Tag Archives: Sports News

ଶାମିଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପତ୍ନୀ ହସିନ ଜହାଁ, ଝିଅଙ୍କ…

ନୂଆଦିଲ୍ଲୀ,୪।୧୦: ଭାରତୀୟ ତାରକା ବୋଲର୍‌ ମହମ୍ମଦ ଶାମିଙ୍କ ଉପରେ ଗମ୍ଭୀର ଅଭିଯୋଗ ଲଗାଇଛନ୍ତି ପତ୍ନୀ ହସିନ ଜହାଁ। ଝିଅ ଆୟରାଙ୍କ ପାସପୋର୍ଟ କରିବାକୁ ଶାମି ସହଯୋଗ କରି ନ ଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କ ପାସପୋର୍ଟ ଅବଧି ଶେଷ ହୋଇଯାଇଥିବାରୁ…

ସୂର୍ଯ୍ୟକୁମାର ବହୁତ ବୁଝାଇଲେ, ତଥାପି ବିଫଳ ହେଲେ ହାର୍ଦ୍ଦିକ; LIVE ମ୍ୟାଚ୍‌ରେ ନିଜକୁ…

ନୂଆଦିଲ୍ଲୀ,୨୭।୭: ଟି୨୦ ବିଶ୍ୱକପ୍‌ ଜିତାଇବା ପରେ ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛନ୍ତି। ସେ ୧୦ ବଲ୍‌ରେ ୯ ରନ୍‌ କରି ନିଜର ଉଇକେଟ ହରାଇଥିଲେ। ବ୍ୟାଟିଂ ଉପଯୋଗୀ ପିଚ୍‌ରେ ଏଭଳି ରନ୍‌କୁ ନେଇ ତାଙ୍କର…

ଶ୍ରୀଲଙ୍କାରେ ଏ କ’ଣ ହେଲା? ସିରିଜ ଆରମ୍ଭ ପୂର୍ବରୁ ସର୍ବସମ୍ମୁଖରେ ଭାବବିହ୍ବଳ ହେଲେ ଗମ୍ଭୀର,Video

ନୂଆଦିଲ୍ଲୀ,୨୭।୭: ଟିମ୍‌ ଇଣ୍ଡିଆର ଶ୍ରୀଲଙ୍କା ଗସ୍ତର ଆରମ୍ଭ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ମୁକାବିଲାରୁ ହେବାକୁ ଯାଉଛି। ଗମ୍ଭୀର ଏହି ସିରିଜ ସହ ହେଡ୍‌ କୋଚ୍‌ ଭାବେ ଇନିଂସ ଆରମ୍ଭ କରିବେ। ଗମ୍ଭୀର ରାହୁଲ ଦ୍ରାବିଡଙ୍କ ସ୍ଥାନ ନେଇଛନ୍ତି। ଗତ ମାସରେ…

ଟିମ୍‌ ଇଣ୍ଡିଆରେ ‘ସୁନୀଲ ନରେନ’ଙ୍କ ଏଣ୍ଟ୍ରି, ଗମ୍ଭୀର ନେଲେ ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୫।୭: ଟିମ୍‌ ଇଣ୍ଡିଆର କୋଚ୍‌ ହେବା ପରେ ଆଇପିଏଲ୍‌ ଭଳି ରଣନୀତି ଆପଣାଇବାକୁ ଯାଉଛନ୍ତି ଗୌତମ ଗମ୍ଭୀର। ଏବେ ସେ ଏଭଳି ଜଣେ ଖେଳାଳିଙ୍କୁ ଖୋଜିବାରେ ସଫଳ ହୋଇଛନ୍ତି, ଯିଏ ବିଲକୁଲ୍‌ ସୁନୀଲ ନରେନଙ୍କ ଭଳି ଖେଳିବେ। ତାଙ୍କ ଉପରେ ମଇଦାନକୁ…

ମେଗା ଅକ୍ସନ ପୂର୍ବରୁ ବିସିସିଆଇ ସମ୍ମୁଖରେ ବଡ଼ ଦାବି ରଖିଲେ ସମସ୍ତ ଦଳ, ହୋଇପାରେ ହଙ୍ଗାମା !

