ସେମିକନ୍ ଇଣ୍ଡିଆରେ ବଡ଼ ଘୋଷଣା କଲେ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାରେ ହେବ…
ନୂଆଦିଲ୍ଲୀ,୧୭।୯: ସେମିକଣ୍ଡକ୍ଟର କ୍ଷେତ୍ରରେ ଭାରତର ପରବର୍ତ୍ତୀ ପର୍ଯ୍ୟାୟର ଅଭିଯାନ ଅଧିକ ବ୍ୟାପକ ହେବ। ଦେଶରେ ଅତିକମ୍ରେ ୨୦୦ଟି ଷ୍ଟାର୍ଟଅପ୍ ଓ କମ୍ପାନୀକୁ ଚିପ୍ ଡିଜାଇନ କାର୍ଯ୍ୟରେ ସାମିଲ କରିବା ସହ ୧ ଲକ୍ଷ ଶିଳ୍ପ-ପ୍ରସ୍ତୁତ ସେମିକଣ୍ଡକ୍ଟର ଟେକ୍ନିସିଆନ୍ ଓ କର୍ମଚାରୀ ପ୍ରସ୍ତୁତ…

