Tag Archives: Sports News

କ’ଣ ଆଇସିସିର ଆଗାମୀ ଅଧ୍ୟକ୍ଷ ହେବେ ଜୟ ଶାହା? ଜାଣନ୍ତୁ କେବେ, କେଉଁଠାରେ ହେବ ନିଷ୍ପତ୍ତି… 

ନୂଆଦିଲ୍ଲୀ,୧୮।୭: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ପକ୍ଷରୁ ଶୁକ୍ରବାର କଲମ୍ବୋରେ ହେବାକୁ ଥିବା ୪ ଦିନିଆ ବାର୍ଷିକ ସମ୍ମିଳନୀରେ ଅଧ୍ୟକ୍ଷ ପଦକୁ ନେଇ ଚର୍ଚ୍ଚା ହୋଇପାରେ। ନ୍ୟୁଜଲ୍ୟାଣର ଗ୍ରେଗ୍‌ ଓ୍ବାର୍କଲେଙ୍କ ପରେ ବିସିସିଆଇ ସଚିବ ଜୟ ଶାହାଙ୍କ ଏହି ଦାୟିତ୍ୱ ତୁଲାଇବେ ବୋଲି…

ଦିଲ୍ଲୀ କ୍ୟାପିଟାଲ୍ସକୁ ଲାଗିପାରେ ବଡ଼ ଝଟ୍‌କା, ସିଏସ୍‌କେ ଯିବେ ଏହି ଖେଳାଳି…

ନୂଆଦିଲ୍ଲୀ,୧୮।୭: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌ ୨୦୨୫) ଲାଗି ଦଳଗୁଡ଼ିକ ପକ୍ଷରୁ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି ମାମଲଶରେ ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ରହିଛି। କିଛିଦିନ ପୂର୍ବେ କୋଚ୍‌ ରିକି ପଣ୍ଟିଂ ଦଳ ଛାଡ଼ିଥିଲେ। ଏବେ ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ତଥା…

ଜଣାପଡ଼ିଲା କାରଣ, ଏଥିଲାଗି ପାଣ୍ଡ୍ୟାଙ୍କୁ ଅଧିନାୟକ କରିବାକୁ ଚାହାନ୍ତି ନାହିଁ ଗୌତମ ଗମ୍ଭୀର…

ନୂଆଦିଲ୍ଲୀ,୧୭।୭: ଶ୍ରୀଲଙ୍କା ଗସ୍ତ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା ଖୁବ୍‌ଶୀଘ୍ର ହେବାକୁ ଯାଉଛି। ଭାରତୀୟ ଚୟନ କମିଟି ଖୁବ୍‌ଶୀଘ୍ର ଟି୨୦ ଏବଂ ଦିନିକିଆ ଟିମ୍‌ର ଘୋଷଣା କରିପାରେ। ହେଲେ ଏସବୁ ମଧ୍ୟରେ ଟିମ୍‌ ଇଣ୍ଡିଆର ଆଗାମୀ ଟି୨୦ ଅଧିନାୟକ କିଏ ହେବ…

ପାଣ୍ଡ୍ୟାଙ୍କ ହାତରୁ ଅଧିନାୟକତ୍ୱ ଛଡ଼ାଇନେଲେ ଗମ୍ଭୀର, ଅଗରକରଙ୍କ ସହ ମିଶି ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୧୬।୭: ୧୩ ବର୍ଷ ପରେ ଟିମ୍‌ ଇଣ୍ଡିଆକୁ ବିଶ୍ୱ ଚାମ୍ପିଅନ୍‌ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବଡ଼ ଝଟ୍‌କା ଲାଗିଛି। ଗୌତମ ଗମ୍ଭୀର ଶ୍ରୀଲଙ୍କା ଗସ୍ତରେ ଦଳ ସହ ନୂତନ କୋଚ୍‌ ଭାବେ ଯାତ୍ରା ଆରମ୍ଭ…

