Tag Archives: Ranji Trophy

ମୁମ୍ବାଇ ପାଇଁ ରଣଜୀ ଟ୍ରଫି ଖେଳିବାକୁ ପ୍ରସ୍ତୁତ ଯଶସ୍ୱୀ ଜୈସ୍ବାଲ; ସେପଟେ ବିରାଟ

ମୁମ୍ବାଇ,୧୪।୧: ଯଶସ୍ୱୀ ଜୈସ୍ବାଲ ରଣଜୀ ଟ୍ରଫି ଖେଳିବାକୁ ପ୍ରସ୍ତୁତ। ଏହି ପରିପ୍ରେକ୍ଷୀରେ, ସେ ତାଙ୍କ ନିଷ୍ପତ୍ତି ବିଷୟରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନକୁ ଅବଗତ କରାଇଛନ୍ତି। ମୁମ୍ବାଇ ଏବଂ ଜମ୍ମୁ କାଶ୍ମୀର ମଧ୍ୟରେ ମ୍ୟାଚ୍ ଜାନୁଆରୀ ୨୩ ରୁ ଖେଳାଯିବ। ଉଭୟ...

ଓଡ଼ିଶା ରଣଜୀ ଦଳ ଘୋଷିତ: ଗୋବିନ୍ଦ ପୋଦ୍ଦାର ଅଧିନାୟକ

ଭୁବନେଶ୍ୱର, ୪।୧୦ (ତପନ ସ୍ବାଇଁ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଘରୋଇ କ୍ରିକେଟର ସର୍ବୋଚ୍ଚ ଟୁର୍ନାମେଣ୍ଟ ରଣଜୀ ଟ୍ରଫି ୨୦୨୪-୨୫ ସିଜନର ପ୍ରଥମ ୨ଟି ମ୍ୟାଚ ପାଇଁ ଶୁକ୍ରବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ସିନିୟର ଚୟନ କମିଟି ମୁଖ୍ୟ...

ହଠାତ୍‌ ରେଡ-ବଲ କ୍ରିକେଟକୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୧୬।୨: ରଣଜୀ ଟ୍ରଫି ୨୦୨୩-୨୪ ସିଜନ ପରେ ସେ ରେଡ-ବଲ କ୍ରିକେଟରୁ ବିଦାୟ ନେବେ ବୋଲି ଭାରତୀୟ ଦ୍ରୁତ ବୋଲର ବରୁଣ ଆରୋନ ଘୋଷଣା କରିଛନ୍ତି। ସେ ବର୍ତ୍ତମାନ କେବଳ ଦିନିକିଆ ଏବଂ ଟି୨୦ ପରି ଧଳା ବଲ କ୍ରିକେଟ...

ପୃଥ୍ୱୀ ଶ’ଙ୍କ ଦମଦାର କମବ୍ୟାକ୍: ଆହତରୁ ଫେରି ଖେଳିଲେ ଶତକୀୟ ଇନିଂସ

ନୂଆଦିଲ୍ଲୀ,୯/୨: ଭାରତୀୟ କ୍ରିକେଟ୍ ଦଳର ଓପନର୍ ପୃଥ୍ୱୀ ଶ’ ଦୀର୍ଘଦିନ ପରେ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଆଘାତ ହେତୁ ୬ ମାସ କ୍ରିକେଟ୍ ଠାରୁ ଦୂରରେ ରହିଥିବା ଏହି ଡାହାଣହାତୀ ଓପନିଂ ବ୍ୟାଟ୍ସମ୍ୟାନ୍ ରଣଜୀ ଟ୍ରଫି ମାଧ୍ୟମରେ କ୍ରିକେଟକୁ ଫେରିଛନ୍ତି।...

ରଣଜୀ ଟ୍ରଫିରେ ଓଡ଼ିଶାର ବଡ଼ ବିଜୟ, ରାଜେଶ ମହାନ୍ତିଙ୍କୁ ୫ ୱିକେଟ ସଫଳତା

କଟକ,୨୯ା୧: କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ହିମାଚଳ ପ୍ରଦେଶ ବିପକ୍ଷ ଏଲିଟ ଗ୍ରୁପ୍‌ ‘ଡି’ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବଡ଼ ବିଜୟ ହାସଲ କରିଛି। ଦ୍ୱିତୀୟ ଇନସିଂରେ ସନ୍ଦୀପ ପଟ୍ଟନାୟକଙ୍କ ଶତକ ବଳରେ ଓଡ଼ିଶା ହିମାଚଳ ଆଗରେ...

ରଣଜୀ ମ୍ୟାଚରେ ସନ୍ଦୀପଙ୍କ ଲଢୁଆ ଶତକ, ଜମ୍ମୁ-କଶ୍ମୀର ଆଗରେ ବିଜୟ ଲକ୍ଷ୍ୟ ୧୪୯ ରନ୍‌

ଭୁବନେଶ୍ୱର, ୨୧।୧: କଟକସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଜମ୍ମୁ-କଶ୍ମୀର ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପାଇଁ ଲଢୁଆ ଶତକ ହାସଲ କରିଛନ୍ତି ସନ୍ଦୀପ ପଟ୍ଟନାୟକ। ବୋଲରଙ୍କୁ ସୁହାଉଥିବା ଉଇକେଟରେ ତୃତୀୟ ଦିନର ଲଞ୍ଚ ସୁଦ୍ଧା ଓଡ଼ିଶା ଏହାର...

ବଡ଼ ଭାଇଙ୍କ ପରେ କ୍ରିକେଟ୍‌ରେ ରାଜ୍‌ କରିବାକୁ ଯାଉଛନ୍ତି ସାନ ଭାଇ

ନୂଆଦିଲ୍ଲୀ,୧୫।୧୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି କ୍ରିକେଟ ଦୁନିଆରେ ନିଜର ପାରଦର୍ଶିତା ପ୍ରମାଣ କରିଛନ୍ତି। ତାଙ୍କର ଉତ୍କୃଷ୍ଟ ବୋଲିଂ କୌଶଳ ବିଷୟରେ ସମସ୍ତେ ଜାଣନ୍ତି। କିନ୍ତୁ ବର୍ତ୍ତମାନ ତାଙ୍କ ସାନଭାଇ ମହମ୍ମଦ କୈଫ ମଧ୍ୟ ଚମତ୍କାର ବୋଲିଂ କରୁଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri