Tag Archives: RBI

ବଢ଼ି ଚାଲିଛି କି ବ୍ୟାଙ୍କର ମନମାନି? ଘରେ ବସି ଏଭଳି କରନ୍ତୁ RBI ନିକଟରେ ଅଭିଯୋଗ

ନୂଆଦିଲ୍ଲୀ,୨୩।୧୧: ବ୍ୟାଙ୍କ ମନମାନି କରିବା ସାଧାରଣ କଥା। କାରଣ ପ୍ରତ୍ୟେହ ସୋସିଆଲ ମିଡିଆରେ ହଜାର ହଜାର ଅଭିଯୋଗ ଦେଖଇବାକୁ ମିଳିଥାଏ। ଯେପରିକି ବ୍ୟାଙ୍କ ଲୋକଙ୍କ କଥା ଶୁଣୁନାହିଁ। ଯେଉଁ କାମ ଆଜି ହୋଇପାରୁଥିଲା, ତାକୁ କାଲିକୁ ଘୁଞ୍ଚାଇ ଦିଆଯାଉଛି। ଅଯଥା ଚାର୍ଜ…

RBIର ନୂଆ ଉପହାର! ଏବେ ପିଲାମାନେ ବି କରିପାରିବେ ଡିଜିଟାଲ ପେମେଣ୍ଟ, ଲଞ୍ଚ ହେବ Junio UPI Wallet  

ନୂଆଦିଲ୍ଲୀ,୮।୧୧: ଡିଜିଟାଲାଇଜେସନର ଏହି ଯୁଗରେ, ସବୁକିଛି ଡିଜିଟାଲ ହୋଇଯାଇଛି। ଖାଦ୍ୟ ଅର୍ଡର କରିବାଠାରୁ ଆରମ୍ଭ କରି ବିଦ୍ୟୁତ ବିଲ ପୈଠ କରିବା ପର୍ଯ୍ୟନ୍ତ ସବୁକିଛିରେ ଡିଜିଟାଲ ପେମେଣ୍ଟ ହୋଇପାରୁଛି। ଏହି ଡିଜିଟାଲ ଗତିକୁ ଆହୁରି ସୁରକ୍ଷିତ କରିବା ପାଇଁ, ଭାରତୀୟ ରିଜର୍ଭ…

RBIର ନୂଆ ନିିୟମ: ଏଣକି ରୁପା ଅଳଙ୍କାରରେ ମଧ୍ୟ ମିଳିବ ଲୋନ୍‌, ଜାଣନ୍ତୁ କେବେଠୁ ମିଳିବ ଏହି ସୁବିଧା

ନୂଆଦିଲ୍ଲୀ,୮ା୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ନୂତନ ସର୍କୁଲାର ଜାରି କରିଛି। ଯାହା ଦ୍ୱାରା ଆପଣ ରୁପା ଅଳଙ୍କାର ରଖି ମଧ୍ୟ ଲୋନ୍‌ ବା ଋଣ ନେଇପାରିବେ। କିପରି ଏହି ଲୋନ୍‌ ପାଇବେ ଜାଣନ୍ତୁ ଏହାର ନିୟମ… ଆର୍‌ବିଆଇ ଏହି…

ବନ୍ଦ ହୋଇଯିବ ଏହି ବ୍ୟାଙ୍କ, RBI ନେଲା ବଡ଼ ନିଷ୍ପତ୍ତି: ଆକାଉଣ୍ଟ ଥିଲେ ହୋଇଯାନ୍ତୁ ସତର୍କ

ନୂଆଦିଲ୍ଲୀ,୮।୧୦: ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ସମବାୟ ବ୍ୟାଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଛି। ରିଜର୍ଭ ବ୍ୟାଙ୍କ ଘୋଷଣା କରିଛି, ମହାରାଷ୍ଟ୍ରର ସତାରାରେ ଥିବା ଜିଜାମାତା ମହିଳା ସହକାରୀ ବ୍ୟାଙ୍କର ଲାଇସେନ୍ସ ବାତିଲ କରାଯାଇଛି। ଏହାର କାରଣ ହେଉଛି ସମବାୟ…

ଚିରା-ଫଟା ନୋଟ୍‌ର କ’ଣ କରେ RBI? ଅଧା ଭାରତ ଜାଣି ନାହିଁ ଉତ୍ତର, ଜାଣିଲେ…

ନୂଆଦିଲ୍ଲୀ,୪।୧୦: ଆପଣ କେବେ ଭାବିଛନ୍ତି କି ଯେତେବେଳେ ନୋଟ ପୁରୁଣା ହୋଇଯାଏ କିମ୍ବା ଚିରି ଯାଏ, ଆର୍‌ବିଆଇ ସେସବୁ ନୋଟ୍‌ର କ’ଣ କରିଥାଏ? ଅନେକ ଭାବନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏହି ନୋଟ୍‌କୁ ଜାଳି ଦିଏ, ଫିଙ୍ଗି ଦିଏ କିମ୍ବା…

RBI’ର ନୂଆ ଯୋଜନା: ସହଜ ହେବ ଋଣ ନେବା, କଠୋର କ୍ରେଡିଟ ଯାଞ୍ଚ

ମୁମ୍ବାଇ,୩୦।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୯ ସେପ୍ଟେମ୍ବର ୨୦୨୫ରେ ଋଣ, ସୁନା-ରୂପା ଆଧାରିତ ଋଣ, ବ୍ୟାଙ୍କ ପୁଞ୍ଜି ସଂଗ୍ରହ ଓ କ୍ରେଡିଟ ସୂଚନା ପ୍ରଣାଳୀକୁ ସୁଧାର ଆଣିବା ପାଇଁ ସାତଟି ନିର୍ଦ୍ଦେଶ ଓ ଡ୍ରାଫ୍ଟ ପ୍ରସ୍ତାବ ଘୋଷଣା କରିଛି। ତିନୋଟି…

