Tag Archives: Ranbir kapoor

‘ବହୁତ କଥା ହେଉଛୁ ତୁ…’: କ୍ୟାମେରା ଆଗରେ ନିୟନ୍ତ୍ରଣ ହରାଇଲେ ରଣବୀର! କାହାକୁ ଏମିତି କହିଲେ ଜାଣନ୍ତୁ

ମୁମ୍ବାଇ,୨୭।୯: ବଲିଉଡ୍‌ ଅଭିନେତା ରଣବୀର କପୁର, ଆଲିଆ ଭଟ୍ଟ ଓ ବିକି କୌଶଲ୍‌ ଖୁବଶୀଘ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଲଭ୍‌ ଆଣ୍ଡ ୱାର୍‌’ରେ ଏକାଠି ନଜର ଆସିବେ । ନିକଟରେ ଫିଲ୍ମର ତିନି ଷ୍ଟାରଙ୍କ ପ୍ରଥମ ଲୁକ୍ ପୋଷ୍ଟର…

ରଣବୀରଙ୍କ ଭଉଣୀ ରିଦ୍ଧିମାଙ୍କ ଅଭିନୟରେ ଡେବ୍ୟୁ, ଟ୍ରେଲର ରିଲିଜ ପରେ ବଢ଼ିଲା ଚର୍ଚ୍ଚା

ମୁମ୍ବାଇ: ଅଭିନୟ ଜଗତରେ ପାଦ ଥାପିଛନ୍ତି ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା କପୁର। ତାଙ୍କର ପ୍ରଥମ ଫିଲ୍ମ ‘ଦାଦି କି ଶାଦୀ’ର ଟ୍ରେଲର ଆଜି ରିଲିଜ ହୋଇଯାଇଛି। ଏହା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଛି। ଫିଲ୍ମ ମାଧ୍ୟମରେ ରିଦ୍ଧିମା ବଡ଼…

୧୦ ବର୍ଷ ପରେ ରୋମାନ୍ସ କରିବେ ଦୀପିକା-ରଣବୀର

ମୁମ୍ବାଇ: ଦୀପିକା ପାଦୁକୋନ ଏବଂ ରଣବୀର କପୁର ବଲିଉଡ୍‌ର ସବୁଠାରୁ ଲୋକପ୍ରିୟ ଅନସ୍କ୍ରିନ୍‌ ଯୋଡ଼ି ମଧ୍ୟରୁ ଅନ୍ୟତମ। ଯଦିଓ ସେମାନେ ୧୦ ବର୍ଷରୁ ଅଧିକ ସମୟ ଧରି ଏକାଠି କାମ କରିନାହାନ୍ତି, କିନ୍ତୁ ଏବେ ସେମାନେ ଏକାଠି ହେବାକୁ ପ୍ରସ୍ତୁତ। କିଛି…

ଆର୍ଯ୍ୟାନ ଖାନଙ୍କ ସିରିଜରେ ଫସିଲେ ରଣବୀର କପୁର, ଚେତାବନୀ ନ ଦେଇ ପିଉଥିଲେ ସିଗାରେଟ୍

ମୁମ୍ବାଇ,୨୨ା୯: ଜାତୀୟ ମାନବାଧିକାର ଆୟୋଗ (ଏନଏଚଆରସି) ଅଭିନେତା ରଣବୀର କପୁର, ଓ୍ଵେବ ସିରିଜ ‘ଦି ବାଷ୍ଟାର୍ଡସ ଅଫ ବଲିଉଡ’ର ପ୍ରଯୋଜକ ଓ ନେଟଫ୍ଲିକ୍ସ ବିରୁଦ୍ଧରେ ଇଲେକ୍ଟ୍ରୋନିକ ସିଗାରେଟ ନିଷିଦ୍ଧ ଆଇନ, ୨୦୧୯ର ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ କରିବାକୁ ମୁମ୍ବାଇ ପୋଲିସକୁ…

ଭାରତୀୟ ସିନେମାର ସବୁଠୁ ବଡ ବଜେଟ ଫିଲ୍ମ, ଧମାଲ କଲା ପ୍ରଥମ ଦୃଶ୍ୟ

ମୁମ୍ବାଇ: ‘ରାମାୟଣ’ କେବଳ ଏକ ଚଳଚ୍ଚିତ୍ର ନୁହେଁ, ଏହା ଇତିହାସ, ଅତୁଟ ଭକ୍ତି ଓ ସମସ୍ତଙ୍କ ପାଇଁ ଏକ ଅନନ୍ୟ କାହାଣୀ। ଏହି ମହାକାବ୍ୟକୁ ଚଳଚ୍ଚିତ୍ରରେ ରୂପାନ୍ତରିତ କରିବା କୌଣସି ସହଜ କାମ ନୁହେଁ। ଏହା ପାଇଁ କେବଳ ଆର୍ଥିକ ବିନିଯୋଗ…

ପୁଣି ବାପା ହେବେ କି ରଣବୀର: ଦେଲେ ସଙ୍କେତ

ବଲିଉଡର ସବୁଠାରୁ ଚର୍ଚ୍ଚିତ କପଲ୍‌ ରଣବୀର କପୁର ଏବଂ ଆଲିଆ ଭଟ୍ଟ ଝିଅ ରାହାଙ୍କ ସହ ସମୟ ବିତାଉଛନ୍ତି। ନଭେମ୍ବର ୨୦୨୨ ରାହା ଜନ୍ମ ପରଠାରୁ ଉଭୟ ଫିଲ୍ମ ଦୁନିଆରେ ଏତେଟା ସକ୍ରିୟ ରହୁନାହାନ୍ତି। ଏସବୁ ଭିତରେ ରଣବୀର ଏବେ ଦ୍ୱିତୀୟ…

