ଅଟୋଗ୍ରାଫ୍ ଦେବା ବେଳେ କୃଣାଳ ପାଣ୍ଡାଙ୍କ ଉପରକୁ ଜୋତା ଫିଙ୍ଗିଲେ ଦର୍ଶକ, ରାଗିଯାଇ… Video ଭାଇରାଲ
ନୂଆଦିଲ୍ଲୀ,୨୬।୧୧: ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ୨୦୨୬ ସମୟରେ ଏକ ଲଜ୍ଜାଜନକ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବରୋଦା ଏବଂ ଝାଡ଼ଖଣ୍ଡ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ପରେ ବରୋଦା ଅଧିନାୟକ କୃଣାଲ ପାଣ୍ଡ୍ୟା ପ୍ରଶଂସକମାନଙ୍କୁ ଅଟୋଗ୍ରାଫ୍ ଦେବା ପାଇଁ ବାଉଣ୍ଡାରୀ…

