ୟୁକ୍ରେନ ଲୋକଙ୍କୁ ନିର୍ଯାତନା ଦେଇ ହତ୍ୟା କରିବାକୁ ଚାହୁଁଥିଲା ରୁଷିଆ ହେଲେ…
ମସ୍କୋ,୪ା୭: ରୁଷିଆ ସେନାର ଡେପୁଟି କମାଣ୍ଡରଙ୍କୁ ହତ୍ୟା କରିଛି ୟୁକ୍ରେନ। ନିହତ ଡେପୁଟି କମାଣ୍ଡରଙ୍କୁ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତର ବୋଲି ବିବେଚନା କରାଯାଉଥିଲା। ଏହି ହତ୍ୟାକାଣ୍ଡ ପରେ ରୁଷିଆ ସେନା ୟୁକ୍ରେନରେ ଅରାଜକତା ସୃଷ୍ଟି କରିବା ଆରମ୍ଭ କରିଛି।…
ଶେଷ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ, କ୍ରେମ୍ଲିନ୍ ଦେଲା ଏହି ସଙ୍କେତ
ମସ୍କୋ,୩ା୭: ଦୀର୍ଘଦିନର ଲଢ଼େଇ ପରେ ରୁଷିଆ ଏବଂ ୟୁକ୍ରେନ ଏବେ ଶାନ୍ତି ଆଡ଼କୁ ଅଗ୍ରସର ହେଉଛନ୍ତି। ଦୁଇ ପର୍ଯ୍ୟାୟ ଆଲୋଚନା ପ୍ରାୟ ସଫଳ ହୋଇଛି ଏବଂ ଏବେ କ୍ରେମଲିନ ଆଶା କରୁଛି ଯେ, ରୁଷିଆ-ୟୁକ୍ରେନ ତୃତୀୟ ପର୍ଯ୍ୟାୟ ଆଲୋଚନାର ତାରିଖ ଶୀଘ୍ର…
ଭାରତ ସହ ସବୁଠୁ ବଡ଼ ଡିଲ୍ କରିବେ ପୁଟିନ୍, ଆମେରିକା ଥରହର!
ନୂଆଦିଲ୍ଲୀ,୨।୭: ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଗାମୀ ସେପ୍ଟେମ୍ବର ମାସରେ ଭାରତ ଗସ୍ତ ପୂର୍ବରୁ ରୁଷ ଭାରତକୁ ଏକ ବଡ଼ ପ୍ରସ୍ତାବ ଦେଇଛି। ଏହି ପ୍ରସ୍ତାବରେ ରୁଷ ଭାରତୀୟ ନୌସେନାକୁ ପରମାଣୁ ଶକ୍ତିଚାଳିତ ସମ୍ବରିନ, ପୁନରୁଦ୍ଧାର କରାଯାଇଥିବା କିଲୋ ଶ୍ରେଣୀର ସବମାରାଇନ…
ଇରାନ-ଇସ୍ରାଏଲ ଯୁଦ୍ଧରେ ପୁଟିନଙ୍କ ଏଣ୍ଟ୍ରି; ଟ୍ରମ୍ପ କହିଲେ ଦୂରରେ ରୁହ…
ମସ୍କୋ/ଓ୍ବାଶିଂଟନ,୧୯।୬: ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଏଣ୍ଟ୍ରି କରିଛନ୍ତି। ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଯୋଗାଯୋଗରେ ଅଛନ୍ତି। ରୁଷିଆ ତେଲ୍ ଅଭିଭ୍ର ସୁରକ୍ଷା ଚିନ୍ତାକୁ…
ପୁଟିନ୍ଙ୍କ ବଡ଼ ନିଷ୍ପତ୍ତି! ଡରିଲା ସାରା ବିଶ୍ୱ
ମସ୍କୋ,୫।୬: ୟୁକ୍ରେନ ଉପରେ ରୁଷର ଆକ୍ରମଣ ଏବେ ଆହୁରି ବିପଜ୍ଜନକ ହୋଇପାରେ। ୟୁକ୍ରେନୀୟ ସାମରିକ ଗୁପ୍ତଚର (HUR) ର ଏକ ସୂତ୍ର କହିଛି ଯେ ରୁଷ ଏବେ ପ୍ରତିଦିନ ରାତିରେ ୟୁକ୍ରେନ ଆଡକୁ 500ରୁ ଅଧିକ ଦୂରଗାମୀ ଡ୍ରୋନ ପଠାଇବାକୁ ପ୍ରସ୍ତୁତ…
ପରମାଣୁ ଆଟାକ୍ କରିବ ରୁଷିଆ! ଭାରତ ସୀମାରୁ ଆସିଲା ସାଂଘାତିକ ଖବର
ମସ୍କୋ,୨।୬: ୟୁକ୍ରେନ ଟ୍ରୋଜନ-ହର୍ସ ରଣନୀତି ବ୍ୟବହାର କରି ଟ୍ରକ ଏବଂ ଡ୍ରୋନ ସହିତ ରୁଷ ଉପରେ ଏକ ବଡ଼ ଆକ୍ରମଣ କରିଛି। ଏହି ଆକ୍ରମଣ ଭାରତ ଭଳି ଦେଶ ପାଇଁ ମଧ୍ୟ ବିପଦର ବିଷୟ କାରଣ ନେପାଳ, ଭୁଟାନ ଏବଂ ବାଂଲାଦେଶରୁ…
ୟୁକ୍ରେନର ବଡ଼ ଆଟାକ୍ ପରେ ରାଗିଗଲା ରୁଷିଆ, ପୁଟିନ୍ କଲେ ବଡ଼ ଘୋଷଣା!
