Tag Archives: road

ମୁଖ୍ୟମନ୍ତ୍ରୀଙ୍କ ଗାଁ ରାସ୍ତା ଶୋଚନୀୟ, ବିଭାଗର ନଜର ନାହିଁ

କେନ୍ଦୁଝର,୯ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ଅନ୍ତର୍ଗତ ହାଣ୍ଡିଭଙ୍ଗା ଓ ରାଇକଳା ପଞ୍ଚାୟତ ସଂଯୋଗ କରୁଥିବା ରାସ୍ତା ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିଜ ଗ୍ରାମ ଶୋଚନୀୟ ହୋଇ ପଡ଼ିଥିବାବେଳେ ବିଭାଗ ନିଘୋଡ଼ ନିଦ୍ରାରେ ଶୋଇଛି। ଘଟଣାରୁ ପ୍ରକାଶ…

୩ ବର୍ଷ ବିତିଲା, ସରୁନି ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ, ଆନ୍ଦୋଳନ ପାଇଁ ଚେତାବନୀ ଦେଲେ ଅଞ୍ଚଳବାସୀ

ଦାରିଙ୍ଗବାଡ଼ି,୧୯ା୯(ଅରୁଣ ସାହୁ): ସିମନବାଡ଼ି-ସିକକେତା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ୩ ବର୍ଷ ହେଲା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିଲେ ସୁଦ୍ଧା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନାହିଁ ଫଳରେ ଅଞ୍ଚଳବାସୀ ବହୁତ ହଇରାଣ ହରକତ ହେଉଛନ୍ତି। ଗୁରୁବାର ଉକ୍ତ ଅଞ୍ଚଳବାସୀ ଓ ଅନ୍ତରଙ୍ଗ ଯୁବସଂଘ…

ମରାମତି ନାଁରେ ଅନୁଦାନ ହରିଲୁଟ୍‌

ଯାଜପୁର,୨ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଜାରକା ଗ୍ରାମ୍ୟ ନିର୍ମାଣ ଡିଭିଜନ ଅନ୍ତର୍ଗତ ଧର୍ମଶାଳା, କୋରେଇ, ବଡ଼ଚଣା ଓ ରସୁଲପୁର ବ୍ଳକରେ ନିର୍ମିତ ରାସ୍ତାଗୁଡ଼ିକର ଅଗ୍ରାଧିକାର ଭିତ୍ତିରେ ମରାମତି କରାଯାଉଛି। ସେଥିମଧ୍ୟରୁ କେବଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା(ପିଏମ୍‌ଜିଏସ୍‌ଓ୍ବାଇ)ରେ ୨୦୧୫-୧୬ରୁ ୨୦୨୩-୨୪ ମଧ୍ୟରେ…

ଖବର ପ୍ରକାଶ ପରେ ମରାମତି ହେଲା ରାସ୍ତା, ପିଚୁରେ ମୋରମ ପଡୁଥିବାରୁ ଅସନ୍ତୋଷ

କେନ୍ଦୁଝର,୨୮ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହର ରିଜର୍ଭ ପୋଲିସ ଓ ପରେଡ୍‌ ପଡିଆ (ଷ୍ଟାଡିୟମ) ରାସ୍ତାକୁ ପ୍ରଶାସନ ମରାମତି କରିଛି। ଧରିତ୍ରୀରେ ୨୫ ତାରିଖରେ ‘ରିଜର୍ଭ ପୋଲିସ ଓ ଷ୍ଟାଡିୟମ ରାସ୍ତା ବିପର୍ଯ୍ୟସ୍ତ’ ଶୀର୍ଷକ ଖବର ପାଇବା ପରେ ରାସ୍ତା ମରାମତି…

ଚିଲିଗୁଡ଼ା-ଓଲମା ରାସ୍ତାରେ ୫ ଫୁଟର ବନ୍ୟାଜଳ, ଦୁର୍ଦ୍ଦଶା ଭୋଗୁଛନ୍ତି ଗ୍ରାମବାସୀ

କୋକସରା,୭ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଜାତୀୟ ରାଜପଥ ୨୬ ଚିଲିଗୁଡ଼ାରୁ ଓଲମାକୁ ସଂଯୋଗ କରୁଥିବା ରାସ୍ତାରେ ବର୍ଷାଜଳ ପ୍ରବାହିତ ହେଉଛି। ଗଡ଼ରାମାଲ ଓ ଓଲମା ରାସ୍ତାର ମଝିରେ ରହିଥିବା ପୋଲରେ ମଙ୍ଗଳବାରଠାରୁ ଲାଗି ରହିଥିବା ମୂଷଳଧାରା ବର୍ଷା…

ମେଗା ପାନୀୟ ଜଳ ପ୍ରକଳ୍ପ ପାଇପ୍‌ ଲାଇନ୍‌ ପୋତାରୁ ରାସ୍ତା ଶୋଚନୀୟ

କୋକସରା,୨୭ା୭(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ ପଞ୍ଚାୟତକୁ ମେଗା ପାନୀୟ ଜଳ ପ୍ରକଳ୍ପରୁ ଜଳ ଯୋଗାଣ ପାଇଁ ଠିକାସଂସ୍ଥା ପକ୍ଷରୁ କାର୍ଯ୍ୟ ଜାରି ରହିଛି। ଗ୍ରାମାଞ୍ଚଳକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣାଧୀନ ରାସ୍ତାକଡ଼ରେ…

ବିକାଶ ଅପହଞ୍ଚ: ଗାଁରେ ନାହିଁ ରାସ୍ତା କି ବିଦ୍ୟାଳୟ

କର୍ଲାମୁଣ୍ଡା,୨୨ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ମହକୁମାଠାରୁ ୨୦ କିମି ଦୂରରେ ଅବସ୍ଥିତ ବୋରାପଦର ପଞ୍ଚାୟତର କେର୍ଣାପଲା ଗାଁ। ୩୫ ପରିବାର ବିଶିଷ୍ଟ ଏହି ଗାଁରେ ୧୦୫ ଜଣ ମହିଳା-ପୁରୁଷ ରହିଛନ୍ତି। ତେବେ ସ୍ବାଧୀନତାର ଦୀର୍ଘବର୍ଷ ପରେ…

ରାସ୍ତା ସଫେଇର ଦେଶୀ ଯୋଗାଡ଼, ଭିଡିଓ ଦେଖିଲେ କରିବେ ପ୍ରଶଂସା

ସମଗ୍ର ବିଶ୍ୱରେ ଦେଶୀ ଯୋଗାଡ଼ର ଅଭାବ ନାହିଁ। ଯାହା ପ୍ରତିଦିନ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ଏବେ ସେମିତି ଏକ ଭିଡିଓ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତା ସଫା କରିବା ପାଇଁ ଅନନ୍ୟ କୌଶଳ ବ୍ୟବହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?