ଚୁଡ଼ି ପଠାଉଛି ପିନ୍ଧି ଦିଅ…ବିସିସିଆଇକୁ ଏଭଳି କହି ସବୁ ସୀମା ଟପିଲେ ପାକିସ୍ତାନୀ କ୍ରିକେଟର

ନୂଆଦିଲ୍ଲୀ,୧୪।୭: ଆଇସିସିର ପ୍ରତିଟି ଟୁର୍ନାମେଣ୍ଟରେ ଟିମ୍‌ ଇଣ୍ଡିଆର ଗୁରୁତ୍ୱ ଅଧିକ ରହିଥାଏ। କାରଣଟି ହେଲା ଦଳର ପ୍ରଶଂସକ ଏବଂ ହେବାକୁ ଥିବା ରୋଜଗାର। ଟିମ୍‌ ଇଣ୍ଡିଆ ଖେଳିଲେ ଆୟୋଜକ ଦେଶ ଭଲ ରୋଜଗାର କରିଥାଏ। ୨୦୨୫ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି କରାଇବାକୁ…

ପାକିସ୍ତାନକୁ ହରାଇ WCL 2024 ଟାଇଟଲ୍‌ ଜିତିଲା ଇଣ୍ଡିଆ ଚାମ୍ପିଅନ୍ସ

ବର୍ମିଂଘମ,୧୪।୭: ଓ୍ବାଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡସ୍‌(ଡବ୍ଲ୍ୟୁସିଏଲ୍‌) ୨୦୨୪ର ଟାଇଟଲ ଜିତିଛି ଇଣ୍ଡିଆ ଚାମ୍ପିଅନ୍ସ। ଏଠାରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଯୁବରାଜ ସିଂଙ୍କ ନେତୃତ୍ୱାଧୀନ ଇଣ୍ଡିଆ ଚାମ୍ପିଅନ୍ସ ସହଜ ବିଜୟ ହାସଲ କରିଛି। ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ଟିମ୍‌ ୧୫୬ ରନ୍‌…

ମଇଦାନରେ ପତ୍ନୀଙ୍କୁ ଦେଖି ଏଭଳି କଲେ ଇରଫାନ୍‌ ପଠାନ, ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ Video ଭାଇରାଲ

ନୂଆଦିଲ୍ଲୀ,୧୩।୭: ଓ୍ବାଲ୍ଡ ଚାମ୍ପିଅନ୍ସଶିପ୍‌ ଅଫ୍‌ ଲିଜେଣ୍ଡସ୍‌ ୨୦୨୪ ଫାଇନାଲରେ ଇଣ୍ଡିଆ ଚାମ୍ପିଅନ୍ସ ଟିମ୍‌ ସହ ପାକିସ୍ତାନ ଚାମ୍ପିଅନ୍ସ ମୁହାଁମୁହିଁ ହେବ। ଏହି ମୁକାବିଲାକୁ ନେଇ ଭିନ୍ନ ଧରଣର କ୍ରେଜ୍‌ ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଖେଳାଳି ଏଥିରେ ଖେଳୁଥିବାରୁ…

Video: ଲାଇଭ୍‌ ଶୋ’ରେ ବର୍ଷିଲେ ହରଭଜନ: କହିଲେ ଟିମ୍‌ ଇଣ୍ଡିଆ ପାକିସ୍ତାନ ଯିବାର ପ୍ରଶ୍ନ ନାହିଁ …

ନୂଆଦିଲ୍ଲୀ,୧୩।୭: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ହେବାକୁ ଯାଉଛି। ହେଲେ ଏବେଠାରୁ ଟୁର୍ନାମେଣ୍ଟକୁ ନେଇ ବିବାଦ ଦେଖାଦେଇଛି। ବିସିସିଆଇ ଭାରତ ସରକାରଙ୍କ ଅନୁମତି ବିନା ଟିମ୍‌ ଇଣ୍ଡିଆକୁ ପାକିସ୍ତାନକୁ ପଠାଇବ ନାହିଁ। ଏମିତିରେ ପଡୋଶୀ ଦେଶକୁ ଯିବା ଏକପ୍ରକାର…