ମସ୍କୋ,୨।୬: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ସମସ୍ୟାର ଏପର୍ଯ୍ୟନ୍ତ ସମାଧାନ ହୋଇନାହିଁ। ଏହାରି ଭିତରେ ୟୁକ୍ରେନ ଡ୍ରୋନ ସାହାଯ୍ୟରେ ରୁଷ ସାମରିକ ଘାଟି ଉପରେ ଆକ୍ରମଣ କରିଛି। ଏହା ପାଞ୍ଚଟି ରୁଷୀୟ ଏୟାରବେସ ନଷ୍ଟ କରିଛି। ଦାବି କରାଯାଉଛି ଯେ…
ଯୁଦ୍ଧବିରତି ଘୋଷଣା କଲେ ପୁଟିନ୍, ଯୁଦ୍ଧ ମଧ୍ୟରେ ୟୁକ୍ରେନ୍କୁ…
ମସ୍କୋ,୧୯।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୧,୧୫୦ ଦିନ ବିତିଥିବାବେଳେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ ଶନିବାର ଇଷ୍ଟର ଅସ୍ତ୍ରବିରତି ଘୋଷଣା କରିଛନ୍ତି। ଅସ୍ତ୍ରବିରତି ଶନିବାର ସନ୍ଧ୍ୟାରୁ ଆରମ୍ଭ ହୋଇ ରବିବାର ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ରୁଷିଆ ଚିଫ୍ ଅଫ୍ ଷ୍ଟାଫ୍ ଭାଲେରି…
ପ୍ରଧାନମନ୍ତ୍ରୀ ମୋଦି ପୁଟିନଙ୍କୁ ପରମାଣୁ ଅସ୍ତ୍ର ବ୍ୟବହାର ନକରିବାକୁ ରାଜି କରାଇଥିଲେ: ପୋଲାଣ୍ଡ ମନ୍ତ୍ରୀ
ନୂଆଦିଲ୍ଲୀ,୧୭।୩: ପୋଲାଣ୍ଡର ଉପ-ବୈଦେଶିକ ମନ୍ତ୍ରୀ ଏବଂ ରାଜ୍ୟ ସଚିବ, ୱାଡିସଲା ତେଓଫିଲ ବାର୍ଟୋସଜେୱସ୍କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରୁଷ-ୟୁକ୍ରେନ ଯୁଦ୍ଧ ସମୟରେ ରଣନୈତିକ ପରମାଣୁ ଅସ୍ତ୍ର ବ୍ୟବହାର ନକରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ରାଜି କରାଇବା ପାଇଁ ଶ୍ରେୟ ଦେଇଛନ୍ତି।…
କ୍ଷମା ମାଗିଲେ ପୁଟିନ: ଅଜରବୈଜାନ ବିମାନ ଦୁର୍ଘଟଣା ପାଇଁ ରୁଷିଆ ଦାୟୀ
ମସ୍କୋ,୨୮।୧୨: କ୍ଷମା ମାଗିଲେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ। ରୁଷିଆ ଆକାଶରେ ବିମାନ ଦୁର୍ଘଟଣା ପାଇଁ ସେ ଅଜରବୈଜାନ ରାଷ୍ଟ୍ରପତିଙ୍କୁ କ୍ଷମା ମାଗିଛନ୍ତି। ଏହାପରେ ବିମାନଟି କୌଣସି ପକ୍ଷୀରେ ମାଡ଼ ହୋଇ ନାହିଁ ବରଂ ଭୁଲରେ ତାହା ରୁଷିଆ ଦ୍ୱାରା ଆକ୍ରମଣ…
ଯୁଦ୍ଧ ବନ୍ଦ ପାଇଁ ଟ୍ରମ୍ପଙ୍କ ଆହ୍ବାନ
ଓ୍ବାଶିଂଟନ,୧୧ା୧୧: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ବନ୍ଦ ପାଇଁ ଆହ୍ବାନ ଦେଇଛନ୍ତି। ଏନେଇ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ଟ୍ରମ୍ପ। ଦୁଇ ନେତା ୟୁକ୍ରେନର ପରିସ୍ଥିତି ଉପରେ ଆଲୋକପାତ କରିଥିବାବେଳେ ବିବାଦ ନ ବଢ଼ାଇ…
ମୋଦିଙ୍କ ଚାପର ପ୍ରଭାବ, ରୁଷିଆରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ନେଇ ବାଜିଲା ମୋହର
ମସ୍କୋ/ନୂଆଦିଲ୍ଲୀ,୭ା୯: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଭାରତୀୟ ନାଗରିକମାନେ ମଧ୍ୟ ଆଗ ଧାଡ଼ିରେ ଲଢ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ସଂଗ୍ରାମରେ ଏପର୍ଯ୍ୟନ୍ତ ଅନେକ ଭାରତୀୟ ପ୍ରାଣ ହରାଇଛନ୍ତି। ଏହି ସମୟରେ ଯେଉଁମାନେ ରୁଷିଆ ସେନାରେ ନିଯୁକ୍ତ ହୋଇଥିଲେ ଏବଂ…

