ଇଂଲଣ୍ଡ ଖେଳାଳିଙ୍କ ଉପରେ ରାଗିଗଲେ ଗିଲ୍: ପ୍ରେସ୍ କନଫରେନ୍ସରେ କହିଦେଲେ ଏମିତି କଥା
ମାଞ୍ଚେଷ୍ଟର,୨୩।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଲର୍ଡସ ଟେଷ୍ଟରେ ଦେଖାଯାଇଥିବା ଉତ୍ତେଜନା ପଛରେ ପ୍ରକୃତ କାରଣ ଏବେ ସାମ୍ନାକୁ ଆସିଛି। ଟିମ ଇଣ୍ଡିଆର ଅଧିନାୟକ ଶୁବମନ ଗିଲ ତୃତୀୟ ଦିନର ଖେଳର ଶେଷ ଓଭରରେ ଘଟିଥିବା ନାଟକୀୟତା ଉପରେ ଏବେ…
ମୁହଁ ଲୁଚାଇ କାନ୍ଦିଲେ ଶୁବମନ ଗିଲ୍: ଜାଣନ୍ତୁ କ’ଣ ଘଟିଲା, ଦେଖନ୍ତୁ ଭିଡିଓ
ଲର୍ଡସ,୧୭।୭: ଏଜବାଷ୍ଟନ ଟେଷ୍ଟ ମ୍ୟାଚରେ ଇତିହାସ ସୃଷ୍ଟି କରିବା ପରେ ଭାରତୀୟ ଦଳର ଅଧିନାୟକ ଶୁବମନ ଗିଲ ବହୁତ ଖୁସି ଦେଖାଯାଉଥିଲେ। ସମାନ ଉତ୍ସାହ ସହିତ ସେ ପୁଣିଥରେ ଇଂଲଣ୍ଡକୁ ପରାସ୍ତ କରିବା ଉଦ୍ଦେଶ୍ୟରେ ଲର୍ଡସ ଗ୍ରାଉଣ୍ଡରେ ପ୍ରବେଶ କରିଥିଲେ। ତାଙ୍କ…
Ind vs Eng Lords Test: ଟସ୍ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ
ଲଡ୍ସ,୧୦।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଆଜିଠାରୁ ଆରମ୍ଭ ହୋଇଛି। ଏହି ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ରେ ଗୋଟିଏ ପରିବର୍ତ୍ତନ କରାଯାଇଛି।…
ଐତିହାସିକ ବିଜୟ ପରେ ପ୍ରିୟ ସାମ୍ବାଦିକଙ୍କୁ ଖୋଜିଲେ ଶୁମବନ ଗିଲ୍: ଜାଣନ୍ତୁ କାହିଁକି
ବର୍ମିଂହାମ,୭।୭: ଏଜବାଷ୍ଟନରେ ଟିମ ଇଣ୍ଡିଆ ଇତିହାସ ସୃଷ୍ଟି କରିଛି। ଶୁବମନ ଗିଲ କେବଳ ପ୍ରଥମ ଭାରତୀୟ ନୁହଁନ୍ତି ବରଂ ପ୍ରଥମ ଏସୀୟ ଅଧିନାୟକ ଯିଏ ଏଜବାଷ୍ଟନରେ ବିଜୟର ସ୍ବାଦ ଚାଖିଛନ୍ତି। ଏଜବାଷ୍ଟନରେ ଟିମ ଇଣ୍ଡିଆ ଜିତିବା ମାତ୍ରେ ଭାରତୀୟ ଅଧିନାୟକ ଗିଲ…
କୋହଲି ଉତ୍ଫୁଲିତ: ଏହି ୩ ଖେଳାଳିଙ୍କୁ କହିଲେ ଚମତ୍କାର
ବର୍ମିଂହାମ,୭।୭:ବର୍ମିଂହାମ ଟେଷ୍ଟରେ ଭାରତର ବିଜୟରେ ସମସ୍ତେ ଖୁସି। ୫୮ ବର୍ଷ ପରେ ପ୍ରଥମ ଥର ପାଇଁ ଏଜବାଷ୍ଟନରେ ଟିମ ଇଣ୍ଡିଆ ଇଂଲଣ୍ଡକୁ ପରାସ୍ତ କରିଛି। ଭାରତର ବିଜୟ ଉପରେ ପୂର୍ବତନ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି।…
ବିଜୟ ସତ୍ତ୍ୱେ ତୃତୀୟ ଟେଷ୍ଟରୁ ବିଦା ହେବେ ଏହି ଖେଳାଳି: ଗିଲ୍ ଦେଲେ ସଙ୍କେତ
ବର୍ମିଂହାମ,୭।୭:ଏଜବାଷ୍ଟନରେ ବିଜୟୀ ହେବା ସତ୍ତ୍ୱେ, ଭାରତର ପ୍ଲେଇଂ ୧୧ରେ ଗୋଟିଏ ପରିବର୍ତ୍ତନ ନିଶ୍ଚିତ ହୋଇଛି। କାରଣ ଶୁବମନ ଗିଲ ନିଶ୍ଚିତ କରିଛନ୍ତି ଯେ, ଜସପ୍ରିତ ବୁମରା ଲର୍ଡସରେ ଖେଳିବେ। ବୁମରା ଦ୍ୱିତୀୟ ଟେଷ୍ଟରେ ଖେଳି ନ ଥିଲେ, ତାଙ୍କ ସ୍ଥାନରେ ଆକାଶ…
ନିୟମ ଭାଙ୍ଗିଲେ ଗିଲ? ବର୍ମିଂହାମ ଟେଷ୍ଟରେ ଅଧିନାୟକ ଏଭଳି କରିବାକୁ ନେଇ ହଙ୍ଗାମା
