Tag Archives: Royal Challengers Bengaluru

ରଜତ ପଟିଦାର RCBର ନୂଆ ଅଧିନାୟକ, ଘରୋଇ ଟୁର୍ନାମେଣ୍ଟରେ କରୁଛନ୍ତି ଜବରଦସ୍ତ ପ୍ରଦର୍ଶନ

ବେଙ୍ଗାଲୁରୁ,୧୩।୨: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲ ୨୦୨୫ପାଇଁ ରଜତ ପଟିଦାରଙ୍କୁ ଅଧିନାୟକ ନିଯୁକ୍ତ କରିଛି। ବିରାଟ କୋହଲିଙ୍କୁ ପୁଣି ଥରେ ଦଳର ଅଧିନାୟକ କରାଯିବ ବୋଲି ବହୁତ ଆଲୋଚନା ହେଉଥିଲା, କିନ୍ତୁ ଏହା ହୋଇନାହିଁ। ଦଳ ପଟିଦାରଙ୍କୁ ଅଧିନାୟକତ୍ୱ ହସ୍ତାନ୍ତର କରିବାକୁ…

ପୁଣି ଆରସିବି ଅଧିନାୟକ ପଦ ସମ୍ଭାଳିବେ ବିରାଟ; ଆସିଲା ବଡ଼ ଖବର

ମୁମ୍ବାଇ,୩୦।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ପୁଣି ଦେଖିବାକୁ ମିଳିବ ବିରାଟଙ୍କ ଗର୍ଜନ। ଏବେ ଖେଳୀବା ବ୍ୟାଟିଂରେ ନୁହେଁ ବିରାଟ ପୁଣିଥରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ର ନେତୃତ୍ୱ ନେବାକୁ ଯାଉଛନ୍ତି। ବର୍ତମାନ ଫ୍ରାଞ୍ଚାଇଜ ଗୁଡିକ ଖେଳାଳିଙ୍କ ରିଟେନସନ ଘୋଷଣା…

ଆଇପିଏଲ ମେଗା ନିଲାମୀରେ ସାମିଲ ହେବେ ଋଷଭ ପନ୍ତ! ଆରସିବିରେ ସାମିଲ କରିବାକୁ ବିରାଟ ଆଗ୍ରହୀ

ନୂଆଦିଲ୍ଲୀ,୨୪।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆଗାମୀ ସିଜିନ୍ ପାଇଁ ଖୁବଶୀଘ୍ର ମେଗା ନିଲାମ ହେବାକୁ ଯାଉଛି। ରିପୋର୍ଟ ଅନୁସାରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ତଥା ଭାରତୀୟ ଦଳର ଷ୍ଟାର ଉଇକେଟ ବ୍ୟାଟର ଋଷଭ ପନ୍ତ ନିଲାମୀରେ ସାମିଲ ହୋଇପାରନ୍ତି। ଋଷଭ…

ଆରସିବି ଏଲିମିନେଟ, କ୍ୱାଲିଫାୟର-୨ ଖେଳିବେ ରାଜସ୍ଥାନ-ହାଇଦ୍ରାବାଦ

ଅହମଦାବାଦ, ୨୨।୫: ଦାୟିତ୍ୱହୀନ ବ୍ୟାଟିଂ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ରୁ ପୁଣିଥରେ ଏଲିମିନେଟ୍‌ ହୋଇଛି। ଲିଗ୍‌ ପର୍ଯ୍ୟାୟରେ କ୍ରମାଗତ ୬ ମ୍ୟାଚ ଜିତି ପ୍ଲେଅଫ୍‌ରେ ପ୍ରବେଶ କରିଥିବା ଏହି ଦଳ ବୁଧବାର ଅନୁଷ୍ଠିତ ଏଲିମିନେଟ ମ୍ୟାଚରେ…

ବେଙ୍ଗାଲୁରୁକୁ ଜିତାଇଲା ଧୋନୀଙ୍କ ଛକା, ଦୀନେଶ କାର୍ତ୍ତିକ କଲେ ବଡ଼ ଖୁଲାସା

ବେଙ୍ଗାଲୁରୁ,୧୯।୫: ଶନିବାର ଏମ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ବିଜୟ ହାସଲ କରି ପ୍ଳେଅଫ ସ୍ଥାନ ସୁରକ୍ଷିତ କରିଛି। ଶେଷ ଓଭର ଯାଏ ବେଙ୍ଗାଲୁରୁ ପାଇଁ ପ୍ଳେଅଫ ଆଶା…

ପ୍ଲେ ଅଫ୍‌ରେ ଆରସିବି

ବେଙ୍ଗାଲୁରୁ,୧୮ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚକୁ ୨୭ ରନ୍‌ରେ ଜିତି ନାଟକୀୟ ଢଙ୍ଗରେ ପ୍ଲେ ଅଫ୍‌ରେ ପ୍ରବେଶ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଟସ୍‌ ହାରି ବ୍ୟାଟିଂ କରିଥିବା ଆରସିବ ଅଧିନାୟକ ଫାଫ୍‌ ଡୁ ପ୍ଲେସିଙ୍କ…

ପ୍ଲେ ଅଫ୍‌ ଆଶା ଉଜ୍ଜୀବିତ ରଖିଲା ଆରସିବି

ବେଙ୍ଗାଲୁରୁ,୧୨ା୫: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଦିଲ୍ଳୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍‌କୁ ୪୭ ରନରେ ଜିତି ନେଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି)। ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟରେ ଆରସିବି ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୯ ଉଇକେଟରେ ୧୮୭ ରନ୍‌ କରିଥିଲା ଜବାବରେ…

ନାଁ ପରିବର୍ତନ କରିବ ରୟାଲ ଚ୍ୟାଲେଞ୍ଜର ବାଙ୍ଗଲୋର, ଦୂର ହେବ ଟ୍ରଫି ମରୁଡ଼ି

ନୂଆଦିଲ୍ଲୀ,୧୩।୩: ଚେନ୍ନାଇର ଚେପାକ୍ ଷ୍ଟାଡିୟମରେ ମାର୍ଚ୍ଚ ୨୨ ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍ ୨୦୨୪ ର ଉଦଘାଟନୀ ମ୍ୟାଚ୍ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଫ୍ରାଞ୍ଚାଇଜ୍ ନାମ ପରିବର୍ତ୍ତନ କରିବାକୁ ଯାଉଛି। ବେଙ୍ଗାଲୁରୁ ଏବଂ ସମଗ୍ର ଭାରତରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?