ଆଇପିଏଲ୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଆଉ ଏକ ଝଟ୍କା
ନୂଆଦିଲ୍ଲୀ,୧୬।୩: ଖୁବ୍ଶୀଘ୍ର ଆରମ୍ଭ ହେବ ବିଶ୍ୱର ସର୍ବବୃହତ ଟି୨୦ ଲିଗ୍ ଆଇପିଏଲ୍ ୨୦୨୪। ଏହାକୁ ନେଇ ସମସ୍ତ ଟିମ୍ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ହେଲେ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସକୁ ଲାଗିଛି ବଡ଼ ଝଟ୍କା। ଦଳର ଜଣେ…
ନିଜେ ନିଜର ମଜା ଉଡାଇଲେ ଅଶ୍ୱିନ, କହିଲେ-ଏତେ ବର୍ଷ ପରେ ବି ସୁଧାର ନାହିଁ…
ନୂଆଦିଲ୍ଲୀ,୧୩।୩: ନିକଟରେ ଭାରତୀୟ ଟିମ୍ର ଷ୍ଟାର ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ୫୦୦ ଉଇକେଟ ପୂରଣ ସହ ୧୦୦ତମ ଟେଷ୍ଟ ଖେଳିବାର ଗୌରବ ହାସଲ କରିଛନ୍ତି। ଏହାର ପୁରସ୍କାରସ୍ବରୂପ ଅଶ୍ୱିନ ଟେଷ୍ଟ ର଼୍ୟାଙ୍କିଂରେ ଶୀର୍ଷସ୍ଥାନରେ ପହଞ୍ଚିଛନ୍ତି। ଏସବୁ ହେବା ପରେ ଏବେ…
୨ ଖେଳାଳିଙ୍କ ଭାଗ୍ୟ ଖୋଲିଦେଲା ବିସିସିଆଇର ଘୋଷଣା: ଇଂଲଣ୍ଡ ବିପକ୍ଷରେ ନ ଖେଳି ବି ହେଲେ କୋଟିପତି
ନୂଆଦିଲ୍ଲୀ,୧୦।୩: ବିସିସିଆଇ ଶନିବାର ଖେଳାଳିଙ୍କ ପାଇଁ ଏକ ବଡ଼ ଘୋଷଣା କରିଛି। ଟିମ୍ ଇଣ୍ଡିଆ ଧର୍ମଶାଳା ଟେଷ୍ଟରେ ବିଜେତା ହେବାର କିଛି ସମୟ ପରେ ବିସିସିଆଇ ସଚିବ ଜୟ ଶାହା ଟେଷ୍ଟ କ୍ରିକେଟରେ ଇନସେଣ୍ଟିଭ ସ୍କିମ ଆସୁଥିବା ଜଣାଇଥିଲେ। ଟେଷ୍ଟ କ୍ରିକେଟକୁ…
ଆଇପିଏଲ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ଝଟ୍କା! ଖେଳି ନ ପାରନ୍ତି…
ନୂଆଦିଲ୍ଲୀ,୧୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୪ ଆରମ୍ଭ ହେବାକୁ ଆଉ ଦୁଇ ସପ୍ତାହରୁ କମ୍ ସମୟ ବାକି। ଏହି ମେଗା ଟୁର୍ନାମେଣ୍ଟ ପୂର୍ବରୁ ସମସ୍ତ ଟିମ୍ ନିଜ ନିଜର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏସବୁ ମଧ୍ୟରେ ଦିଲ୍ଲୀ କ୍ୟାପିଟାଲ୍ସ ଟିମ୍ ପାଇଁ…
ଧର୍ମଶାଳାରେ ଡେବ୍ୟୁ କରିବେ ୮ ଖେଳାଳି
ନୂଆଦିଲ୍ଲୀ,୫।୩: ଧର୍ମଶାଳାର ଏଚ୍ପିସିଏ ଷ୍ଟାଡିୟମରେ ମାର୍ଚ୍ଚ ୭ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ଅନ୍ତିମ ମୁକାବିଲା ଖେଲାଯିବ। ଏହି ମ୍ୟାଚ୍ରେ ବିଜେତା ହୋଇ ଭାରତ ଗସ୍ତର ସୁଖଦ ଅନ୍ତ କରିବାକୁ ଇଂଲଣ୍ଡ ଚାହିଁବ। ସେହିଭଳି ଟିମ୍ ଇଣ୍ଡିଆ…
ସନ୍ନ୍ୟାସ ଘୋଷଣା କରି ଚମକାଇଲେ ୮୫୦ ଉଇକେଟ ନେଇଥିବା ଏହି ଭାରତୀୟ କ୍ରିକେଟର
କୋଲକାତା, ୫ା୩: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଧର୍ମଶାଳାରେ ମାର୍ଚ୍ଚ ୭ରୁ ୫ମ ଟେଷ୍ଟ ଖେଳାଯିବ। ଏହି ମ୍ୟାଚ୍ ପୂର୍ବରୁ ଭାରତର ଜଣେ କ୍ରିକେଟର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଏହି ଖେଳାଳି ଇଂଲଣ୍ଡ ବିପକ୍ଷରେ ହିଁ ନିଜର ଶେଷ…