ନୂଆଦିଲ୍ଲୀ,୨୪।୭: ଆଇପିଏଲ୍‌ ୨୦୨୫କୁ ଆହୁରି ଅନେକ ମାସ ଥିଲେ ହେଁ ଏବେଠାରୁ ଫ୍ରାଞ୍ଚାଇଜଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଲେଣି। ନୂଆ ସିଜନ ପୂର୍ବରୁ ପୁଣିଥରେ ମେଗା ଅକ୍ସନ ହେବାକୁ ଯାଉଛି। ଏମିତିରେ ସମସ୍ତ ୧୦ ଟିମ୍‌ ପୁଣିଥରେ ନୂଆ ରୂପରେ ନଜର ଆସିବାକୁ…

Video: ଶ୍ରୀଲଙ୍କା ଯିବା ପୂର୍ବରୁ ବାଗେଶ୍ୱର ଧାମ ସରକାରଙ୍କ ଆଶୀର୍ବାଦ ନେଲେ କୂଲଦୀପ

ନୂଆଦିଲ୍ଲୀ,୨୩।୭: ଭାରତୀୟ ଟି୨୦ ଟିମ୍‌ ଶ୍ରୀଲଙ୍କାରେ ପହଞ୍ଚି ସାରିଛି। ସେହିଭଳି କିଛି ଖେଳାଳି ଦିନିକିଆରେ ଚୟନ ହୋଇଥିବାରୁ ସେମାନେ ଖୁବ୍‌ଶୀଘ୍ର ପହଞ୍ଚିବେ। ଉକ୍ତ ଖେଳାଳିଙ୍କ ମଧ୍ୟରୁ ଜଣେ ହେଲେ କୂଲଦୀପ ଯାଦବ, ଯିଏକି ଶ୍ରୀଲଙ୍କା ଗସ୍ତରେ ଯିବା ପୂର୍ବରୁ ନିଜ ଗୁରୁଙ୍କୁ…

କେକେଆର୍‌ ନୁହେଁ, ଆଇପିଏଲ୍‌ରେ ଏହି ଟିମ୍‌ର ହେଡ୍‌ କୋଚ୍‌ ହେବେ ଦ୍ରାବିଡ

ନୂଆଦିଲ୍ଲୀ,୨୩।୭: ଟିମ୍‌ ଇଣ୍ଡିଆ କୋଚ୍‌ ଭାବେ କାର୍ଯ୍ୟକାଳ ଶେଷ ହେବା ପରେ ଆଇପିଏଲ୍‌ ସହ ଯୋଡ଼ି ହେବେ ରାହୁଲ ଦ୍ରାବିଡ଼। ଏବେ ତାଙ୍କ ନୂଆ ଦାୟିତ୍ୱକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ପ୍ରଥମେ ସେ କେକେଆର୍‌ର କୋଚ୍‌ ହେବେ ବୋଲି…

‘ହାର୍ଦ୍ଦିକ ଏଭଳି କିଛି ଖରାପ କାମ କରିନାହାନ୍ତି…’ ବୋର୍ଡ ନିଷ୍ପତ୍ତିକୁ ନେଇ ଏଭଳି କହିଲେ…

ନୂଆଦିଲ୍ଲୀ,୨୧।୭: ଶ୍ରୀଲଙ୍କା ସିରିଜ ଲାଗି ଟିମ୍‌ ଇଣ୍ଡିଆ ଟି୨୦ ଅଧିନାୟକ ପଦରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ହଟାଇ ସୂର୍ଯ୍ୟକୁମାର ଯାଦବଙ୍କୁ ଦାୟିତ୍ୱ ଦିଆଯାଇଛି। ଏପରିକି ଉପଅଧିନାୟକ ଭାବେ ଶୁଭମନ ଗିଲଙ୍କୁ ସାମିଲ କରାଯାଇଛି। ଏନେଇ ଘୋଷଣା ହେବା ପରଠାରୁ ଅନେକ ପୂର୍ବତନ କ୍ରିକେଟର…