ICC ଚାମ୍ପିଅନ୍ସ ଟ୍ରଫିରୁ ବାଦ୍‌ ବଡ଼ିବ ଟିମ୍‌ ଇଣ୍ଡିଆ? ବଡ଼ ଦାବି କଲା ପାକିସ୍ତାନୀ ଗଣମାଧ୍ୟମ…

ନୂଆଦିଲ୍ଲୀ,୧୨।୭: ୨୦୨୫ ଚାମ୍ପଅନ୍ସ ଟ୍ରଫିର ଆୟୋଜନ ଦାୟିତ୍ୱ ପାକିସ୍ତାନକୁ ମିଳିଛି। ଏହି ଆଇସିସି ଟୁର୍ନାମେଣ୍ଟ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ ଜୋରଦାର ପ୍ରସ୍ତୁତି ଚଳାଇଛି। ଆସନ୍ତା ବର୍ଷ ଫେବୃଆରୀ ୧୯ରୁ ମାର୍ଚ୍ଚ ୯ ଯାଏ ଏହି ଟୁର୍ନାମେଣ୍ଟ ଖେଳାଯିବ। କିନ୍ତୁ ଏଥିଲାଗି…

ନିଜକୁ ଜାଡେଜାଙ୍କ ପ୍ରକୃତ ଉତ୍ତରାଧିକାରୀ ବୋଲି ଭାବୁଛନ୍ତି ଓ୍ବାଶିଂଟନ ସୁନ୍ଦର, କହିଲେ ଏଭଳି…

ହରାରେ,୧୧।୭: ଅନ୍ତର୍ଜାତୀୟ ଟି୨୦ରୁ ସନ୍ନ୍ୟାସ ନେଇଛନ୍ତି ରବିନ୍ଦ୍ର ଜାଡେଜା। ଏହାପରଠାରୁ ତାଙ୍କ ସ୍ଥାନ ଖାଲି ପଡ଼ିଥିବା ବେଳେ ଏବେ ଓ୍ବାଶିଂଟନ ସୁନ୍ଦର ବଡ଼ ବୟାନ ଦେଇଛନ୍ତି। ଜିମ୍ବାଓ୍ବେ ବିପକ୍ଷ ତୃତୀୟ ଟି୨୦ ମୁକାବିଲାରେ ଟିମ୍‌ ଇଣ୍ଡିଆ ବିଜୟର ପ୍ରମୁଖ ଭୂମିକା ତୁଲାଇବା…

ଗୁରୁ ଦ୍ରାବିଡ଼ଙ୍କ ରାସ୍ତାରେ ରୋହିତ, ଏହି କାରଣରୁ ବୋନସ୍‌ ନେବାକୁ କରିଦେଇଥିଲେ ମନା

ନୂଆଦିଲ୍ଲୀ,୧୧।୭: ଭାରତୀୟ ଟିମ୍‌ର ଅଧିନାୟକ ରୋହିତ ଶର୍ମା ନିଜର ଆଚରଣ ସହ ଉଦାରତା ପାଇଁ ସର୍ବଦା ଜଣାଶୁଣା। ସେ ଦଳ ସହ ଖେଳାଳିଙ୍କ ସହାୟତା କରୁଥିବା ସପୋର୍ଟ ଷ୍ଟାଫ୍‌ଙ୍କ ବିଷୟରେ ଚିନ୍ତା କରିଥାନ୍ତି। ଏହାର ଏକ ବଡ଼ ଉଦାହରଣ ନିକଟରେ ସାମ୍ନାକୁ…

‘ଗମ୍ଭୀର କ୍ରୋଧି, ଦ୍ରାବିଡଙ୍କ ସ୍ଥାନ ନେଇପାରିବେ ନାହିଁ’

ନୂଆଦିଲ୍ଲୀ,୧୧।୭: ଗୌତମ ଗମ୍ଭୀର ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ଟି୨୦ ବିଶ୍ୱକପ୍‌ ପରେ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏବେ ଗମ୍ଭୀର କୋଚ୍‌ ନିଯୁକ୍ତ ହେବା ପରେ ଭାରତୀୟ କ୍ରିକେଟର ସହ କ୍ରିକେଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?