Tag Archives: Shubman Gill

ଶୁବମନ ଗିଲଙ୍କ ହାତରେ ଲାଗିଲା ଆଘାତ, ଭାରତ ପାଇଁ ବଢ଼ିଲା ସମସ୍ୟ

ନୂଆଦିଲ୍ଲୀ,୫।୨: ସୋମବାର ଖେଳ ଆରମ୍ଭ ପୂର୍ବରୁ ଯୁବ ଓପନର୍ ଶୁବମନ ଗିଲଙ୍କୁ ନେଇ ବଡ଼ ସୂଚନା ଦେଇଛି ବିସିସିଆଇ। ଦ୍ୱିତୀୟ ଦିନର ଖେଳରେ ଫିଲ୍ଡିଂ ସମୟରେ ଆଙ୍ଗୁଠିରେ ଆଘାତ ଲାଗିଥିଲା। ଯେଉଁ କାରଣରୁ ତୃତୀୟ ଦିନର ଖେଳ ସମୟରେ ସେ ଫିଲ୍ଡିଂ…

ବିଶାଖାପାଟଣା ଟେଷ୍ଟ ପୂର୍ବରୁ ଶୁବମନଙ୍କୁ ଦିଆଯାଇଥିଲା ଅଲଟିମେଟମ, ବଞ୍ଚାଇ ଦେଲା ଶତକ

ନୂଆଦିଲ୍ଲୀ, ୪।୨: ହାଇଦ୍ରାବାଦ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶୂନରେ ଆଉଟ ହେବା ପରେ ଶୁବମନ ଗିଲଙ୍କୁ ଅଲଟିମେଟମ ଦେଇଥିଲା ଟିମ୍ ମ୍ୟାନେଜମେଣ୍ଟ। ଭାରତୀୟ ଟେଷ୍ଟ ଟିମରେ ତିନି ନମ୍ବର ସ୍ଥାନ ବଞ୍ଚାଇ ରଖିବା ପାଇଁ ବିଶାଖାପାଟଣା ତାଙ୍କ ପାଇଁ ଶେଷ ସୁଯୋଗ…

ମାତ୍ର ୨୨ ବର୍ଷରେ ଇତିହାସ ରଚିଲେ ଯଶସ୍ବୀ ଜୟସ୍ବାଲ

ନୂଆଦିଲ୍ଲୀ,୧୬।୧: ଭାରତର ତାରକା ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲ ୨୨ ବର୍ଷ ବୟସରେ ଇତିହାସ ସୃଷ୍ଟି କରିଛନ୍ତି। ୨୨ ବର୍ଷ ବୟସରେ ଅନ୍ତର୍ଜାତୀୟ ଟି-୨୦ରେ ୫ ଥର ୫୦ରୁ ଅଧିକ ରନ ସ୍କୋର କରିଥିବା ଜୟସ୍ବାଲ ପ୍ରଥମ ଭାରତୀୟ ଖେଳାଳି ହୋଇଛନ୍ତି। ଆଫଗାନିସ୍ତାନ…

ଶୁବମନ ଗିଲ୍‌ଙ୍କ ଉପରେ ଝୁଲୁଛି ଖଣ୍ଡା: ଦଳରୁ ପଡିପାରନ୍ତି ବାଦ୍‌

କେପଟାଉନ୍‌,୩।୧: ଭାରତୀୟ କ୍ରିକେଟର୍‌ ଶୁବମନ ଗିଲ ଶେଷ ୭ଟି ଟେଷ୍ଟ ଇନିଂସରେ ଅର୍ଦ୍ଧଶତକ ହାସଲ କରିନାହାଁନ୍ତି। ବିଶେଷକରି ଭାରତ ବାହାରେ ଗିଲ ଟେଷ୍ଟରେ ଆଶା ମୁତାବକ ପ୍ରଦର୍ଶନ କରିନାହାଁନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର…

ବର୍ଷେ ପୂର୍ବେ ପେପରରେ ଲେଖିଥିଲେ ଟାର୍ଗେଟ୍‌, ଏବେ ଫଟୋ ଶେୟାର କରି କେତେ ନିକଟତର ହୋଇଛନ୍ତି କହିଲେ ଶୁଭମନ ଗିଲ୍‌

ନୂଆଦିଲ୍ଲୀ,୧।୧: ଭାରତୀୟ କ୍ରିକେଟର୍‌ ଶୁବମାନ ଗିଲ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ସେ ଦିନିକିଆ ଏବଂ ଟି-୨୦ରେ ଭଲ ପ୍ରଦର୍ଶନ କରିଛନ୍ତି। କିନ୍ତୁ ଟେଷ୍ଟ ଫର୍ମାଟରେ କିଛି ବିଶେଷ କରିପାରି ନାହାନ୍ତି। ଶୁବମାନଙ୍କୁ ମଧ୍ୟ ତାଙ୍କର ଟେଷ୍ଟ ଫର୍ମକୁ ନେଇ ସମାଲୋଚନାର…

କୋହଲି-ରୋହିତ ନୁହେଁ,ଏହି ଖେଳାଳିଙ୍କୁ ଗୁଗଲ୍‌ରେ ସବୁଠୁ ଅଧିକ ସର୍ଚ୍ଚ କରିଛନ୍ତି ଲୋକେ

ନୂଆଦିଲ୍ଲୀ,୧୨।୧୨: ୨୦୨୩ ବର୍ଷ ଶେଷ ହେବାକୁ ଯାଉଛି। ଏହି ବର୍ଷ କ୍ରିକେଟ ଦୁନିଆରେ ଅନେକ ବଡ ଟୁର୍ନାମେଣ୍ଟ ଖେଳାଯାଇଥିଲା। ପ୍ରତିବର୍ଷ ପରି ଗୁଗଲ ଚଳିତ ବର୍ଷର ଗୁଗ୍‌ଲ ଟ୍ରେଣ୍ଡ ବିଷୟରେ ସୂଚନା ଦେଇଛି। ୨୦୨୩ରେ ସର୍ବାଧିକ ସର୍ଚ୍ଚ ଯାଇଥିବା ବିଷୟ ଉପରେ…

Video: ବିଶ୍ୱକପରେ ପ୍ରଥମ ଅର୍ଦ୍ଧଶତକ ହାସଲ କଲେ ଶୁଭମନ ଗିଲ୍ , ତାଳି ମାରି ଉତ୍ସାହିତ କଲେ ସାରା ତେନ୍ଦୁଲକର

ପୁଣେ, ୧୯।୧୦: ଭାରତର ଯୁବ କ୍ରିକେଟର ଶୁଭମନ ଗିଲ୍ ଦିନିକିଆ ବିଶ୍ୱକପରେ ତାଙ୍କର ପ୍ରଥମ ଅର୍ଦ୍ଧଶତକ ହାସଲ କରିଛନ୍ତି। ଗୁରୁବାର ବାଂଲାଦେଶ ବିପକ୍ଷରେ ଶୁଭମନ ସୁନ୍ଦର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଗିଲ ଡେଙ୍ଗୁ ଜ୍ୱରରେ ପଡିବା ପରେ ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ଥାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?