କହୁ କହୁ କୋହଲିଙ୍କୁ ନେଇ ବଡ଼ କଥା କହିଦେଲେ ଶାମି, ଖବରରେ ଆସିବା ଲାଗି…

ନୂଆଦିଲ୍ଲୀ,୨୦।୭: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲିଙ୍କୁ ନେଇ ପୂର୍ବତନ କ୍ରିକେଟରମାନେ କିଛି ନା କିଛି ପ୍ରତିକ୍ରିୟା ଦେଇଥାନ୍ତି। କେହି କେହି ତାଙ୍କର ପ୍ରଶଂସା କରୁଥିବା ବେଳେ କିଛି ତାଙ୍କ ବିରୋଧରେ ମନ୍ତବ୍ୟ ଦେଉଥିବା ଦେଖାଯାଇଥାଏ। ନିକଟରେ ଭାରତର ଭେଟେରାନ ଲେଗ୍‌…

ଅଧାରେ ରହିବ ପାକିସ୍ତାନର ଆୟୋଜକ ହେବାର ସ୍ବପ୍ନ, ବିସିସିଆଇକୁ ସମର୍ଥନ କଲେ ଏସବୁ ଦେଶ

ନୂଆଦିଲ୍ଲୀ,୨୦।୭: ୨୦୨୫ରେ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଲାଗି ପ୍ରସ୍ତୁତି ଚଳାଇଥିବା ପାକିସ୍ତାନ କ୍ରିକେଟ ବୋର୍ଡ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାଲୁଥିବା ରାଜନୈତିକ ସମ୍ପର୍କକୁ ନେଇ ଟିମ୍‌ ଇଣ୍ଡିଆ ପଡୋଶୀ…

ଗୁପ୍‌ଚୁପ୍‌ ବିବାହ କଲେ ଏହି ଭାରତୀୟ କ୍ରିକେଟର, ୯ ବର୍ଷର ଅପେକ୍ଷା ପରେ ପ୍ରେମିକା ହେଲେ ଜୀବନସାଥୀ

ନୂଆଦିଲ୍ଲୀ,୨୦।୭: ଭାରତୀୟ ଅଲରାଉଣ୍ଡର ଦୀପକ ହୁଡାଙ୍କ ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ଏହି ବ୍ୟାଟ୍ସମ୍ୟାନ୍‌ ଜୁଲାଇ ୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର ସେ ବିବାହ ଫଟୋ ଶେୟାର କରି ଜୀବନର ଖୁସି ମୁହୂର୍ତ୍ତକୁ…

ଗମ୍ଭୀରଙ୍କ ଯୋଗୁ ବାଦ୍‌ ପଡ଼ିନାହାନ୍ତି ପାଣ୍ଡ୍ୟା, ଋତୁରାଜ, ସାମସନ୍‌! ରୋହିତଙ୍କ ରାଜନୀତି ଯୋଗୁ କୋହଲିଙ୍କ ଭଳି…

ନୂଆଦିଲ୍ଲୀ,୧୯।୭: ଶ୍ରୀଲଙ୍କା ସିରିଜ ଲାଗି ଟିମ୍‌ ଇଣ୍ଡିଆର ଦିନିକିଆ ଏବଂ ଟି୨୦ ଦଳ ଘୋଷଣା ହେବା ପରେ ବିବାଦ ଦେଖାଯାଇଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟି୨୦ ଅଧିନାୟକ ପଦରୁ ହଟାଯିବା ଅନେକଙ୍କୁ ଚକିତ କରିଛି। ଏଥିସହ ତାଙ୍କୁ ଉପଅଧିନାୟକରୁ ମଧ୍ୟ ବାଦ୍‌ ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?