ମମତାଙ୍କ ଉପରେ ଶନି-ମଙ୍ଗଳ ଭାରୀ; କେତୁ ନେବେ ନିର୍ଣ୍ଣାୟକ ଭୂମିକା! ଜିତିବେ ନା ହାରିବେ ଦିଦି? ଜାଣନ୍ତୁ କ’ଣ କହୁଛି ଭବିଷ୍ୟବାଣୀ କୋଲକାତା,୩।୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଫଳାଫଳ ସୋମବାର, ୪ ମଇରେ ଘୋଷଣା ହେବାକୁ ଯାଉଛି। ଏଥର ନିର୍ବାଚନ ଫଳାଫଳ ମମତା ବାନାର୍ଜୀ ଏବଂ ତାଙ୍କ ଦଳ, ତୃଣମୂଳ କଂଗ୍ରେସ (TMC) ଉଭୟଙ୍କ ଭବିଷ୍ୟତ ନିର୍ଣ୍ଣୟ କରିବ। ଫଳାଫଳ ପୂର୍ବରୁ ପ୍ରକାଶିତ…