ନୂଆଦିଲ୍ଲୀ,୬।୭: ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଶୁଭମନ ଗିଲ ପ୍ରଥମ ଇନିଂସରେ ଦ୍ୱିଶତକ ଏବଂ ଦ୍ୱିତୀୟ ଇନିଂସରେ ଶତକ ମାରି ଇତିହାସ ରଚିିଛନ୍ତି। କିନ୍ତୁ ଏହାପରେ ସେ ବର୍ମିଂହାମରେ ନିୟମ ଭାଙ୍ଗିଥିବା କୁହାଯାଉଛି। ଏବେ ପ୍ରଶ୍ନ ହେଉଛି, ଗିଲ…
ବର୍ମିଂହାମରେ ‘ରେକର୍ଡ କିଙ୍ଗ’ ପାଲଟିଲେ ଶୁବମନ, ଏମିତି କରିବାରେ ପାଲଟିଲେ…
ବର୍ମିଂହାମ,୫।୭: ବର୍ମିଂହାମରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଅନେକ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ମ୍ୟାଚର ପ୍ରଥମ ଇନିଂସରେ ଶୁବମନ ଗିଲ ୨୬୯ ରନର ଇନିଂସ ଖେଳି ଅନେକ ରେକର୍ଡ ସୃଷ୍ଟି କରିଛନ୍ତି।…
ଶୁଭମନ ଗିଲ୍ ପ୍ରଥମ ଏସୀୟ ଅଧିନାୟକ ଭାବେ ଇଂଲଣ୍ଡରେ ହାସଲ କଲେ ଟେଷ୍ଟ ଦ୍ୱିଶତକ
ଏଜବାଷ୍ଟନ,୩।୭: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ଶୁଭମାନ ଗିଲ୍ ଇଂଲଣ୍ଡରେ ଏକ ଐତିହାସିକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ସେ ପ୍ରଥମ ଏସୀୟ ଅଧିନାୟକ ଭାବେ SENA (ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ, ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ) ଦେଶରେ ଟେଷ୍ଟ ଦ୍ୱିଶତକ ହାସଲ କରିଛନ୍ତି।…
ପ୍ରଥମ ମ୍ୟାଚ୍ରେ ଗିଲଙ୍କ ଅଧିନାୟିକତ୍ୱ ଲାଗିଲା ଦାଗ: ବଢୁଛି ଚର୍ଚ୍ଚା
ନୂଆଦିଲ୍ଲୀ,୨୩।୬: ଶୁବମନ ଗିଲ ହୁଏତ ଟିମ ଇଣ୍ଡିଆର ଟେଷ୍ଟ ଅଧିନାୟକ ହେବା ମାତ୍ରେ ଶତକ ହାସଲ କରିଥିବେ, କିନ୍ତୁ ଯେତେବେଳେ ପଡ଼ିଆରେ ଅଧିନାୟକତ୍ୱ କଥା ଆସେ, ସେତେବେଳେ ମନେହୁଏ ସେ ବିଫଳ ହୋଇଛନ୍ତି। ବିରାଟ କୋହଲି ତାଙ୍କ ସମଗ୍ର ଅଧିନାୟିକତ୍ୱ କ୍ୟାରିୟରରେ…
ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍ରେ ବଡ଼ କାରନାମା କରିଦେଲେ ଶୁବମନ ଗିଲ
ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ବିପକ୍ଷ ସିରିଜର ପ୍ରଥମ ମ୍ୟାଚ୍ରେ ଶୁବମନ ଗିଲ ଶତକ ହାସଲ କରିଛନ୍ତି। ଅଧିନାୟକ ଭାବରେ ଏହା ତାଙ୍କର ପ୍ରଥମ ଟେଷ୍ଟ ଇନିଂସ ଥିଲା। ଏଥିରେ ସେ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଅଧିନାୟକ ଭାବରେ ତାଙ୍କର…
ନୂଆ କିଟ୍ ପିନ୍ଧି ଇଂଲଣ୍ଡ ଗସ୍ତରେ ବାହାରିଲା ଟିମ୍ଇଣ୍ଡିଆ
ମୁମ୍ବାଇ,୬।୬: ଭାରତୀୟ କ୍ରିକେଟ ଦଳ ଆଜି ସକାଳେ ଇଂଲଣ୍ଡ ଗସ୍ତ ପାଇଁ ଇଂଲଣ୍ଡ ଯାତ୍ରା ଆରମ୍ଭ କରିଛି। ମୁମ୍ବାଇରୁ ଯାଇଥିବା ଟିମ୍ ଇଣ୍ଡିଆ ନୂଆ କିଟ୍ରେ ନଜର ଆସିଥିଲା। ରୋହିତ-ବିରାଟଙ୍କ ଅବସର ପରେ ଶୁବମନ ଗିଲଙ୍କ ଅଧିନାୟକତ୍ୱରେ ଏହା ଦଳର ପ୍ରଥମ…

