ଅଭିଷେକ ଶର୍ମାଙ୍କ ସ୍ପେଶାଲ ଡ୍ୟାନ୍ସ, ହୃଦୟ ଜିତିଲା ଏମ.ଏସ. ଧୋନିଙ୍କ ଉତ୍ସବ ପାଳନ ଶୈଳୀ, ଦେଖନ୍ତୁ କ୍ରିକେଟରଙ୍କ ସ୍ପେଶାଲ ଦୀପାବଳି
ନୂଆଦିଲ୍ଲୀ,୯।୧୧: ସମ୍ପୂର୍ଣ୍ଣ ଦେଶ ବର୍ତ୍ତମାନ ଦୀପାବଳିର ଆଲୋକରେ ଝଲସି ଉଠୁଛି। ସମସ୍ତେ ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିଛନ୍ତି ଏବଂ ଭାରତୀୟ କ୍ରିକେଟରମାନେ ମଧ୍ୟ ଏଥିରୁ ବାଦ ପଡ଼ିନାହାନ୍ତି। ପ୍ରତ୍ୟେକ ବ୍ୟକ୍ତି ନିଜ ନିଜ ଅନ୍ଦାଜରେ ଆଲୋକର ଏହି…

