ଶାମିଙ୍କ ସହ ନିର୍ବନ୍ଧକୁ ନେଇ ବଡ଼ ବୟାନ ଦେଲେ ସାନିଆଙ୍କ ବାପା
ନୂଆଦିଲ୍ଲୀ,୨୧।୬: ଭାରତର ଟେନିସ ତାରକା ସାନିଆ ମିର୍ଜା ଚଳିତ ବର୍ଷ କ୍ରିକେଟର ଶୋଏବ ମଲ୍ଲିକଙ୍କଠାରୁ ଛାଡ଼ପତ୍ର ନେଇଛନ୍ତି। ଏହାପରେ ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସନା ଜାଭେଦଙ୍କୁ ଦ୍ୱିତୀୟ ବିବାହ କରିନେଇଥିଲେ। ହେଲେ ଏଯାଏ ସାନିଆ ଏକାକି ଅଛନ୍ତି। ଏମିତିରେ ତାଙ୍କର ଏବଂ…
କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନଙ୍କୁ ହରାଇଲେ ୟୁସୁଫ ପଠାନ୍, ଭାବୁକ ହୋଇ ଇରଫାନ କହିଲେ ଏମିତି…
ନୂଆଦିଲ୍ଲୀ,୪।୬: ପୂର୍ବତନ ଭାରତୀୟ କ୍ରିକେଟର ୟୁସୁଫ ପଠାନ ଲୋକ ସଭା ନିର୍ବାଚନରେ ବଡ଼ ବିଜୟ ହାସଲ କରିଛନ୍ତି। ତୃଣମୂଳ କଂଗ୍ରେସ ପକ୍ଷରୁ ଲଢ଼ୁଥିବା ୟୁସୁଫଙ୍କୁ ଦଳ ପଶ୍ଚିମବଙ୍ଗର ବହରାମପୁର ଲୋକ ସଭା ଆସନରୁ ପ୍ରାର୍ଥୀ କରିଥିଲା। ସେ କଂଗ୍ରେସର ପୁରୁଖା ନେତା…
ଟିମ୍ରେ ସ୍ଥାନ ମିଳିଲାନି ବୋଲି କ୍ରିକେଟର ଖପ୍ପା: କହିଲେ-‘ଟି୨୦ ବିଶ୍ୱକପ୍ ଦେଖିବି ନାହିଁ’
ନୂଆଦିଲ୍ଲୀ,୩।୬: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୪ରେ ନିଜର ଜବରଦସ୍ତ ପ୍ରଦର୍ଶନକୁ ନେଇ ବାହାବାଃ ସାଉଁଟିଥିବା ରିୟାନ ପରାଗ ଏକ ଚମକାଇବା ଭଳି ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କୁ ଟି୨୦ ବିଶ୍ୱକପ୍ ଟିମ୍ରେ ଚୟନ କରାଯାଇ ନ ଥିବାରୁ ସେ…
ହଠାତ୍ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର
ନୂଆଦିଲ୍ଲୀ,୩।୬: ଅଜବ ବୋଲିଂ ଆକ୍ସନକୁ ନେଇ ପରିଚିତ ଭାରତୀୟ ଅଲରାଉଣ୍ଡର କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ ସେ। ଏଯାବତ ଭାରତ ପାଇଁ ୭୩ ଦିନିକିଆ ଏବଂ ୯ ଟି୨୦…
ଟିମ୍ ଇଣ୍ଡିଆକୁ କିଭଳି କୋଚ୍ ଆବଶ୍ୟକ? ବିସିସିଆଇକୁ ଗାଙ୍ଗୁଲିଙ୍କ ପରାମର୍ଶ, ଗମ୍ଭୀରଙ୍କୁ ନେଇ ଦେଲେ ବଡ଼ ବୟାନ…
ନୂଆଦିଲ୍ଲୀ,୧।୬: ଗୋଟିଏ ପଟେ ଟିମ୍ ଇଣ୍ଡିଆ ଆମେରିକାରେ ଟି୨୦ ବିଶ୍ୱକପ୍ ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ଦେଶରେ ଏହା ବ୍ୟତିତ ଆଗାମୀ କୋଚ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ବିଶ୍ୱକପ୍ ପରେ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡଙ୍କ…
ବାଜିଲା ମୋହର! ଏହି ଖେଳାଳି ନେବେ ରାହୁଲ ଦ୍ରାବିଡଙ୍କ ସ୍ଥାନ, ହେବେ ନୂଆ ମୁଖ୍ୟ କୋଚ୍
ମୁମ୍ବାଇ,୧।୬: ୨୦୦୭ ଏବଂ ୨୦୧୧ରେ ବିଶ୍ୱକପ୍ ଜିତିଥିବା ଭାରତୀୟ ଟିମ୍ର ସଦସ୍ୟ ଥିବା ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମ୍ର ମୁଖ୍ୟ କୋଚ୍ ହେବା ଏକପ୍ରକାର ନିଶ୍ଚିତ ହୋଇସାରିଛି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ ଦ୍ରାବିଡ଼ଙ୍କ ଉତ୍ତରାଧିକାରୀ ଭାବେ…
ଟି୨୦ ବିଶ୍ୱକପ୍ ପୂର୍ବରୁ ଇଂଲଣ୍ଡର ଏହି ବୋଲରଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ, ବେଟିଂ ମାମଲାରେ…