RBI’ର ନୂଆ ନିୟମ: ମୃତ ଆକାଉଣ୍ଟଧାରୀଙ୍କ ଟଙ୍କା ଉଠାଇବା ହେବ ସହଜ

ମୁମ୍ବାଇ,୨୯।୯: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ମୃତ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ପରିବାର ପାଇଁ ଦାବି ନିଷ୍ପତ୍ତି ପ୍ରକ୍ରିୟାକୁ ସହଜ ଓ ଦ୍ରୁତ କରିବାକୁ ନୂଆ ନିୟମ ଘୋଷଣା କରିଛି। ନୂଆ ନିୟମ ଅନୁଯାୟୀ, ବ୍ୟାଙ୍କଗୁଡ଼ିକୁ ମୃତ ବ୍ୟକ୍ତିଙ୍କ ଆକାଉଣ୍ଟ ଓ ଲକର…

ବ୍ୟାଙ୍କ ଲକର୍‌ରେ ରଖିଛନ୍ତି କି ସୁନା? ଚୋରି କି ନଷ୍ଟ ହେଲେ କିଏ ଦାୟୀ, କ’ଣ କୁହେ RBI ନିୟମ…

ନୂଆଦିଲ୍ଲୀ,୨୫।୯: ସାଧାରଣତଃ ଲୋକମାନେ ସୁରକ୍ଷାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଲକରରେ ମୂଲ୍ୟବାନ ଜିନିଷ ରଖିଥାନ୍ତି। କିନ୍ତୁ ବ୍ୟାଙ୍କର ଅବହେଳା, ଚୋରି କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ଯଦି ଆପଣଙ୍କ ଜିନିଷ ଲକରରୁ ଗାୟବ ହୋଇଯାଏ, ତେବେ କିଏ ଦାୟୀ ହେବ ଏବଂ…

EMI ନ ଦେଲେ ଫୋନ୍ ଲକ୍ କରିଦେବ ବ୍ୟାଙ୍କ, RBI ଆଣିବ ନୂଆ ନିୟମ

ମୁମ୍ବାଇ,୧୧ା୯: ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍ ରିଜର୍ଭ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ (ଆରବିଆଇ) କ୍ରେଡିଟ୍‌ରେ(ଇଏମଆଇ’ରେ) କିଣାଯାଇଥିବା ମୋବାଇଲ୍ ଫୋନ୍‌ଗୁଡ଼ିକୁ ଲୋନ୍ ଫେରାଇବାରେ ଅସଫଳ ହେଲେ ଋଣ ପ୍ରଦାନକାରୀଙ୍କୁ ରିମୋଟ୍‌ଲି ଫୋନ ଲକ୍ କରିବାର ଶକ୍ତି ପ୍ରଦାନ କରିବାକୁ ଯୋଜନା କରୁଛି। ଏହା ଦୁର୍ନୀତିଗତ…

RBI ପୂର୍ବତନ ଗଭର୍ନର ଉର୍ଜିତ ପଟେଲଙ୍କୁ IMFରେ ବଡ଼ ନିଯୁକ୍ତି, ନେବେ ସୁବ୍ରମଣ୍ୟମଙ୍କ ସ୍ଥାନ 

ନୂଆଦିଲ୍ଲୀ,୨୯।୮: ଭାରତ ସରକାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ପୂର୍ବତନ ଗଭର୍ଣ୍ଣର ଡ. ଉର୍ଜିତ ପଟେଲଙ୍କୁ ଅନ୍ତର୍ଜାତୀୟ ମୁଦ୍ରା କୋଷ (IMF)ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (Executive Director) ଭାବେ ତିନି ବର୍ଷ ପାଇଁ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି। ସେ କେ.ଭି.…

ସେପ୍ଟେମ୍ବରରୁ ବନ୍ଦ ହୋଇଯିବ ୫୦୦ ଟଙ୍କିଆ ନୋଟ? ସଠିକ୍‌ ସୂଚନା ଦେଲେ…

ନୂଆଦିଲ୍ଲୀ,୧୬।୭: ହ୍ବାଟସଆପ ଏବଂ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ପୋଷ୍ଟ ଅଧିକ ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ ସେପ୍ଟେମ୍ବର ୩୦ ତାରିଖରୁ ୫୦୦ ଟଙ୍କିଆ ନୋଟ ବନ୍ଦ ହୋଇଯିବ। ଏହି ପୋଷ୍ଟରେ କୁହାଯାଇଛି ଯେ ଭାରତୀୟ ରିଜର୍ଭ…

୧୦୦ ଓ ୨୦୦ଟଙ୍କିଆ ନୋଟ୍‌କୁ ନେଇ ଆସିଲା ବଡ଼ ଖବର, RBI କହିଲା…

ନୂଆଦିଲ୍ଲୀ,୨୫।୬: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସେପ୍ଟେମ୍ବର ୩୦, ୨୦୨୫ ସୁଦ୍ଧା ଦେଶର ୭୫% ଏଟିଏମରୁ ଅତି କମରେ ଗୋଟିଏ କ୍ୟାସେଟରୁ ୧୦୦ କିମ୍ବା ୨୦୦ ଟଙ୍କା ନୋଟ ବାହାର କରିବାକୁ ନିର୍ଦ୍ଦେଶ ଦେଇଥିଲା। ଏହି ଲକ୍ଷ୍ୟ ପୂରଣ ପାଇଁ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?