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ୍‌କୁ ବଡ଼ ଝଟ୍‌କା ଲାଗିଛି। ଦଳର ଅଧିନାୟକ ଟେମ୍ବା ବଭୁମା ଆଘାତପ୍ରାପ୍ତ ହୋଇଛନ୍ତି। ଫିଲ୍ଡିଂ କରୁଥିବା ସମୟରେ ବାମ ହାମଷ୍ଟ୍ରିଙ୍ଗ ଇଞ୍ଜୁରୀ ଯୋଗୁ ସେ ମ୍ୟାଚ୍‌ରେ ଆଗକୁ ଖେଳିବା…

ଭାରତ କୁସ୍ତି ମହାସଂଘ ବିବାଦ ମଧ୍ୟରେ ଖେଳରତ୍ନ, ଅର୍ଜୁନ ପୁରସ୍କାର ଫେରାଇଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ, ୨୬ା୧୨: ବିବାଦ ଘେରରେ ରହିଥିବା ଏମ୍‌ପି ତଥା ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ)ର ପୂର୍ବତନ ସଭାପତି ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ଅନୁଗତ ସଞ୍ଜୟ ସିଂ ମହାସଂଘର ସଭାପତି ଭାବେ ନିର୍ବାଚିତ ହେବାପରେ ବିବାଦ କ୍ରମେ ଘନେଇବାରେ ଲାଗିଛି। ଏହାକୁ…

IPL 2024 ପୂର୍ବରୁ ଦଳଗୁଡ଼ିକୁ ଲାଗିଲା ବଡ଼ ଝଟ୍‌କା, ଟୁର୍ନାମେଣ୍ଟ ଖେଳିପାରିବେନି ଏହି ୩ ଖେଳାଳି

କାବୁଲ,୨୬ା୧୨: ଆଇପିଏଲ୍‌ ୨୦୨୪ ପୂର୍ବରୁ ଦଳଗୁଡ଼ିକ ଲାଗି ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଆଫଗାନିସ୍ତାନର ୩ ଖେଳାଳି ମୁଜିବ୍‌ ଉର ରେହମାନ, ନବୀନ ଉଲ୍‌ ହକ୍‌ ଓ ଫଜଲ୍ହକ୍‌ ଫାରୁକିଙ୍କୁ ଆଫଗାନିସ୍ତାନ କ୍ରିକେଟ ବୋର୍ଡ(ଏସିବି) ପକ୍ଷରୁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ…

ସନ୍ନ୍ୟାସ ନେବେ ଓ୍ବାର୍ନର; ଏବେ ନିଜେ କହିଲେ ଦଳରେ କିଏ ନେବ ତାଙ୍କ ସ୍ଥାନ

ମେଲବର୍ନ,୨୬।୧୨: ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ମଧ୍ୟରେ ମେଲବର୍ନରେ ଖେଳାଯାଉଛି ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ୍‌। ଏହି ସିରିଜ ଭେଟେରାନ ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନରଙ୍କ ଲାଗି ସ୍ବତନ୍ତ୍ର। କାରଣ ଏହା ତାଙ୍କ ଟେଷ୍ଟ କ୍ୟାରିୟରର ଅନ୍ତିମ ସିରିଜ। ଓ୍ବାର୍ନର ଅଷ୍ଟ୍ରେଲିଆ ଟିମ୍‌ର ଅଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?