Tag Archives: rain water

ରାସ୍ତାରେ ଜମୁଛି ଡ୍ରେନ୍‌ ପାଣି, ବର୍ଷା ହେଲେ ସ୍ଥିତି ବେହାଲ

ରିଷିଡ଼ା,୪ା୯(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ରିଷିଡ଼ା କୁମ୍ଭାରପଡ଼ା ମିଳନ ଛକ ନିକଟରେ ରାସ୍ତାରେ ବର୍ଷାପାଣି ଜମିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। କିଛିଦିନ ହେଲା କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ ରିଷିଡ଼ା କୁମ୍ଭାରପଡ଼ା, ମିଳନଛକଠାରେ ପ୍ରବଳ ବର୍ଷା ହେବାରୁ ରାସ୍ତାରେ ପାଣି ଜମି…

ସରପଞ୍ଚଙ୍କ ଗାଁ ରାସ୍ତାରେ ଆଣ୍ଠୁଏ ଉଚ୍ଚର ବର୍ଷା ପାଣି, ବଢୁଛି ଅସନ୍ତୋଷ

ଧର୍ମଶାଳା,୧୪ା୭(ଶିବ ପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତର ଶେରପୁର ଗାଁରେ ବର୍ଷା ଅସରାଏ ହେବା ପରେ ଗାଁ ମଝିରେ ଜମି ରହୁଛି ବର୍ଷାପାଣି। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ଗାଁରେ ବହୁ…

ତେଲ ନଦୀ ପୋଲ ଉପରେ ପ୍ରବାହିତ ହେଲା ବର୍ଷାଜଳ: ଜନଜୀବନ ବେହାଲ

ପାଟଣା,୧୯ା୬(ବୀରକିଶୋର ଦାଶ): ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ଦାମା ହୁଦା ପଞ୍ଚାୟତ କୁମୁଳା ବାହାଳିର ତେଲ ନଦୀ ପୋଲ ଉପରେ ବର୍ଷା ପାଣି ଗୁରୁବାର ପ୍ରବାହିତ ହୋଇଛି। ଫଳରେ ସାହାରପଡ଼ା ବ୍ଲକ ଦାମାହୁଦା ଅଞ୍ଚଳରୁ…

ବ୍ରାହ୍ମଣୀଗାଁ ମୁଖ୍ୟ ରାସ୍ତାରେ ଡ୍ରେନ୍‌ ଜାମ୍‌, ବର୍ଷା ହେଲେ ରାସ୍ତାରେ ଭାସୁଛି ଆବର୍ଜନା

ଦାରିଙ୍ଗବାଡ଼ି,୧୨ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ପଞ୍ଚାୟତର ମୁଖ୍ୟ ବଜାରରେ ଡ୍ରେନ୍‌ ଜାମ୍‌ ହୋଇ ବର୍ଷାଜଳ ନିଷ୍କାସନ ହୋଇପାରୁନି। ଫଳରେ ବର୍ଷାଜଳ ମୁଖ୍ୟ ପିଚୁ ରାସ୍ତା ଉପରେ ଯାଉଥିବା ବେଳେ ଅଳିଆ ଆବର୍ଜନା, ଅଇଁଠା ଖଲିପତ୍ର, ପ୍ଲାଷ୍ଟିକ ବୋତଲ,…

କୋଣାର୍କ ମନ୍ଦିର ପରିସରରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ, ପର୍ଯ୍ୟଟକ ହନ୍ତସନ୍ତ

କୋଣାର୍କ,୨୮ା୫: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ପୁରୀ ଜିଲାର ବିଭିନ୍ନ ଅଞ୍ଚଳରେ ସ୍ଥିତି ବେହାଲ ହୋଇଥିବା ବେଳେ ବୁଧବାର ସକାଳୁ ଲଗାଣ ବର୍ଷା ଲାଗି ରହିଛି। ଫଳରେ ବିଶ୍ୱ ଐତିହ୍ୟ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ମନ୍ଦିର ବେଶ ପ୍ରଭାବିତ ହୋଇଛି।…

ବର୍ଷାପାଣି ଘେରରେ କ୍ଷେତ, ଖଳାଧାନ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ଅମଳ ଏବଂ ସଂଗ୍ରହ ପ୍ରକ୍ରିୟା ଜୋର୍‌ ଧରିଛି। ଚାଷୀଙ୍କ କଟାଧାନ କ୍ଷେତ ଏବଂ ଅମଳ ଧାନ ଖଳାଠାରୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ପଡ଼ିଛି। ଏଭଳି ସ୍ଥଳେ ଲଘୁଚାପଜନିତ ବର୍ଷା ଆରମ୍ଭ ହୋଇଛି।…

ସାମାନ୍ୟ ବର୍ଷାରେ ସହର ସ୍ଥିତି ବେହାଲ୍‌: ଆଗକୁ ସ୍ଥିତି ଅସମ୍ଭାଳ

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଡ୍ରେନେଜ୍‌ ଅବ୍ୟବସ୍ଥା ନିତିଦିନିଆଁ ଘଟଣାରେ ପରିଣତ ହୋଇଯାଇଛି। ପ୍ରତିବର୍ଷ ଅବ୍ୟବସ୍ଥିତ ଡ୍ରେନେଜ୍‌ ବ୍ୟବସ୍ଥା ଯୋଗୁ ସହର ଜଳାର୍ଣ୍ଣବ ହୋଇ ପଡ଼ିଥାଏ। ଏହାର ପ୍ରତିକାର ଦିଗରେ ସ୍ଥାନୀୟ ଜନ ପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀ ଆଖି ବୁଜି…

ବାତ୍ୟା ପରେ ଦୁଃଖ ଦେଉଛି ବର୍ଷାପାଣି

ତିହିଡ଼ି,୨୬ା୧୦(ସଞ୍ଜିତ ବଳ): ବାତ୍ୟା ଦାନା ପ୍ରଭାବରେ ୩ଦିନ ଧରି ଲଗାଣ ବର୍ଷା ହୋଇଛି। ଯାହାଫଳରେ ତିହିଡ଼ି ବ୍ଲକର ବିଭିନ୍ନ ଗାଁକୁ ବର୍ଷାପାଣି ପ୍ରବେଶ କରିଛି। ଗୁଆମାଳ ପଞ୍ଚାୟତର ଇଶାଣପୁର ଗାଁଦାଣ୍ତରେ ବର୍ଷାପାଣି ଲହଡ଼ି ଭାଙ୍ଗୁଛି। ଏଥିଯୋଗୁ ଗ୍ରାମବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?