ରାମାୟଣ ସେଟ୍‌ରୁ ରଣବୀର କପୁର-ସାଇ ପଲ୍ଲବୀଙ୍କ ଲୁକ୍‌ ଭାଇରାଲ୍‌, ରାମ-ସୀତା ଅବତାରରେ ଆସିଲେ ନଜର

ଭୁବନେଶ୍ୱର,୨୭।୪: ନିର୍ଦ୍ଦେଶକ ନୀତେଶ ତିୱାରୀଙ୍କ ଫିଲ୍ମ ‘ରାମାୟଣ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ। ତାଙ୍କ ସହ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ସାଇ ପଲ୍ଲବୀ ମାତା ସୀତା ଭୂମିକାରେ…

ରଣବୀରଙ୍କ ସମେତ ପୁରା ପରିବାର ନାମରେ ମାମଲା ରୁଜୁ, ଜାଣନ୍ତୁ କ’ଣ ରହିଛି…

ବମ୍ବେ: ‘କ୍ରିସମାସ’ ଅବସରରେ କେକ୍‌ ଉପରେ ମଦ ଢ଼ାଳି ନିଆଁ ଲଗାଇ ‘ଜୟ ମାତା ଦି’ ନାରା ଦେଇଥିଲେ ରଣବୀର। ଏହାକୁ ନେଇ ସେ ବିବାଦରେ ଫସିଥିବା ବେଳେ ଏବେ ତାଙ୍କ ସହ ପୁରା ପରିବାର ନାମରେ ମାମଲା ରୁଜୁ ହୋଇଛି।…

‘ରଣବୀର କପୁର ନୁହନ୍ତି ରଣବୀର ସିଂ ଥିଲେ ପ୍ରଥମ ପସନ୍ଦ’

ବମ୍ବେ: ବଲିଉଡ ଅଭିନେତା ରଣବୀର କପୁର ୨୦୧୮ରେ ଆସିଥିବା ବ୍ଲକବଷ୍ଟର ସିନେମା ‘ସଞ୍ଜୁ’ରେ ଚମତ୍କାର ଅଭିନୟ କରିଥିଲେ। ଫିଲ୍ମ ସମୀକ୍ଷକଙ୍କଠାରୁ ଆରମ୍ଭ କରି ଦର୍ଶକେ ଏହାକୁ ବେଶ ପସନ୍ଦ କରିଥିଲେ। ଫିଲ୍ମଟି ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ଜୀବନ ଉପରେ ପର୍ଯ୍ୟବଶିତ ଥିଲା।…

ଇତିହାସ ରଚିଲା ‘ଆନିମଲ୍‌’; ପ୍ରଥମ ଦିନରେ ରୋଜଗାର ୧୦୦ କୋଟି ପାର୍‌

ବମ୍ବେ: ଓପନିଂ ଡେ’ରେ କମାଲ କରିଛି ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’। ବ୍ଲକବଷ୍ଟର ଫିଲ୍ମ ‘ବର୍‌ଫି’ ପରେ ଅଭିନେତାଙ୍କ ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି। ଫଳସ୍ବରୂପ ଏହା ରିଲିଜର ପ୍ରଥମ ଦିନ…

ରିଲିଜ ହେଲା ‘ଆନିମଲ୍’ ଫିଲ୍ମର ଟ୍ରେଲର, ଦମଦାର ଚରିତ୍ରରେ ନଜର ଆସିଲେ ରଣବୀର କପୁର

ମୁମ୍ବାଇ: ୨୦୨୩ ର ବହୁ ପ୍ରତୀକ୍ଷିତ ଫିଲ୍ମ ‘ଆନିମଲ୍’ର ଟ୍ରେଲର ରିଲିଜ ହୋଇଛି। ଟ୍ରେଲରରେ ଏପରି ଧମାକାଦାର ଆକ୍ସନ ସିନ୍ ରହିଛି ଯାହାକୁ ଦେଖି ସିନେପ୍ରେମୀମାନେ ଏହାର ଖୁବ ପ୍ରଶଂସା କରିଛନ୍ତି। ରଣବୀର କପୁର ତାଙ୍କର ସିନେମା କ୍ୟାରିୟରରେ ପ୍ରଥମ ଥର…

ଓଟିଟି ଡେବ୍ୟୁ କରିବେ ରଣବୀର କପୁରଙ୍କ ଭଉଣୀ ରିଦ୍ଧିମା

ବମ୍ବେ: ବଲିଉଡ୍‌ର ଲୋକପ୍ରିୟ ଅଭିନେତା ଋଷି କପୁର ଏବଂ ଅଭିନେତ୍ରୀ ନୀତୁ କପୁରଙ୍କ ଝିଅ ରିଦ୍ଧିମା କପୁର କରିବେ ଓଟିଟି ଡେବ୍ୟୁ। ଫିଲ୍ମଜଗତଠାରୁ ଦୂରରେ ରହୁଥିବା ରିଦ୍ଧିମା ଏବେ ‘ଫାବୁଲସ୍‌ ଲାଇଫ୍ସ ଅଫ୍‌ ବଲିଉଡ୍‌ ଓ୍ବାଇଫ୍ସ’ର ନୂଆ ସିଜନ୍‌ରେ ନଜର ଆସିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?