ବିରାଟ କୋହଲିଙ୍କ ଯୋଗୁ ହାରିଯାଇଥିଲେ ବିଶ୍ୱକପ୍ ଫାଇନାଲ? ବହୁତ ବଡ଼ କଥା କହିଦେଲେ ସେହ୍ବାଗ…
ନୂଆଦିଲ୍ଲୀ,୮।୫: ଭାରତୀୟ ଟିମ୍ ୨୦୨୩ ଦିନିକିଆ ବିଶ୍ୱକପ୍ରେ ଗୋଟିଏ ବି ମ୍ୟାଚ୍ ନ ହାରି ଫାଇନାଲରେ ପ୍ରବେଶ କରିଥିଲା। ହେଲେ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ହାରିବା ପରେ ଆଇସିସି ଟ୍ରଫି ଜିତିବା ସ୍ବପ୍ନ ପୁଣି ଅଧାରେ ରହିଥିଲା। ପୁଣି ଥରେ ଏହି…
VIDEO: ଆର୍ସିବିର ମଜା ଉଡାଇଲା ପଞ୍ଜାବ କିଙ୍ଗ୍ସ, ଧର୍ମଶାଳା ମ୍ୟାଚ୍କୁ ନେଇ ବଢ଼ିଲା ଉତ୍କଣ୍ଠା
ନୂଆଦିଲ୍ଲୀ,୮।୫: ଆଇପିଏଲ୍ ୨୦୨୪ର ଲିଗ୍ ପର୍ଯ୍ୟାୟ ଏବେ ଶେଷ ସୋପାନରେ। ଦୁଇ ସପ୍ତାହ ପରେ ଟୁର୍ନାମେଣ୍ଟର ପ୍ଲେ ଅଫ୍ ମୁକାବିଲା ଖେଳାଯିବ। ଏଯାବତ ଗୋଟିଏ ବି ଟିମ୍ ଆଧିକାରୀକ ଭାବେ ବାଦ ପଡ଼ି ନ ଥିବା ବେଳେ କେହି କ୍ୱାଲିଫାଏ ବି…
ଟି୨୦ ବିଶ୍ୱକପ୍କୁ ମାଗଣାରେ ଦେଖିପାରିବେ ଦର୍ଶକ, ଡିଜ୍ନୀ କଲା ବଡ଼ ଘୋଷଣା…
ନୂଆଦିଲ୍ଲୀ,୮।୫: ଆଗାମୀ ଟି୨୦ ବିଶ୍ୱକପ୍ ନେଇ ବଡ଼ ଘୋଷଣା କରିଛି ଡିଜ୍ନୀ ପ୍ଲସ୍ ହଟ୍ଷ୍ଟାର। ବ୍ୟବହାରକାରୀମାନେ ଏହି ମୋବାଇଲ ଆପ୍ରେ ମାଗଣାରେ ବିଶ୍ୱକପ୍କୁ ଉପଭୋଗ କରିପାରିବେ। ତେବେ ଗତ ବର୍ଷ ଏହା ଦିନିକିଆ ବିଶ୍ୱକପ୍ ଏବଂ ଏସିଆ କପ୍ର ମାଗଣା ଷ୍ଟ୍ରିମିଂ…
VIDEO: ଶାହାରୁଖ ଖାନ୍ଙ୍କୁ ଦେଖି ଖୁସିରେ ନାଚି ଉଠିଲେ ପୃଥ୍ବୀ ଶ’ଙ୍କ ପ୍ରେମିକା, କଲେ ଏଭଳି…
ନୂଆଦିଲ୍ଲୀ,୭।୫: ଆଇପିଏଲ୍ର କିଛି ଟିମ୍ର ମାଲିକ ହେଉଛନ୍ତି ସେଲିବ୍ରିଟି। ଏଣୁ ଉକ୍ତ ଦଳର ମ୍ୟାଚ୍ ସମୟରେ କଳାକାରଙ୍କୁ ଦେଖିବାକୁ ମିଳିଥାଏ। ପଞ୍ଜାବରୁ ପ୍ରିତି ଜିଣ୍ଟା ହୁଅନ୍ତୁ ଅଥବା କୋଲକାତାର ଶାହାରୁଖ ଖାନ୍, ଉଭୟ କଳାକାର ଦଳକୁ ସମର୍ଥନ ଜଣାଇବାକୁ ପ୍ରାୟତଃ ଉପସ୍ଥିତ…
ବିରାଟ-ଗାଭାସ୍କର ବିବାଦକୁ ଡେଇଁଲେ ଅକ୍ରମ୍; କୋହଲିଙ୍କୁ କହିଦେଲେ ବଡ଼ କଥା…
ନୂଆଦିଲ୍ଲୀ,୭।୫: ନିକଟରେ ଦେଖାଦେଇଥିବା ବିରାଟ କୋହଲି ଏବଂ ସୁନୀଲ ଗାଭାସ୍କରଙ୍କ ମଧ୍ୟର ବିବାଦ ମଧ୍ୟକୁ ଡେଇଁ ପଡ଼ିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଅକରମ୍। ବିରାଟଙ୍କୁ ପରାମର୍ଶ ଦେଇ ସେ ଏଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି।…
ରେସଲର୍ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍କା; ନିଲମ୍ବନ କଲା NADA
ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ ସୋନିପତରେ ଆୟୋଜିତ ନ୍ୟାଶନାଲ ଟ୍ରାଏଲ୍ସ ସମୟରେ ଡୋପ୍ ଲାଗି ନମୂନା ଦେଇ ନ ଥିଲେ।…
‘ହତାଶ ହୋଇପଡ଼ିଛନ୍ତି ପାଣ୍ଡ୍ୟା,ଅଛନ୍ତି ଚାପରେ’