ନୂଆଦିଲ୍ଲୀ,୧।୬: ବେଟିଂ ପାଇଁ ବ୍ୟାନ୍ ହେଲେ ଇଂଲଣ୍ଡର ଦ୍ରୁତ ବୋଲର ବ୍ରାଇଡନ୍ କାର୍ସ। ଇଂଲଣ୍ଡ କ୍ରିକେଟ ବୋର୍ଡ ତାଙ୍କୁ ୨୦୧୭ରୁ ୨୦୧୯ ଯାଏ ୩୦୩ଥର ବେଟିଂ କରିବାରେ ଦୋଷୀ ସାବ୍ୟସ୍ତ କରିଛି। ଏହା ପରେ ବୋର୍ଡର ଦୁର୍ନୀତି ନିବାରଣ ସଂସ୍ଥା ତାଙ୍କୁ…
୧୫ ମାସ ପରେ ଟିମ୍ ଇଣ୍ଡିଆ ଜର୍ସି ପିନ୍ଧି ପନ୍ତ କହିଲେ-ଥ୍ୟାଙ୍କ୍ ୟୁ ଭଗବାନ
ନୂଆଦିଲ୍ଲୀ,୩୦।୫: ଟି୨୦ ବିଶ୍ୱକପ୍ ଖେଳିବା ଲାଗି ଟିମ୍ ଇଣ୍ଡିଆ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଆମେରିକାରେ ପହଞ୍ଚିଛନ୍ତି। ଟିମ୍ ଇଣ୍ଡିଆର ଖେଳାଳିମାନେ ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି। ଏହି କ୍ରମରେ ପନ୍ତଙ୍କ ଏକ ପୋଷ୍ଟ ବେଶ ଭାଇରାଲ ହେଉଛନ୍ତି। କାରଣ ସେ…
କେକେଆର୍ ଛାଡ଼ି ଟିମ୍ ଇଣ୍ଡିଆ ହେଡ୍ କୋଚ୍ ହେବାକୁ ଗମ୍ଭୀର ରାଜି, ଏହା ହେଉଛି ବଡ଼ କାରଣ…
ନୂଆଦିଲ୍ଲୀ,୨୮।୫: ଟିମ୍ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍ କିଏ ହେବ? ଏହି ପ୍ରଶ୍ନର ଉତ୍ତର ବୋଧହୁଏ ମିଳିସାରିଛି। କାରଣ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟର ଗୌତମ ଗମ୍ଭୀର ଏହି ଦାୟିତ୍ୱ ତୁଲାଇବା ଲାଗି ସହମତି ପ୍ରକାଶ କରିଛନ୍ତି। ଏଣୁ ରାହୁଲ ଦ୍ରାବିଡଙ୍କ…
ପତ୍ନୀ ନତାଶାଙ୍କୁ ଆଲିମନି ଟଙ୍କା ଦେବା ଲାଗି ଗୁଜରାଟରୁ ମୁମ୍ବାଇ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା? ସାମ୍ନାକୁ ଆସିଲା ଚକିତ କଲା ଭଳି…
ନୂଆଦିଲ୍ଲୀ,୨୫।୫: ଭାରତୀୟ କ୍ରିକେଟ ଟିମ୍ର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଜୀବନରେ କିଛି ବି ଠିକ୍ ଚାଲିନାହିଁ। ପ୍ରଥମେ ଆଇପିଏଲ୍ ୨୦୨୪ରେ ଖରାପ ପ୍ରଦର୍ଶନ ପରେ ଏବେ ବିବାହ ବିଚ୍ଛେଦ ନେଇ ଖବର ଚର୍ଚ୍ଚାରେ ରହିଛି। ପତ୍ନୀ ନତାଶା ଷ୍ଟାନକୋଭିକଙ୍କଠାରୁ ପାଣ୍ଡ୍ୟା…
କୋହଲିଙ୍କୁ ଟାର୍ଗେଟ କଲେ ରାୟୁଡୁ
ନୂଆଦିଲ୍ଲୀ,୨୪।୫: ଚେନ୍ନାଇ ସୁପର କିଙ୍ଗ୍ସ ଏକ ରୋମାଞ୍ଚକ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁଠାରୁ ପରାଜିତ ହୋଇ ପ୍ଲେଅଫ୍ରୁ ବାଦ୍ ପଡ଼ିଥିଲା। ଏହା ଦେଖି କମେଣ୍ଟ୍ରି କରୁଥିବା ପୂର୍ବତନ ସିଏସ୍କେ କ୍ରିକେଟର ଅମ୍ବତି ରାୟୁଡ଼ୁ କାନ୍ଦି ପକାଇଥିଲେ। ଏହାପରଠାରୁ ସେ ଲଗାତାର ଭାବେ…
ଏଲିମିନେଟର ମୁକାବିଲା ପୂର୍ବରୁ RCB ପ୍ରଶଂସକଙ୍କୁ କ୍ଷମା ମାଗିଲେ ଓ୍ବାଟସନ୍, ଜାଣନ୍ତୁ କାରଣ…
ନୂଆଦିଲ୍ଲୀ,୨୨।୫: ଆଇପିଏଲ୍ ୨୦୨୪ର ଏଲିମିନେଟର ମୁକାବିଲା ବୁଧବାର ରାଜସ୍ଥାନ ରୟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ଏହି ବଡ଼ ମୁକାବିଲା ପୂର୍ବରୁ ଅଷ୍ଟ୍ରେଲୀୟ ଖେଳାଳି ତଥା ପୂର୍ବତନ ଆର୍ସିବି ଖେଳାଳି ଶେନ ଓ୍ବାଟସନ୍ ବାଙ୍ଗାଲୁରୁ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି।…