ଆଇପିଏଲ୍ ଖେଳିବେ କି ନାହିଁ ପନ୍ତ, ମାର୍ଚ୍ଚ ୫ରେ ଆସିପାରେ ବଡ଼ ଅପ୍ଡେଟ୍…
ନୂଆଦିଲ୍ଲୀ,୨।୩: ଋଷଭ ପନ୍ତ ଏକ ବର୍ଷରୁ ଅଧିକ ସମୟ ଧରି କ୍ରିକେଟରୁ ଦୂରରେ ଅଛନ୍ତି। ଏମିତିରେ ସମସ୍ତେ ତାଙ୍କ ପ୍ରତ୍ୟାବର୍ତ୍ତନକୁ ଅପେକ୍ଷା କରିଛନ୍ତି। ସୁସ୍ଥ ହେବା ପରେ ପ୍ରତ୍ୟାବର୍ତ୍ତନ ପାଇଁ ପନ୍ତ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି। ତେବେ ସେ ଏଥର…
କୋହଲି ନ ଖେଳିବା ନେଇ ଆଣ୍ଡରସନ କାହିଁକି କହିଲେ ‘It’s a Shame’
ନୂଆଦିଲ୍ଲୀ,୨।୩: ବିରାଟ କୋହଲି ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳୁ ନାହାନ୍ତି। ବ୍ୟକ୍ତିଗତ କାରଣରୁ କୋହଲି ସିରିଜ ପୂର୍ବରୁ ତାଙ୍କ ନାମ ପ୍ରତ୍ୟାହାର କରି ନେଇଥିଲେ। ଫଳରେ ପ୍ରଶଂସକମାନେ କୋହଲି ଏବଂ ଇଂଲଣ୍ଡର ମହାନ ଦ୍ରୁତ ବୋଲର…
ବିସିସିଆଇ କଠୋର ହେବା ପରେ ରଣଜୀ ଖେଳିବେ ବୋଲି ହଁ ଭରିଲେ ଶ୍ରେୟସ, ସେମିଫାଇନାଲରେ…
ନୂଆଦିଲ୍ଲୀ,୧।୩: ରଣଜୀ ଟ୍ରଫି ଟୁର୍ନାମେଣ୍ଟ ୨୦୨୪ର ସେମିଫାଇନାଲରେ ଅଜିଙ୍କ୍ୟ ରାହାନେ ଅଧିନାୟକ ଥିବା ମୁମ୍ବାଇ ଟିମ୍ ପହଞ୍ଚିଛି। ଏବେ ସେମିଫାଇନାଲରେ ମୁମ୍ବାଇର ମୁକାବିଲା ତାମିଲନାଡ଼ୁ ସହ ହେବ। ଶନିବାର ଅର୍ଥାତ ମାର୍ଚ୍ଚ ୨ରୁ ଏହାର ଆରମ୍ଭ ହେବ। ତେବେ ଏହି ମୁକାବିଲାରେ…
‘ଆୟର-କିଶନଙ୍କ ପ୍ରତି ଅନ୍ୟାୟ ହୋଇଛି’
ନୂଆଦିଲ୍ଲୀ,୧।୩: ବିସିସିଆଇ ପକ୍ଷରୁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଘୋଷଣା ହେବା ପରଠାରୁ ବିବାଦ ଉପୁଜିଛି। ବିଶେଷକରି ଶ୍ରେୟାସ ଆୟର ଏବଂ ଈଶାନ କିଶନଙ୍କ ନାମ କୌଣସି ଗ୍ରେଡ୍ରେ ନ ଥିବାରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବୋର୍ଡ ପକ୍ଷରୁ ଉଭୟଙ୍କ ନାମକୁ ବିଚାରକୁ ନିଆଯାଇ…
ଲକ୍ଷ୍ନୌ ଦେଲା କ୍ରୁନାଲ ପାଣ୍ଡ୍ୟାଙ୍କୁ ଝଟ୍କା
ନୂଆଦିଲ୍ଲୀ,୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍୦୨୪) ଆରମ୍ଭ ହେବା ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍(ଏଲ୍ଏସ୍ଜି) ବଡ଼ ପଦକ୍ଷେପ ନେଇଛି। ଫ୍ରାଞ୍ଚାଇଜ୍ କେଏଲ୍ ରାହୁଲ ଅଧିନାୟକ ରହିବେ। ହେଲେ ତାଙ୍କ ଡେପୁଟି ଅର୍ଥାତ ଉପଅଧିନାୟକ ଭାବେ ଓ୍ବେଷ୍ଟଇଣ୍ଡିଜର ମହାନ କ୍ରିକେଟର ନିକୋଲାସ ପୁରନ୍ଙ୍କୁ ଦାୟିତ୍ୱ…
ଶ୍ରେୟସ-ଈଶାନ ନୁହନ୍ତି, କଣ୍ଟ୍ରାକ୍ଟରେ ଏହି ୨ ଖେଳାଳିଙ୍କ ‘ଗ୍ରେଡ୍’କୁ ନେଇ ବିତର୍କ ବଢ଼ୁଛି
ନୂଆଦିଲ୍ଲୀ,୨୯।୨: ବିସିସିଆଇର ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ତାଲିକା ବୁଧବାର ପ୍ରକାଶ ପାଇବା ପରଠାରୁ ବିବାଦୀୟ ସ୍ଥିତି ଉପୁଜିଛି। ତାଲିକାରେ କିଛି ଖେଳାଳି ବାଦ୍ ପଡ଼ିଥିବା ବେଳେ କିଛି ପ୍ରଥମ ଥର ଲାଗି ସାମିଲ ହୋଇଛନ୍ତି। ସିଧାସଳଖ ଆଦେଶ ଅବମାନନା କରି ରଣଜୀ ଟ୍ରଫି…
Archives