ନୂଆଦିଲ୍ଲୀ,୪।୫: ହାର୍ଦ୍ଦିକ ପାଣ୍ଡ୍ୟା ଥକି ଯାଇଥିବା, ହତାଶ ଏବଂ ଚାପରେ ଥିବା ଭଳି ଦୃଶ୍ୟମାନ ହେଉଛନ୍ତି। କିଛି ଏଭଳି କହିଛନ୍ତି ପୂର୍ବତନ ଅଷ୍ଟ୍ରେଲିୟ କ୍ରିକେଟର ଆରୋନ ଫିଞ୍ଚ ଏବଂ ଗ୍ରିମ୍ ସ୍ମିଥ୍। ଶୁକ୍ରବାର ଓ୍ବାଙ୍ଖଡେ ଷ୍ଟାଡିୟମରେ ତାଙ୍କୁ ପୁଣିଥରେ ହୁଟିଂର ସମ୍ମୁଖୀନ…
ପାଣ୍ଡ୍ୟା-ବୁମ୍ରାଙ୍କୁ ଛାଡ଼ନ୍ତୁ, ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଇଲେଣି ରୋହିତ ଶର୍ମା…
ନୂଆଦିଲ୍ଲୀ,୪।୫: ଟି୨୦ ବିଶ୍ୱକପ୍ରେ ଜୁନ୍ ୫ରୁ ନିଜର ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚ୍ରେ ଦଳ ଆର୍ୟଲ୍ୟାଣ୍ଡକୁ ଭେଟିବ। ତେବେ ଏହା ପୂର୍ବରୁ ଟିମ୍ ଇଣ୍ଡିଆରେ ଚୟନ ହୋଇଥିବା ଖେଳାଳି ଆଇପିଏଲ୍ରେ ବ୍ୟସ୍ତ ଥିବାରୁ ସମସ୍ତେ ଫିଟ୍ ରୁହନ୍ତୁ…
ଟିମ୍ ଇଣ୍ଡିଆରୁ କେ ଏଲ୍ ରାହୁଲ କାହିଁକି ପଡ଼ିଲେ ବାଦ୍? ଜାଣନ୍ତୁ ୫ କାରଣ…
ନୂଆଦିଲ୍ଲୀ,୩୦।୪: ବିଶ୍ୱକପ୍ ୨୦୨୪ ଲାଗି ଟିମ୍ ଇଣ୍ଡିଆ ଘୋଷଣା ହୋଇଛି। ବିସିସିଆଇ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ଜଣିଆ ସଦସ୍ୟ ବିିଶିଷ୍ଟ ଭାରତୀୟ ସ୍କ୍ବାର୍ଡ ଘୋଷଣା କରିଛି। ଚୟନ କମିଟି ଋଷଭ ପନ୍ତ ଏବଂ ସଞ୍ଜୁ ସାମସନଙ୍କୁ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଭାବେ ଚୟନ…
ଟିମ୍ ଇଣ୍ଡିଆ ବିଶ୍ୱକପ୍ ସ୍କ୍ବାର୍ଡରୁ ବାଦ୍ ପଡ଼ିଲେ ଏସବୁ ଖେଳାଳି, ରିଜର୍ଭରେ ରହିଲେ…
ନୂଆଦିଲ୍ଲୀ,୩୦।୪: ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି୨୦ ବିଶ୍ୱକପ୍ ୨୦୨୪ ଲାଗି ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ବାର୍ଡ ଘୋଷଣା ହୋଇଛି। ମଙ୍ଗଳବାର ଅପରାହ୍ନରେ ବିସିସିଆଇ ସଚିବ ଜୟ ଶାହା ଏବଂ ମୁଖ୍ୟ ଚୟନକର୍ତ୍ତାଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକ ପରେ…
ଆଇପିଏଲ୍ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା
ନୂଆଦିଲ୍ଲୀ,୨୭।୪: ଆଇପିଏଲ୍ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ ପଞ୍ଜାବ ୨୦ ଲକ୍ଷ ଟଙ୍କାରେ କିଣିଥିଲା। ହେଲେ କେକେଆର୍ ବିପକ୍ଷ ମ୍ୟାଚ୍ରେ ସେ ୨୮…
ଟି୨୦ ବିଶ୍ୱକପ୍ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ
ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୪ ଜୁନ୍ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍ ୨୯ ଯାଏ ଏହା ଖେଳାଯିବ। ତେବେ ଏହି ଟୁର୍ନାମେଣ୍ଟକୁ ନେଇ ଆଇସିସି ପକ୍ଷରୁ ବଡ଼ ନିଷ୍ପତ୍ତି ନିଆଯାଇଛି। ଆଇସିସି ଟିମ୍…

